Odisha Link
Bridging the Missing Links in Odisha
Browsing Tag

DUTEE CHAND

ଓଡ଼ିଶା ଫେରିଲେ ଦୂତୀ, ଅଲିମ୍ପିକ ପରାଜୟକୁ…

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ ଯାତ୍ରା ସାରି ଆଜି ଓଡ଼ିଶା ପହଞ୍ଚିଛନ୍ତି ଦୂତୀ ଚାନ୍ଦ। ଏହି ଅବସରରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅନେକ ଶୁଭେଚ୍ଛୁ ଓ ସମର୍ଥକ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଅଲିମ୍ପିକର ୧୦୦ ଓ ୨୦୦ ମିଟର ପ୍ରତିଯୋଗିତାରେ ଦୂତୀ ଅସଫଳ ହୋଇଛନ୍ତି। ତେବେ ଅଲିମ୍ପିକ ପରାଜୟକୁ ନେଇ ଦୂତୀ…

ଟୋକିଓ ଟ୍ରାକରେ ନିରାଶ କଲେ ଦୂତି,…

ଯାଜପୁର: ଟୋକିଓ ଟ୍ରାକରେ ୧୦୦ ମିଟର ରାଉଣ୍ଡରେ ଦୌଡ଼ିଥିଲେ ଓଡ଼ିଆ ଝିଅ ଦୂତି ଚାନ୍ଦ। ହେଲେ କ୍ବାଲିଫାଏ କରିବାରେ ବିଫଳ ହୋଇଥିଲେ ଦୂତି। ଯାହାରିଫଳରେ ଦୂତିଙ୍କ ପରିବାର ଓ ଯାଜପୁରରେ ଥିବା ତାଙ୍କ ଗ୍ରାମବାସୀ ନିରାଶ ହୋଇଛନ୍ତି। କେବଳ ସେତିକି ନୁହେଁ କିଟ୍‌ ଓ ଦୂତିଙ୍କ କୋଚଙ୍କୁ ଦାୟୀ କରିଛନ୍ତି ତାଙ୍କ…

ଟୋକିଓରେ ଦୂତୀ, ଜାଣିନାହାନ୍ତି…

ଭୁବନେଶ୍ବର: ଶୁକ୍ରବାରଠୁ ବାଜି ସାରିଛି ଅଲିମ୍ପିକ୍ସ ବିଗୁଲ। ୧୨୪ ଜଣ ଭାରତୀୟ ଖେଳାଳି ବିଶ୍ବ କ୍ରୀଡ଼ା ମହାକୁମ୍ଭର କମାଲ କରିବା ପାଇଁ ଟୋକିଓରେ ପହଁଞ୍ଚି ପ୍ରସ୍ତୁତି ଆରମ୍ଭ କରୁଥିବା ବେଳେ ଆଉ କିଛି ଖେଳାଳି ଶୁକ୍ରବାର ଦିନ ଟୋକିଓରେ ପହଁଞ୍ଚିଛନ୍ତି। ସେ ମଧ୍ୟରୁ ଓଡ଼ିଆ ଝିଅ ଦୂତୀ ଚାନ୍ଦ ଅନ୍ୟତମ।ଭାରତୀୟ…

‘ଖେଳ ରତ୍ନ’ ପାଇଁ ଦୂତୀ…

ଭୁବନେଶ୍ବର: ରାଜ୍ୟ ସରକାର ଓଡ଼ିଆ ଝିଅ ତଥା ଭାରତର ଅଗ୍ରଣୀ ମହିଳା ସ୍ପିଣ୍ଟର ଦୂତୀ ଚାନ୍ଦଙ୍କ ନାମ ରାଜୀବ ଗାନ୍ଧି ଖେଳ ରତ୍ନ ପାଇଁ ସୁପାରିଶ କରିଛନ୍ତି। ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ହେଉଛି ଖେଳ ରତ୍ନ। କେବଳ ଦୂତୀଙ୍କ ନାମ ନୁହେଁ ଭାରତୀୟ ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର୍ ବୀରେନ୍ଦ୍ର…

ନୂଆ ଜାତୀୟ ରେକର୍ଡ କରି ବି ଦୂତୀ…

ନୂଆଦିଲ୍ଲୀ: ନୂଆ ଜାତୀୟ ରେକର୍ଡ କଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ। ନିଜ ନାମରେ ଥିବା ପୂର୍ବ ଜାତୀୟ ରେକର୍ଡକୁ ଭାଙ୍ଗି କଲେ ନୂଆ ରେକର୍ଡ। ପଟିଆଲାରେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ନିଜ ରେକର୍ଡ ଭାଙ୍ଗିଲେ ଦୂତୀ। ହେଲେ ମାତ୍ର ୦.୦୨ ସେକେଣ୍ଡ ପାଇଁ ଭାଙ୍ଗିଗଲା ଦୂତୀଙ୍କ ସ୍ବପ୍ନ। ୧୦୦ ମିଟର ଦୌଡରେ ନୂଆ…

ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀଙ୍କୁ…

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ ପ୍ରସିଦ୍ଧ ଧାବିକା ଦୂତୀ ଚାନ୍ଦ ଏ ବାବଦରେ ସାମାଜିକ ଗଣମାଧ୍ୟମରେ ମତ ରଖି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସାଧାରରତଃ ରାଜନୀତି ଠାରୁ ଦୂରେଇ ରହୁଥିବା ଦୂତୀ ଫେସବୁକରେ ଜଣେ ବନ୍ଧୁଙ୍କ ମତ ଉପରେ ପ୍ରତିମନ୍ତବ୍ୟ ଦେଇ ଲେଖିଛନ୍ତି- "ତମର…

BBC ସ୍ପୋର୍ଟସ ୱିମେନ୍ ପୁରସ୍କାର ପାଇଁ…

ଭୁବନେଶ୍ୱର: ପୁଣି ଚମକିଲେ ଓଡ଼ିଆ ଝିଅ ଦୂତୀ ଚାନ୍ଦ। ସାରା ବିଶ୍ବରେ ଜଣେ ଖ୍ୟାତିସମ୍ପନ୍ନ ସ୍ପ୍ରିଣ୍ଟର ଭାବେ ବେଶ୍‌ ଜଣାଶୁଣା ଥିବା ଦୂତୀଙ୍କୁ ମିଳିବ ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ୱିମେନ୍ ଅଫ ଦି ଇୟର ସମ୍ମାନ। ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ୱିମେନ୍ ଅଫ ଦି ଇୟର ସମ୍ମାନରେ ୫ଜଣ ଖେଳାଳୀ ମନୋନୀତ…

ଦୂତୀଙ୍କୁ ଚାକିରିରେ ପଦୋନ୍ନତି ଦେଲେ…

ଭୁବନେଶ୍ବର: ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ଉପହାର ଦେଲେ ସରକାର। ଓଡ଼ିଶା ମାଇନିଂ କର୍ପୋରେସନ୍‌ (ଓଏମ୍‌ସି)ରେ କାର୍ଯ୍ୟରତ ଥିବ ଦୂତୀ ଚାନ୍ଦଙ୍କୁ ପଦୋନ୍ନତି ମିଳିଛି। କ୍ରୀଡ଼ାରେ ସଫଳ ପ୍ରଦର୍ଶନ ଏବଂ ‘ଅର୍ଜୁନ’ ପୁରସ୍କାର ପାଇବା ପରେ ଦୂତୀଙ୍କୁ ରାଜ୍ୟ ସରକାର ପୁରସ୍କାର ସ୍ୱରୂପେ ଚାକିରିରେ…

ଘର କଳିକୁ ନେଇ ଫେସବୁକ୍‌ରେ ଏମିତି…

ଭୁବନେଶ୍ବର: ରାଜ୍ୟ ତଥା ଦେଶ ପାଇଁ ବହୁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ତଥା ଅଲମ୍ପିଆନ୍‌ ଦୂତି ଚାନ୍ଦ। ହେଲେ କିଛି ଦିନ ହେବ ସେ ପୂର୍ବଭଳି ଖୁସି ନାହାନ୍ତି। କାରଣ ଦୂତିଙ୍କ ପରିବାରରେ ଦୀର୍ଘ ଦିନ ଧରି ସମସ୍ୟା ଲାଗି ରହିଛି। ଯାହା ଏପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ। ସମାଧାନ ହେବା ପରିବର୍ତ୍ତେ ଦିନକୁ…

ଅର୍ଜୁନ ପୁରସ୍କାର ପାଇଲେ ଦୂତୀ

ନୂଆଦିଲ୍ଲୀ: ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଦୂତିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୂର୍ବରୁ ଦୂତୀ ଚାନ୍ଦଙ୍କୁ ଅଜୁର୍ନ ପୁରସ୍କାର ମିଳିବା…