Odisha Link
Bridging the Missing Links in Odisha

ରାଜ୍ୟରେ ବଢ଼ିଲା ତାତି; ଝାରସୁଗୁଡ଼ା…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୦ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା। ଆଜିବି ସକାଳୁ ଅସହ୍ୟ ତାତି ଅନୁଭୂତ ହୋଇଛି। ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌)ରୁ…

ନିର୍ବାଚନ ପ୍ରକ୍ରିୟାକୁ ସରଳ କରିଛି…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏବେ ନିର୍ବାଚନୀ ତାତି। ବାଧାମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନର ଗଣତାନ୍ତ୍ରିକ ନୀତିକୁ ବଜାୟ ରଖିବା ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ବିକଶିତ ଏକ ବୈଷୟିକ ସମାଧାନ ହେଉଛି ସୁବିଧା ପୋର୍ଟାଲ। ପ୍ରଭାବଶାଳୀ ଟ୍ରାକ୍ ରେକର୍ଡ ପ୍ରଦର୍ଶନ କରି ସୁବିଧା ପୋର୍ଟାଲ ନିର୍ବାଚନ…

ସମ୍‌ ଅଲ୍ଟିମେଟ୍‌କୁ ଜେସିଆଇ ପ୍ରାଇମ୍‌…

ଭୁବନେଶ୍ୱର: ଉତମ ସ୍ୱାସ୍ଥ୍ୟସେବା ଓ ରୋଗୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବା ସମ୍‌ ଅଲ୍ଟିମେଟ୍‌ ମେଡିକେୟାର (ସମ୍ମମ୍‌) ସଫଳତାର ଆଉ ଏକ ପାହାଚରେ ପାଦ ଦେଇଛି। ବୁଧବାର ଏହି ହସ୍ପିଟାଲକୁ ଜଏଂଟ କମିଶନ ଇଂଟରନ୍ୟାସନାଲ୍‌ (ଜେସିଆଇ) ପ୍ରାଇମ୍‌ ମାନ୍ୟତା ପ୍ରାପ୍ତ ହୋଇଛି। ହସ୍ପିଟାଲ ପରିସରରେ ପ୍ରମୁଖ…

ଶିମିଳିପାଳରେ ଲାଗିଛି ନିଆଁ; ବାଘଙ୍କ…

ଓଏଲ୍‌ ବ୍ୟୁରୋ: ପ୍ରଚଣ୍ଡ ଖରା ଯୋଗୁଁ ଜଳୁଛି ଶିମିଳିପାଳ। ଜଙ୍ଗଲରେ ନିଆଁ ଲାଗିବା ସତ୍ତ୍ୱେ ଶିମିଳିପାଳରେ ବାଘ ସୁରକ୍ଷିତ ଥିବା ଜଣା ପଡିଛି। କିଛି ଦିନ ଧରି ଶିମିଳିପାଳରେ ନିଆଁ ଲାଗିଥିବାବେଳେ କୋର୍ ଏରିଆରେ ବାଘ ସୁରକ୍ଷିତ ରହିଛନ୍ତି। ଶିମିଳିପାଳ ଜଙ୍ଗଲ ନିଆଁ ଉପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର…

ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ:…

ଓଏଲ୍‌ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ୍। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ସେହିଭଳି ମେ’ ୧୩ ତାରିଖରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ତେବେ ଆଜି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା‌ର ଶେଷ…

ଜେଲ୍‌ରେ ଥିବା ଖଲିସ୍ତାନୀ ଆତଙ୍କୀ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଚାଲିଛି ନିର୍ବାଚନୀ ଋତୁ। ଆଉ ଏହି ଋତୁକୁ ଖାସକରି ରାଜନେତା ମାନେ ଉପଭୋଗ କରିବାକୁ ପଛାନ୍ତି ନାହିଁ। ଅନ୍ୟପଟେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଚଲାଇଛନ୍ତି ଖଲିସ୍ତାନୀ ସମର୍ଥକ। ଏବେ ଆସାମର ଦିବ୍ରୁଗଡ଼ ଜେଲରେ ବନ୍ଦ ଥିବା "ଓ୍ବାରିସ ପଞ୍ଜାବ ଦେ'' ସଙ୍ଗଠନର ମୁଖ୍ୟ ଅମୃତପାଲ…

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା;…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ସାମ୍ନାକୁ ଆସିଥିଲା। କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ଓସେପାର ମେଧା ତାଲିକା ହାଇକୋର୍ଟ ରଦ୍ଦ କରିଥିଲେ। ଜିଲ୍ଲାୱାରୀ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ମାମଲାରେ ଏଯାବତ ପୂର୍ଣ୍ଣଛେଦ…

ଲୋକପ୍ରିୟ ୟୁଟ୍ୟୁବର ମନୀଷଙ୍କ ୟୁ…

ଓଏଲ୍‌ ବ୍ୟୁରୋ: କେବଳ ବିହାର ନୁହେଁ ସାରା ଭାରତର ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ। ମନୀଷ କଶପ୍ୟ ଆଜି ଦିଲ୍ଲୀ ସ୍ଥିତି ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଯୋଗ ଦେବେ। ବିଜେପିରେ ଯୋଗ ଦେବା ପୂର୍ବରୁ ମନୀଷ କରିଥିଲେ ବଡ଼ ଘୋଷଣା। ବିହାରର ପଶ୍ଚିମ ଚମ୍ପାରଣ ଲୋକସଭା…

ଚର୍ଚ୍ଚାରେ ମୋଦି, ରାହୁଲଙ୍କ ବିବାଦୀୟ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏବେ ନିର୍ବାଚନୀ ତାତି। ମହାଯୁଦ୍ଧ ପାଇଁ ଗତକାଲି ପ୍ରଚାର ଲଢ଼େଇ ଥମିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପୋଲିଂ ଷ୍ଟେସନ୍ ଗୁଡ଼ିକରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ କର୍ମଚାରୀ। ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ଲାଗି ପ୍ରଚାର ଶେଷ ହୋଇଥିବାବେଳେ ଆସନ୍ତାକାଲି…

ଆଳି: ନିର୍ବାଚନ ଖର୍ଚ୍ଚ ପାଇଁ ଜମି…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀରେ ଗହଳି। ନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମୈଦାନ। ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ରୋଚକ ମୋାଡ଼ରେ ପହଁଞ୍ଚିଛି ଆଳି ରାଜନୀତି। ଆଉ ଏସବୁ ମଧ୍ୟରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛନ୍ତି…