Odisha Link
Bridging the Missing Links in Odisha
Daily Archives

July 17, 2019

ପାଟକୁରାରେ ଏସପିଙ୍କ ଦାଦାଗିରି, ଦେଖନ୍ତୁ…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଏସପି ନିତି ଶେଖରଙ୍କ ଦାଦାଗିରି। ସାମ୍ବାଦିକଙ୍କୁ ବାଡେଇବାକୁ ହାତ ଉଠାଉଛନ୍ତି ଏସପି। ବର୍ତ୍ତମାନର ଏସପି ନିତି ଶେଖର ବିଜୁ ଜନତା ଦଳର ପାଟକୁରା ନିର୍ବାଚନ ପ୍ରଚାର ବେଳେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ବାଡେଇବାକୁ ଉଦ୍ୟମ କରୁଥିବାର ଦୃଶ୍ୟ କ୍ୟାମରେରା କଏଦ ହୋଇଛି। କଣ…

ଜଳଶକ୍ତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ନୂଆଦିଲ୍ଲୀ: ୨୦୧୯-୨୦ କେନ୍ଦ୍ରୀୟ ବଜେଟରେ ୨୦୨୪ ସୁଦ୍ଧା ଦେଶର ସମସ୍ତ ଘରକୁ ପାଣି ପହଂଚାଇବାର ଲକ୍ଷ୍ୟ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ତଥା ଇସ୍ପାତ ମନ୍ତ୍ରଣାଳୟକୁ ମିଶି ମିଶନ ମୋଡରେ କାମ କଲେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପୂରଣ ହୋଇ ପାରିବ ବୋଲି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ…

ଭାରତର ବଡ଼ ବିଜୟ, କୁଳଭୂଷଣଙ୍କୁ ହେବନି…

ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଭାରତର ବିଜୟ ହୋଇଛି। ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଆଜି ଭାରତ ସପକ୍ଷରେ ରାୟ ଦେଇଛନ୍ତି। ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ନାମରେ ଗୁଇନ୍ଦାଗିରି ଏବଂ ଆତଙ୍କବାଦ ଆଦି ଅଭିଯୋଗ ଆଣି ପାକିସ୍ତାନୀ ସାମରିକ କୋର୍ଟ…

ପାଟକୁରାରେ ଚେସ୍‌ ଖେଳିଲେ ଅରୁଣ

କେନ୍ଦ୍ରାପଡ଼ା: ପାଟକୁରାରେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ ପ୍ରଚାର ଅବସରରେ ବିଜୁ ଜନତା ଦଳ (ବିଜେଡି) ବରିଷ୍ଠ ନେତା ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଡେରାକୁଣ୍ଡି ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ସେତେବେଳେ ଚେସ୍‌ ଖେଳରେ…

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ପାଟକୁରାରେ…

ଭୁବନେଶ୍ବର: ପାଟକୁରାରେ ଜମୁଛି ନିର୍ବାଚନ ପ୍ରଚାର। ଆଜି ବିଜେଡ଼ି ସୁପ୍ରିମୋ ପାଟକୁରା ଗସ୍ତରେ ଯାଇ ବିଭିନ୍ନ ସ୍ଥାନରେ କରୁଛନ୍ତି ପ୍ରଚାର। ଅପରପକ୍ଷେ ବିଧାନସଭାରେ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପାଟକୁରା ଅଞ୍ଚଳ ବାସୀଙ୍କୁ ଭତ୍ତା ଓ ଚାଉଳ ବଣ୍ଟନ କରାଯାଇଛି। ସମସ୍ତ…

ଅନ୍ତର୍ଜାତୀୟ ଶିକ୍ଷା ଜଗତରେ ପାଦ ଥାପିବ…

କଟକ: ରାଜ୍ୟ ତଥା ଦେଶର ବହୁ ପୁରାତନ କଳା, ସଂସ୍କୃତି, ପରମ୍ପରା ଭଳି ବିଭିନ୍ନ ବିଷୟରେ ଅବଗତ ହୋଇ ପାରିବେ ବିଦେଶୀ ଛାତ୍ରଛାତ୍ରୀ। ଅନୁରୂପ ଭାବେ ବିଦେଶୀ କଳା ସଂସ୍କୃତି ଉପରେ ରୁଚି ରଖୁଥିବା ଛାତ୍ରଛାତ୍ରୀ ବିଦେଶ ବିଶ୍ୱବିଦ୍ୟାଳୟରେ ଜ୍ଞାନ ଆହରଣ କରିପାରିବେ। ରେଭେନ୍‌ସା ବିସ୍ୱବିଦ୍ୟାଳୟ ବିଶ୍ୱର କିଛି…

‘ଦୂରଦର୍ଶୀ’ର ସ୍ବନକ୍ଷତ୍ର…

ଭୁବନେଶ୍ବର: ମାସିକ ପତ୍ରିକା ଦୂରଦର୍ଶୀର ୧୧ତମ ସ୍ବନକ୍ଷତ୍ର ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଦୂରଦର୍ଶ ଏକ ଦୂରଦୃ୍ଷ୍ଟିସମ୍ପନ୍ନ ପତ୍ରିକା ବୋଲି ଅଭିହିତ କରିଥିଲେ। ସେ କହିଥିଲେ ଯେ, ସାମ୍ବାଦିକ ଦୂରଦର୍ଶୀ ହେବା ସହିତ…

ପୁଣି ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ…

କୁଚିଣ୍ଡା : ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଛି କଳଙ୍କ। କୁଚିଣ୍ଡା ଥାନା ଅନ୍ତର୍ଗତ ବାଉରୀଗୁଡା ହାଇସ୍କୁଲର ଶିକ୍ଷକ ପ୍ରମୋଦ ଖର୍ସେଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ସୂଚନା ଅନୁସାରେ,  ଶିକ୍ଷକ ପ୍ରମୋଦ ଖର୍ସେଲ ସମ୍ବଲପୁରୀ କମେଡି ଆଲବମ୍ ର ନିର୍ଦ୍ଦେଶକ ଓ ନିର୍ମାତା ମଧ୍ୟ । ଜଣେ…

ସ୍ବାମୀ ସ୍ତ୍ରୀଙ୍କ କଳିରେ ଅନାଥ ହେଲେ ୩…

କାମାକ୍ଷାନଗର : ସାମାନ୍ୟ ଝଗଡାକୁ ନେଇ ସ୍ବାମୀକୁ କିରାସିନ ଢାଳି ପୋଡି ମାରିଦେବା ଭଳି ସଂଘାତିକ ଅଭିଯୋଗ ଆସିଛି ଜଣେ ମହିଳାଙ୍କ ବିରୋଧରେ। ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀର ମୃତ୍ୟୁ ହୋଇଛି। ଏବେ ପରିବାର ଓ ଗ୍ରାମବାସି ମୃତକଙ୍କ ସ୍ତ୍ରୀକୁ କଠୋରରୁ କଠୋର ଦଣ୍ଡ ଦାବିରେ ୧୮ ଘଣ୍ଟା ଧରି ଶବକୁ ପକାଇ…

ବାତ୍ୟା ପ୍ରଭାବିତ ରାଜ୍ୟ ପାଇଁ…

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ସ୍ପେଶାଲ ଫୋକସ୍‌ ଷ୍ଟାଟସ୍‌ ରାଜ୍ୟ କଥା ଉଠାଇଛନ୍ତି ବିଜେଡ଼ି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ପ୍ରାୟ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା, ଆନ୍ଧ୍ରପ୍ରଦେଶ ରାଜ୍ୟ ଭଳି ଦେଶରେ ଯେତିକି ରାଜ୍ୟ ଅଛି ସେହି ରାଜ୍ୟ ଗୁଡ଼ିକୁ ସ୍ପେଶାଲ ଫୋକସ୍‌ ଷ୍ଟାଟସରେ…