Odisha Link
Bridging the Missing Links in Odisha
Browsing Tag

Visa

ସୁଧୁରୁଛି ସମ୍ପର୍କ : ଆଜିଠୁ କାନାଡାରେ…

ଓଏଲ୍‌ ବ୍ୟୁରୋ: ଧିରେ ଧିରେ କାନାଡା-ଭାରତ ମଧ୍ୟରେ ଲାଗିରହିଥିବା କୂଟନୈତିକ ବିବାଦରେ ଲାଗୁଛି ବିରାମ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧୁରିବାରେ ଲାଗିଛି। ଏସବୁ ମଧ୍ୟରେ ଅକ୍ଟୋବର ୨୬ରୁ ଅର୍ଥାତ୍‌ ଆଜିଠୁ କାନାଡାରେ ଭିସା ସେବା ଆଂଶିକ ଭାବେ ଆରମ୍ଭ କରିବ ବୋଲି ସେଠାରେ ଥିବା ଭାରତୀୟ ହାଇକମିଶନ ବୁଧବାର…

କୈଳାଶ: ସ୍ବାମୀ ନିତ୍ୟାନନ୍ଦଙ୍କ ନୂଆ ଦେଶ…

ନୂଆଦିଲ୍ଲୀ: ବିବାଦୀୟ ଧର୍ମଗୁରୁ ସ୍ବାମୀ ନିତ୍ୟାନନ୍ଦ ପୁଣି ଥରେ ଚର୍ଚ୍ଚାରେ। ଦୁଷ୍କର୍ମ ମାମଲାରେ ଗିରଫଦାରିରୁ ବର୍ତ୍ତିବା ପାଇଁ ୨୦୧୯ରେ ଭାରତରୁ ପଳାୟନ କରିଥିବା ବିବାଦୀୟ ଧର୍ମଗୁରୁ ସ୍ୱାମୀ ନିତ୍ୟାନନ୍ଦଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା। ୨୦୧୯ରୁ ଭାରତ ଛାଡ଼ି ପଳାଇଥିବା ନିତ୍ୟାନନ୍ଦ 'କୈଳାଶ' ନାମକ…

କରୋନା ଆତଙ୍କ ପାଇଁ ୫ ଦେଶର ନାଗରିକଙ୍କ…

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି କରୋନା। ଗତକାଲି ଭାରତରେ ପୁଣି ଦୁଇ ନୂଆ କରୋନା ଭାଇରସ ରୋଗୀ ଚିହ୍ନଟ ହେବା ପରେ ମଙ୍ଗଳବାର କେନ୍ଦ୍ର ସରକାର କରୋନା ଭାଇରସ୍ ସମ୍ବନ୍ଧରେ ଏକ ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି। ଏହାକୁ ନଜରରେ ରଖି ପାଞ୍ଚଟି ଦେଶର ସମସ୍ତ ଭିସା ଏବଂ…

ଆମେରିକା: ଗର୍ଭବତୀ ମହିଳାଙ୍କୁ ଲାଗିଲା…

ୱାଶିଂଟନ : ଗର୍ଭବତୀ ମହିଳାଙ୍କୁ ଆମେରିକା ପର୍ଯ୍ୟଟନ ଭିସା ଦେବା ଉପରେ ଲାଗୁ ହୋଇଛି କଟକଣା। ଆମେରିକା ସମ୍ବିଧାନର ନିୟମ ଅନୁଯାୟୀ ଆମେରିକାରେ ଜନ୍ମ ଲାଭ କରୁଥିବା ପ୍ରତ୍ୟେକ ଶିଶୁ ସେଠାକାର ନାଗରିକତ୍ବ ପାଇଥାଏ। ଏପରି ନାଗରିକତ୍ବ ପ୍ରଦାନକୁ ଏଡାଇବା ପାଇଁ ଆମେରିକା ନୂଆ ଭିସା ନିୟମ କାର୍ଯ୍ୟକାରୀ…

ପଶ୍ଚିମବଙ୍ଗ: ମମତା ସରକାରର ମନ୍ତ୍ରୀଙ୍କୁ…

କୋଲକାତା: ବାଂଲାଦେଶ ସରକାର ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ସିଦ୍ଦିକଉଲ୍ଲା ଚୌଧୁରୀଙ୍କୁ ଭିସା ଦେବ ନା ନାହିଁ ସ୍ପଷ୍ଟ କରିନି। ଫଳରେ ସିଦ୍ଦିକଉଲ୍ଲା ଆଜି ତାଙ୍କ ବାଂଲାଦେଶ ବିମାନ ଟିକେଟ ବାତିଲ୍ କରିବେ ବୋଲି କହିଛନ୍ତି। ସିଦ୍ଦିକିଉଲ୍ଲା କହିଛନ୍ତି, ‘ମୁଁ ଡିସେମ୍ୱର ୨୬ରୁ ୩୧ ବାଂଲାଦେଶ ଏକ…

ବ୍ରାଜିଲ ଯିବାକୁ ହେଲେ ଭାରତୀୟଙ୍କୁ ଆଉ…

ବ୍ରାଜିଲ: ଏଣିକି ବ୍ରାଜିଲ ଭ୍ରମଣରେ ଗଲେ ଭାରତୀୟଙ୍କୁ ଆଉ ଭିସା ଦରକାର ହେବ ନାହିଁ। ଏଭଳି କହିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବଲ୍‌ସନାରୋ। ସେ କହିଛନ୍ତି ଯେ, ବ୍ରାଜିଲ୍‌ ଭ୍ରମଣରେ ଆସୁଥିବା ଚୀନ୍‌ ଏବଂ ଭାରତୀୟ ପର୍ଯ୍ୟକଟ କିମ୍ବା ବ୍ୟବସାୟୀମାନଙ୍କ ଲାଗି ଭିସା ଦରକାର ହେବନାହିଁ। ଏଇ ବର୍ଷ…

ଶାମିଙ୍କୁ ମିଳିଲାନି ଆମେରିକା ଭିସା,…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଆମେରିକା ଭିସା ମନା। ଶାମିଙ୍କ ନାଁରେ ତାଙ୍କ ପତ୍ନୀ ହସିନ ଜାହାନ ଘରୋଇ ହିଂସା ଭଳି ସଙ୍ଗିନ୍ ଅଭିଯୋଗ ଆଣିଥିବାରୁ, ତାଙ୍କୁ ଆମେରିକା ଯିବାକୁ ଅନୁମତି ମିଳି ନଥିଲା। ତେବେ ଏହି ଘଟଣାରେ ବିସିସିଆଇ ହସ୍ତକ୍ଷେପ କରିବା ପରେ ଶାମିଙ୍କୁ ଆମେରିକା…