Odisha Link
Bridging the Missing Links in Odisha
Browsing Tag

DUTEE CHAND

ନୂଆ ମ୍ୟାନେଜର ଖୋଜୁଛନ୍ତି ଦୂତୀ ଚାନ୍ଦ

ଭୁବନେଶ୍ବର: ନିଜ ପାଇଁ ନୂଆ ପରିଚାଳକ (manager) ଖୋଜୁଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଦୂତୀ ଚାନ୍ଦ। ନିଜର ପୁରୁଣା ମ୍ୟାନେଜରଙ୍କୁ କାଢ଼ିଦେବା ପରେ ଏ ନେଇ ସେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଦୂତୀଙ୍କର ପୂର୍ବ ମ୍ୟାନେଜର ତପି ମିଶ୍ରଙ୍କୁ ସେ ବିଦା କରିଛନ୍ତି ବୋଲି ଫେସବୁକରେ…

ମୋ ଭାଇ ଓ ମୋତେ ଭଉଣୀ ଦାଉରୁ ରକ୍ଷା…

ଭୁବନେଶ୍ବର: ଭଉଣୀ ଡରାଉଛି। ଆମକୁ ଘରକୁ ଯିବାକୁ ଦେଉନାହିଁ, ବାପା-ମା'ଙ୍କ ସହ ମିଶିବାକୁ ଦେଉନାହିଁ। ମୋ ଭାଇ ଓ ମୁଁ ଘରକୁ ଯାଇପାରୁନାହୁଁ। ଆମକୁ ରକ୍ଷା କରନ୍ତୁ। ଆଜି ନିଜର ଫେସବୁକ କାନ୍ଥରେ ଏଭଳି ଲେଖିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଦୂତୀ ଚାନ୍ଦ। ପୂର୍ବରୁ ତାଙ୍କର ପ୍ରେମ…

ମୋ ଭଉଣୀ ବି ସମଲିଙ୍ଗୀ: ଦୂତୀ ଚାନ୍ଦ

ଭୁବନେଶ୍ବର: ସମଲିଙ୍ଗୀ ସମ୍ପର୍କ ପାଇଁ ୨୦୧୯ ମସିହାରେ ପରିବାରରୁ ବିତାଡ଼ିତା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଧାବିକା ଦୂତୀ ଚାନ୍ଦ ଏବେ ନିଜ ଭଉଣୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ତାଙ୍କ ଭଉଣୀ ସରସ୍ବତୀ ଚାନ୍ଦ ମଧ୍ୟ ଜଣେ ଝିଅ ସହ ସମ୍ପର୍କ ରଖିଛନ୍ତି ବୋଲି କଗଣମାଧ୍ୟମକୁ କହିଛନ୍ତି ଦୂତୀ।…

କରୋନା ମାଡ଼: ୩୦ ଲକ୍ଷ ଟଙ୍କାର କାର୍‌…

ଭୁବନେଶ୍ବର: କରୋନା କଟକଣା ସମୟରେ ଆର୍ଥିକ ସଙ୍କଟ ଏବେ ସମସ୍ତଙ୍କୁ ଆବୋରିଛି। ପ୍ରସିଦ୍ଧ ବ୍ୟକ୍ତିତ୍ବ ବି ଏଥିରୁ ବାଦ ପଡ଼ିନାହାନ୍ତି। ଏଭଳି ସମୟରେ ନିଜର ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ଦାମୀ ଗାଡ଼ି ବିକ୍ରି କରିବାକୁ ଘୋଷଣା କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଦତୀ ଚାନ୍ଦ। ନିଜ…

ହୋଟେଲ ମାଲିକାଣୀ ହେଲେ ଦୌଡ଼ରାଣୀ ଦୂତି

ଭୁବନେଶ୍ବର : ଭାରତ ସହ ସାରା ବିଶ୍ବରେ ଦୌଡ଼କୁଦ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦୌଡ଼ରାଣୀ ଦୂତି ଚାନ୍ଦ୍ ଏବେ ବ୍ୟବସାୟ ଜଗତରେ ପାଦ ରଖିଛନ୍ତି। ନିକଟରେ ରାଜଧାନୀ ଭୁବନେଶ୍ବରରେ ଦୁଇଟି ହୋଟେଲ ଖୋଲିଛନ୍ତି ଦୂତି। ଓଡ଼ିଶାରେ ଆସନ୍ତା ଦୁଇ ତିନି ବର୍ଷ ଭିତରେ ୧୦୦ ହୋଟେଲ ଖୋଲିବାକୁ…

‘ଟାଇମ୍’ ପତ୍ରିକାର ହଣ୍ଡ୍ରେଡ୍ ନେକଷ୍ଟରେ…

ଭୁବନେଶ୍ବର: ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ଆଉ ଏକ ସଫଳତା। ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ‘ଟାଇମ୍’ ପତ୍ରିକାର ହଣ୍ଡ୍ରେଡ୍ ନେକଷ୍ଟ ବା ଆସନ୍ତା ଦିନର ୧୦୦ ଜଣ ପ୍ରଭାବଶାଳୀ ତାରକାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ଦୂତୀ। ବ୍ୟବସାୟ, ମନୋରଂଜନ, କ୍ରୀଡ଼ା, ରାଜନୀତି, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ସମାଜ…

ଦୂତି ଚାନ୍ଦ ଖେଳିବେ ପ୍ରଶ୍ନ ଉତ୍ତର

ମୁମ୍ୱାଇ :ଦୌଡ଼ରାଣୀ ଦୂତି ଚାନ୍ଦ ଆମ ଦେଶ ପାଇଁ ଗର୍ବ ଓ ଗୌବ । ସେ ଖେଳ ସହ ନିଜର ବୁଦ୍ଦି ର ପରିଚୟ ଦେବା ପାଇଁ 'କୌନ ବନେଗା କରୋଡପତି'ର କରମବୀର ଏପିସୋଡ୍‌ରେ ଭାଗ ନେଇଛନ୍ତି। ଦୂତିଙ୍କ ସହିତ ପୂର୍ବତନ କ୍ରିକେଟର୍‌ ବୀରେନ୍ଦ୍ର ସେହୱାଗ୍‌ ଓ ଆସାମ ଆଥଲେଟ୍‌ ହିମା ଦାସ ମଧ୍ୟ ଭାଗ ନେଇଛନ୍ତି ।…

ରାଜନୀତି କରିବାକୁ ବହୁତ ଇଚ୍ଛା

ଭୁବନେଶ୍ୱର: ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ ସଦାବେଳେ ପଡ଼ିଆରେ ନିଜର ଯାଦୁ ଦେଖାଇବା ପରେ ଏବେ କିଛି ନୂଆ କରିବାକୁ ଆଶା ରଖିଛନ୍ତି। ଦୂତୀ ଏବେ ରାଜନୀତିର ମୈଦାନରେ ନିଜର ଭାଗ୍ୟ ଚମକାଇବାକୁ ମନ ବଳାଇଛନ୍ତି। ଏନେଇ ଖୋଦ୍ ଦୂତୀ ଚାନ୍ଦ ତାଙ୍କ ଟୁଇଟର ପେଜରେ ପୋଷ୍ଟ କରି କହିଛନ୍ତି।…

ମାନସିକ ନିର୍ଯାତନା ଦେଇଛି ପପୁଙ୍କ କଥା :…

ଭୁବନେଶ୍ବର : ବିବାଦ ଭିତରେ ଆହୁରି ଛନ୍ଦି ହୋଇପଡୁଛି କିଙ୍ଗଙ୍କ ସିନେମା ପୋଷ୍ଟର। ମିଷ୍ଟର କହ୍ନେୟା ପୋଷ୍ଟରକୁ ନେଇ ଆଥଲେଟ ଦୂତି ଚାନ୍ଦ ଫେସବୁକ ପୋଷ୍ଟରେ ଲେଖିଛନ୍ତ ଯେ, କମେଡି କିଙ୍ଗ ପପୁ ପମପମଙ୍କ କଥା ତାଙ୍କୁ ବହୁତ ବାଧିଛି। ସିନେମାର ପୋଷ୍ଟର ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ଦୂତି…

ପପୁଙ୍କ ପୋଷ୍ଟରକୁ ଦୂତୀଙ୍କ ବିରୋଧ

ଭୁବନେଶ୍ବର: ବିବାଦରେ ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ୍‌ପମ୍। ପପୁଙ୍କ ପିଛା ଛାଡ଼ୁନି ବିବାଦ। ପପୁଙ୍କ ଆଗାମୀ ସିନେମାର ପୋଷ୍ଟରକୁ ନେଇ ବିବାଦ ଘେରରେ ପପୁ। ତାଙ୍କ ଆଗାମୀ ଫିଲ୍ମ ମିଷ୍ଟର କହ୍ନେୟାର ପୋଷ୍ଟରକୁ ନେଇ ଟ୍ରୋଲ ହେଉଛନ୍ତି ପପୁ। ଏନେଇ ମୁହଁ ଖୋଲିଛନ୍ତି ଓଡ଼ିଆ ଧାବିକା ଦୂତୀ ଚାନ୍ଦ। ଦୂତୀ…