Odisha Link
Bridging the Missing Links in Odisha
Browsing Tag

Visit

ଟ୍ରମ୍ପ୍‌ଙ୍କ ଗୁଜରାଟ ଗସ୍ତ ପାଇଁ ଖର୍ଚ୍ଚ…

ଅହମଦାବାଦ: ଆସନ୍ତା ଫେବୃଆରୀ ୨୪ ତାରିଖ ଦିନ ଆମେରିକାର ରାଷ୍ଟ୍ରପତି ୩ ଘଣ୍ଟା ପାଇଁ ଗୁଜରାଟ ଗସ୍ତ କରିବେ। ରାଷ୍ଟ୍ରପତିଙ୍କ ଗୁଜରାଟ ଗସ୍ତ ପାଇଁ ସରକାର ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି। ଟ୍ରମ୍ପଙ୍କ ସ୍ୱାଗତରେ ବଜେଟ୍ ବାଧକ ହେବ ନାହିଁ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ…

ମହାନଦୀ ହାଡିଆ ପଠାକୁ ୫ଟି ସଚିବଙ୍କ…

ଭୁବନେଶ୍ବର: ଆଜି ଭୋର ୫ଟା ସମୟରେ ମେରିଟାଇନ ମିୟୁଜିୟମ୍‌ରେ ବୈଠକ ପରେ ସିସୋର ଓ ହାଡ଼ିଆ ପଠା ବୁଲି ସ୍ଥିତ ଅନୁଧ୍ୟାନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍‌। ହାଡ଼ିଆପଠାରେ ଏସସିବିର ଦ୍ୱିତୀୟ କ୍ୟାମ୍ପସ ହେବାକୁ ପ୍ରସ୍ତାବ ଥିବା ବେଳେ ଏହାର ଅନୁଧ୍ୟାନ କରିଥିଲେ ପାଣ୍ଡିଆନ। ୫ଟି ସଚିବଙ୍କ ସହ ଜଳ…

ସିଏବି: ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ(ସିଏବି)କୁ ନେଇ ଦେଶର ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ହରତାଳ ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି।ଆସନ୍ତା ୧୫ରୁ ୧୭ ତାରିଖ ୩ ଦିନ ଧରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆବେଙ୍କ…

ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ କାର୍ଯ୍ୟାଳୟ…

ଭୁବନେଶ୍ବର: ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି କଟକର ଖପୁରିଆସ୍ଥିତ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ପରିଦର୍ଶନ ପରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।…

ଅଯୋଧ୍ୟା ଗସ୍ତ ବାତିଲ କଲେ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ସରକାର ଗଠନରେ ଅନିଶ୍ଚିତତା ଲାଗି ରହିଛି। କିଏ ଗଢ଼ିବ ସରକାର ଏନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ତାଙ୍କ ଅଯୋଧ୍ୟା ଗସ୍ତକୁ ବାତିଲ କରି ଦେଇଛନ୍ତି। ସେ ଆସନ୍ତା ୨୪ ତାରିଖରେ ଅଯୋଧ୍ୟା ଗସ୍ତରେ ଯିବାର ଥିଲା। କିନ୍ତୁ ଆଜି ଏହି କାର୍ଯ୍ୟକ୍ରମକୁ…

ଆଜିଠୁ ୨ଦିନିଆ ସାଉଦି ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ: ଆଜି ଦୁଇ ଦିନିଆ ସାଉଦୀ ଆରବ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶକ୍ତି ଏବଂ ଅର୍ଥନୀତି ଭଳି ପ୍ରମୁଖ କ୍ଷେତ୍ରରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ନିବିଡ଼ କରିବା ଲକ୍ଷ୍ୟ ଏହି ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଥିସହିତ ସାଉଦୀ ରାଜା ସଲମନ୍‌ ବିନ୍‌…

ବିଭିନ୍ନ କାର୍ଯ୍ୟାଳୟକୁ କୃଷି…

ଭୁବନେଶ୍ବର: ଆଜି କୃଷିମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଭୁବନେଶ୍ୱର ଶହୀଦ ନଗର ଠାରେ ଥିବା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ। ବହୁମୁଖୀ ପ୍ରାଣୀ ଚିକିତ୍ସାଳୟ ଏବଂ ବୁଲାକୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କେନ୍ଦ୍ର ପରିଦର୍ଶନ କରିବାସହିତ ଉପସ୍ଥାନ ଖାତା…

ଆଜି ପୁରୀ ଆସୁଛନ୍ତି ଆମିକସ୍ କ୍ୟୁରୀ ଓ…

ପୁରୀ : ପୁରୀରେ ଉଚ୍ଛେଦ ପ୍ରସଙ୍ଗରେ ସ୍ଥିତି ଅନୁଧ୍ୟାନ ପାଇଁ ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ ଆଜି ୨ ଦିନ ପାଇଁ ପୁରୀ ଆସୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମକସ୍ କ୍ୟୁରୀ ପୁରୀ ସ୍ଥିତି ଅନୁଧ୍ୟାନ କରିବେ। ପୂର୍ବରୁ ୭ ତାରିଖରେ ଆମିକସ୍ କ୍ୟୁରୀଙ୍କ ପୁରୀ ଆସିବା କାର୍ଯ୍ୟକ୍ରମ ସ୍ଥିର…