Odisha Link
Bridging the Missing Links in Odisha
Browsing Tag

JAMMU-KASHMIR

ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ବୈଧ:…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ଧାରା ୩୭୦ ଉଚ୍ଛେଦ ଉପରେ ଐତିହାସିକ ରାୟ ପ୍ରକାଶ କଲେ ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ଲାଗିଲା ସୁପ୍ରିମ ମୋହର। ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବୈଧ କହିଲେ ସୁପ୍ରିମକୋର୍ଟ। ଧାରା ଉଚ୍ଛେଦ…

ଓଡ଼ିଆ ପୁଅ ରଶ୍ମିରଞ୍ଜନ ଜମ୍ମୁକଶ୍ମୀରର…

ଓଏଲ୍‌ ବ୍ୟୁରୋ: ଭାରତ ସରକାର ପୁଣିଥରେ ଓଡ଼ିଆ ପୁଅଙ୍କୁ ଦେଲେ ଗୁରୁ ଦାୟିତ୍ବ। ୧୯୯୧ କ୍ୟାଡରର ଆଇପିଏସ୍‌ ଅଧିକାରୀ ତଥା ଓଡ଼ିଆ ପୁଅ ରଶ୍ମିରଞ୍ଜନ ସ୍ବାଇଁଙ୍କୁ ଜମ୍ମୁ କଶ୍ମୀରର ନୂତନ ପୁଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନ ଜମ୍ମୁ-କଶ୍ମୀର ସିଆଇଡିର ସ୍ୱତନ୍ତ୍ର ଡିଜି ଭାବେ କାମ କରୁଥିବା…

ସକାଳୁ ସକାଳୁ ୩ ଆତଙ୍କୀ ସଫା

ଓଏଲ୍‌ ବ୍ୟୁରୋ: ଏନ୍‌କାଉଣ୍ଟରରେ ଟଳିଲେ ୩ ଲସ୍କର-ଏ-ତୋଇବା ଆତଙ୍କବାଦୀ। ଆଜି ଭୋରୁ ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲା ମଞ୍ଝା ମାର୍ଗ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲିସ ସୂଚନା…

କଶ୍ମୀରରେ ଟାର୍ଗେଟ କିଲିଂ: ୫ ବର୍ଷରେ…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଅଶାନ୍ତ ଜମ୍ମୁ-କଶ୍ମୀର।ଚାଲିଗଲା ଆଉ ଜଣେ ଅଣ କାଶ୍ମୀରୀଙ୍କ ଜୀବନ। ବାନ୍ଦିପୋରା ଜିଲ୍ଲାର ସଦୁନାରା ଗାଁରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଆତଙ୍କୀ। ମୃତକ ଶ୍ରମିକ ଜଣକ ବିହାରର ମଧେପୁର ଜିଲ୍ଲାର ବୋଲି ସୂଚନା ରହିଛି। ଯାହାଙ୍କ ନାମ ମୋହମ୍ମଦ ଅମରେଜ…

ଅଶାନ୍ତ କାଶ୍ମୀର: ଭିଟାମାଟି ଛାଡ଼ିଲେ…

ଓଏଲ୍‌ ବ୍ୟୁରୋ: ଅଶାନ୍ତ କାଶ୍ମୀର। ବିଗତ କିଛିଦିନ ମଧ୍ୟରେ ପୁଣିଥରେ ଖବରର ଶିରୋନାମା ପାଲଟିଛି କାଶ୍ମୀର। କାରଣ ପୁଣିଥରେ କାଶ୍ମୀରରେ ବଢ଼ିବାରେ ଲାଗିଛି ଟାର୍ଗେଟ କିଲିଂ। ଆତଙ୍କବାଦୀମାନେ ପୁଣିଥରେ କାଶ୍ମୀର ପଣ୍ଡିତମାନଙ୍କୁ ଟାର୍ଗେଟ କରି ହତ୍ୟା କରୁଥିବାରୁ ଭୟର ବାତାବରଣ ଲାଗି ରହିଛି। ବ୍ୟାପକ…

କଶ୍ମୀର ପଣ୍ଡିତଙ୍କୁ କାହିଁକି କ୍ଷମା…

ଶ୍ରୀନଗର: ଭୁଲ୍‌ ମାଗିଲେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା। କଶ୍ମୀର ପଣ୍ଡିତମାନଙ୍କୁ କ୍ଷମା ମାଗିଛନ୍ତି ଫାରୁକ ଅବଦୁଲ୍ଲା। ୯୦ ଦଶକରେ କଶ୍ମୀର ପଣ୍ଡିତମାନଙ୍କୁ ହତ୍ୟା କରାଯାଉଥିବା ବେଳେ ସେମାନଙ୍କୁ ସୁରକ୍ଷା ଦିଆଯାଇ ପାରି ନଥିବାରୁ ସେ ଆଜି କ୍ଷମା ମାଗିଛନ୍ତି। ନ୍ୟାଶନାଲ…

ସର୍ବଦଳୀୟ ବୈଠକ: ପୁଣି ରାଜ୍ୟ ମାନ୍ୟତା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଡାକରାରେ ଅପରାହ୍ଣରେ ଆରମ୍ଭ ହୋଇଛି ସର୍ବଦଳୀୟ ବୈଠକ। ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଚାଲିଥିବା ଏ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି। ଦୁଇ ବର୍ଷ ତଳେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ ହୋଇଥିବା ପୂର୍ବତନ ଜମ୍ମୁ କଶ୍ମୀର…

ଜମ୍ମୁ କଶ୍ମୀରରେ ଏନ୍‌କାଉଣ୍ଟର୍‌, ୨…

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଏନ୍‌କାଉଣ୍ଟର୍। ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ଏନ୍‌କାଉଣ୍ଟର୍‌ରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ୨ଟା ବେଳେ ଶୋପିଆଁର ମନିହାଲ୍‌ ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳି ବିନିମୟ…

କାଶ୍ମୀର ଘାଟିରେ ସକ୍ରିୟ ଅଛନ୍ତି ଶତାଧିକ…

ଶ୍ରୀନଗର: କାଶ୍ମୀର ଘାଟିରେ ବର୍ତ୍ତମାନ ପ୍ରାୟ ୨୦୦ରୁ ଅଧିକ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ଏଥିସହ ସୀମା ଆରପଟେ ଥିବା ଲଞ୍ଚ୍ ପ୍ୟାଡରେ ପ୍ରାୟ ୨୫୦ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ବୋଲି ଜମ୍ମୁ ଓ କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ୍ ସିଂ କହିଛନ୍ତି। ସେ କହିଛନ୍ତି ଯେ, ଭାରତରେ…

ଜମ୍ମୁ-କାଶ୍ମୀରରେ ଭୂ-କମ୍ପ ଝଟକା

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ଭୂ-କମ୍ପ ଝଟକା। ଆଜି ସକାଳ ୮ଟା ୩୩ରେ ଭୂ-କମ୍ପର ଝଟକା ଅନୁଭବ ହୋଇଛି। ଏନସିଏସ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂ-କମ୍ପର ତିବ୍ରତା ୩.୭ ରେକର୍ଡ଼ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନି ହୋଇନଥିବା ନେଇ ପ୍ରାଥମିକ ସୂଚନାରୁ ଜଣାପଡିଛି। ଏହାପୂର୍ବରୁ ମଧ୍ୟ ଡିସେମ୍ବର…