Odisha Link
Bridging the Missing Links in Odisha

ଆଜି ପ୍ରକାଶ ପାଇବ ବିଜେଡିର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ଆଜି ଘୋଷଣା ହୋଇପାରେ ବିଜୁ ଜନତା ଦଳର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା।

ମୋଟ ୬ଟି ପର୍ଯ୍ୟାୟରେ ଦଳ ଏଯାବତ୍‌ ୧୨୮ ବିଧାୟକ ପ୍ରାର୍ଥୀ ଓ ୧୮ ସାଂସଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ଆଜି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବାର ସମ୍ଭାବନା ରହିଛି। ବାକି ଥିବା ୩ ସାଂସଦ ଓ ୧୯ ବିଧାୟକ ପ୍ରାର୍ଥୀଙ୍କ ନାମ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିପାରନ୍ତି।

Comments are closed.