Odisha Link
Bridging the Missing Links in Odisha
Browsing Tag

GUJURAT

ପ୍ରଶ୍ନପତ୍ର ଲିକ୍ ଘଟଣାରେ ମାଲକାନଗିରିର…

ଓଏଲ୍ ବ୍ୟୁରୋ : ଗୁଜରାଟ ରାଜ୍ୟରେ ପ୍ରଶ୍ନପତ୍ର ଲିକ ଘଟଣା ସାମ୍ନାକୁ ଆସିଛି। ଏହି ମାମଲାରେ ଓଡ଼ିଶା ଶିକ୍ଷକ ପ୍ରଶ୍ନପତ୍ର ଯୋଗାଇ ଦେବା କାର୍ଯ୍ୟରେ ଲିପ୍ତ ଥିବା ଜଣା ପଡିଥିଲା। ପ୍ରଶ୍ନପତ୍ରର ଉତ୍ତର ଲେଖି ପଠାଇଥିବା ଅଭିଯୋଗରେ ପୋଲିସ ଆଜି ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକଙ୍କୁ ଗିରଫ କରିଛି।…

ଦ୍ଵିତୀୟଥର ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ…

ଓଏଲ୍ ବ୍ୟୁରୋ : ଗୁଜରାଟରେ ସପ୍ତମଥର ପାଇଁ ବିଜେପି ସରକାର ଗଠନ କରିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟଥର ପାଇଁ ଭୂପେନ୍ଦ୍ରଭାଇ ପଟେଲ ଶପଥ ନେଇଛନ୍ତି। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜ୍ୟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର…

୫ ବର୍ଷରେ ୨୦ ଲକ୍ଷ ଚାକିରି

ଓଏଲ୍‌ ବ୍ୟୁରୋ: ଗୁଜୁରାଟ ନିର୍ବାଚନ ପାଇଁ ସରଗରମ ରାଜନୀତି। ଭାରତୀୟ ଜନତା ପାର୍ଟି, କଂଗ୍ରେସ ଓ ଆମ୍‌ ଆଦମି ପାର୍ଟି କରୁଛନ୍ତି ଜୋରଦାର ପ୍ରଚାର। ପୂର୍ବରୁ କଂଗ୍ରେସ ଓ ଆପ୍‌ ନିଜ ନିଜ ନିର୍ବାଚନୀ ସଂକଳ୍ପ ପତ୍ର ପ୍ରକାଶ କରି ସାରିଥିବା ବେଳେ ଆଜି ବିଜେପି ପ୍ରକାଶ କରିଛି ନିର୍ବାଚନୀ ସଂକଳ୍ପ ପତ୍ର।…

ଜେନେରାଲ ରାୱତଙ୍କ ପ୍ରତି ଅଶାଳୀନ…

ନୂଆଦିଲ୍ଲୀ: ଇଚ୍ଛା ରାଜନୀତି କରିବା। ପୂର୍ବରୁ ଉପସରପଞ୍ଚ ଭାବେ କାର୍ଯ୍ୟ ତୁଲାଇ ସାରିଥିବା ଜଣେ ବ୍ୟକ୍ତି ସରପଞ୍ଚ ହେବା ଆଶାରେ ସିଡିଏସ୍‌ ଜେନେରାଲ୍‌ ବିପିନ୍‌ ରାଓ୍ବତଙ୍କ ପ୍ରତି ଦେଇଥିଲେ ଅସମ୍ମାନଜନକ ମନ୍ତବ୍ୟ। ଏଭଳି ମନ୍ତବ୍ୟ ଦେଇ ଚର୍ଚ୍ଚା ରହିବା ନେଇ କରିଥିଲେ ଆଶା। ହେଲେ ଏବେ ବନ୍ଧା ହେଲେ।…

ନୀରଜଙ୍କୁ ମାଗଣା ପେଟ୍ରୋଲ!

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା ପରଠୁ ଟ୍ରେଣ୍ଡରେ ଅଛନ୍ତି ନୀରଜ ଚୋପ୍ରା। ତାଙ୍କୁ ନେଇ ସୋସିଆଲ ମିଡିଆ ଖୁବ୍‌ ସକ୍ରିୟ। ସେତିକି ନୁହେଁ, ନୀରଜଙ୍କ ନାଁରେ କିଏ ମାଗଣା ଖାଦ୍ୟ ବାଣ୍ଟୁଛି, ଆଉ କିଏ ମାଗଣା ଅଟୋ ସେବା ପ୍ରଦାନ କରୁଛି। ଏବେ ଏକ ଅଜବ ଘଟଣା ସାମ୍ନାକୁ…

ଈଶ୍ବରଙ୍କ ଅଭିଶାପ- ଟଙ୍କା ଦିଅ ନହେଲେ…

ଅହମଦାବାଦ: ନିଜକୁ ଭଗବାନ ବିଷ୍ଣୁଙ୍କ କଳ୍କୀ ଅବତାର କହି ଚର୍ଚ୍ଚାରେ ଥିଲେ। ଏବେ ଦିବ୍ୟ ଶକ୍ତି ବଳରେ ସାରା ବିଶ୍ବରେ ମରୁଡ଼ି ସ୍ଥିତି ସୃଷ୍ଟି କରିବେ ବୋଲି ଧମକ ଦେଇଛନ୍ତି ଗୁଜୁରାଟର ରମେଶଚନ୍ଦ୍ର ଫେଫର। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ରମେଶଚନ୍ଦ୍ର ଫେଫର ଜଳ ସମ୍ପଦ ବିଭାଗରେ ଜଣେ ଇଞ୍ଜିନିୟର…

ଗୁୁଜୁରାଟ: ଜୁନ୍‌ ୧୫ରୁ କାର୍ଯ୍ୟକାରୀ…

ନୂଆଦିଲ୍ଲୀ: ଜୁନ୍‌ ୧୫ରୁ ରାଜ୍ୟରେ କାର୍ଯ୍ୟକାରୀ ହେବ ଲଭ୍‌ ଜିହାଦ ଆଇନ୍। ଏନେଇ ଘୋଷଣା କରିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ଗୁଜୁରାଟ ରାଜ୍ୟପାଳ ଲଭ୍‌ ଜିହାଦ ଆଇନ୍‌କୁ ମଞ୍ଜୁରୀ ଦେବା ପରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଏହି ନିୟମ ଲାଗୁ କରିବାର ଉଦ୍ଦେଶ୍ୟ ହେଉଛି…

କରୋନାରୁ ମୁକ୍ତି ପାଇଁ ସରକାରୀ…

ସୁରଟ: ଗୁଜୁରାଟର ଅଣାୟତ୍ତ କରୋନା ସ୍ଥିତି। ଏପରିକି ଡାକ୍ତରଖାନା ବାହାରେ ଆମ୍ବୁଲାନ୍ସର ସାଇରନ୍‌ ଧ୍ବନୀ ବାଜୁଥିବା ବେଳେ ମେଡିକାଲ ଭିତରୁ ଶୁଭୁଛି ମନ୍ତ୍ର ଧ୍ବନୀ। ଏକଥା ଆପଣଙ୍କ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଦମ୍‌ ସତ। ଦିନକୁ ଦିନ ଗୁଜୁରାଟର ସୁରଟ ସହରରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଏପରିକି…

ଶଯ୍ୟା ନିଅଣ୍ଟ, ଡାକ୍ତରଖାନା ବାହାରେ…

ଅହମଦାବାଦ: ଦେଶରେ ମହାମାରୀ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଯାହାର ପ୍ରଭାବ ଏବେ ମେଡିକାଲ ଉପରେ ପଡ଼ୁଥିବାର ଦେଖିବାକୁ ମିଳିଛି। ଏପରିକି କରୋନା ରୋଗୀ ମେଡିକାଲର ଖଣ୍ଡିଏ ବେଡ ପାଇବା ପାଇଁ କରୁଛନ୍ତି ପ୍ରତୀକ୍ଷା। ଗୁଜୁରାଟର ଅହମଦାବଦ ସହରରୁ ଆସିଛି ଏଭଳି ଫଟୋ ଯାହା ଆପଣଙ୍କ ନିଦ ହଜାଇ ଦେବ।…

କରୋନା ଟିକା ନେବାର ୩ ଦିନ ପରେ ପଜିଟିଭ…

ଗୁଜୁରାଟ: ଦେଶରେ କିଛି ସ୍ଥାନରେ ମହାମାରୀ କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ଦେଖତବାକୁ ମିଳଛି। ଏସବୁ ମଧ୍ୟରେ ଦେଶରେ ଜୋରଦାର ଚାଲିଛି ଟିକା କରଣ ପ୍ରକ୍ରିୟା। ଏପର୍ଯ୍ୟନ୍ତ ପାଖାପାଖି ୩ କୋଟି ଲୋକ କରୋନା ଡୋଜ ନେଇଥିବା ସୂଚନା ରହିଛି ।ଏହାରି ମଧ୍ୟରେ ଆସିଛି ଏକ ଖବର ଯାହା ଆପଣଙ୍କ ପାଇଁ ଜରୁରୀ।…