Odisha Link
Bridging the Missing Links in Odisha
Monthly Archives

April 2019

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଅ‍ାଜି…

ଭୁବନେଶ୍ବର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଅ‍ାଜି ସରିବ ପ୍ରଚାର କାର୍ଯ୍ୟ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ସମେତ ୪୨ଟି ବିଧାନସଭା ପାଇଁ ଆସନ୍ତା ୨୯ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଅ‍ାଜି ସନ୍ଧ୍ୟା ୬ଟାରେ ପ୍ରଚାର କାର୍ଯ୍ୟ ସରିବା ପରେ ଭୋଟଗ୍ରହଣ ସନ୍ଧ୍ୟା ପର୍ଯ୍ୟନ୍ତ ୪୮ ଘଣ୍ଟାର…

୫ ବର୍ଷରେ ୫୨% ଗୁଣ ବଢ଼ିଛି ମୋଦିଙ୍କ…

ବାରାଣସୀ: ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତି ବିଗତ ୫ ବର୍ଷ ଭିତରେ ୫୨ ଗୁଣ ବଢ଼ିଯାଇଛି। ଆଜି ମୋଦି ବାରଣାସୀରୁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କ ସତ୍ୟପାଠରୁ ଏଭଳି ସୂଚନା ମିଳିଛି। ସତ୍ୟପାଠରେ ମୋଦି ଜଣାଇଛନ୍ତି, ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୨.୫୧ କୋଟି। ତାଙ୍କ ପାଖରେ ୧,୪୧,୩୬,୧୧୯…

ଭଦ୍ରକରେ ଧର୍ମେନ୍ଦ୍ରଙ୍କ ରୋଡ୍‌…

ଭଦ୍ରକ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭଦ୍ରକରେ ବିଶାଳ ରୋଡ ସୋ’ କରିଛନ୍ତି। ସ୍ଥାନୀୟ ସାତଭଉଣୀ ମନ୍ଦିର ସମ୍ମୁଖରୁ ଏହି ରାଲି ବାହାରି ସହର ସାରା ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଭଦ୍ରକ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ…

ମେ ୧ରୁ ଜୁଲାଇ ୩୧ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମେ ପହିଲାରୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ। ପୁଣି ଜୁଲାଇ ୩୧ ଠାରୁ ଯଥାରୀତି ଅଭୟାରଣ୍ୟ ସର୍ବସାଧାରଣଙ୍କ ପାଇଁ ମୁକ୍ତ ରହିବ। କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହେଉଥିବାରୁ ବିଭାଗୀୟ କର୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି।…

ବାଲେଶ୍ବରରେ ରାହୁଳ, କହିଲେ ନ୍ୟାୟ…

ରେମୁଣା: କଂଗ୍ରେସର ନ୍ୟାୟ ଯୋଜନାକୁ ମୋଦି ଡରି ଯାଇଛନ୍ତି। ସେଥିପାଇଁ ସେ ମଧ୍ୟବିତ୍ତଙ୍କୁ ବି ଡରାଉଛନ୍ତି। କହୁଛନ୍ତି, ମଧ୍ୟବିତ୍ତଙ୍କ ଟଙ୍କା ନେଇ ରାହୁଲ ଗାନ୍ଧୀ ଗରିବଙ୍କୁ ଦେଇଦେବ। ହେଲେ ଗୋଟିଏ ଟଙ୍କା ମଧ୍ୟବିତ୍ତଙ୍କ ଠାରୁ ନିଆଯିବ ନାହିଁ। ଅନୀଲ ଅମ୍ବାନୀ, ଲଳିତ ମୋଦି, ନୀରବ ମୋଦିଙ୍କ ଭଳି ଚୋରଙ୍କ…

ସତ୍ୟବାଦୀ ଇଭିଏମ୍ ଭଙ୍ଗା ଘଟଣା: ମୁହଁ…

ସତ୍ୟବାଦୀ: ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ଅବଶେଷରେ ଇଭିଏମ୍ ଭଙ୍ଗା ଘଟଣାରେ ମୁହଁ ଖୋଲିଛନ୍ତି । ଏକ ଭିଡିଓ ବାର୍ତ୍ତା ଜରିଆରେ ଇଭିଏମ୍ ଭଙ୍ଗା ଘଟଣା ନେଇ ମୁହଁ ଖୋଲିଛନ୍ତି ବିଜେପି ପ୍ରାର୍ଥୀ । ଓମ ପ୍ରକାଶ ଏହି ଭିଡିଓରେ କହୁଛନ୍ତି, ୭ଟି ବୁଥରେବୁଥ୍ ରିଗିଂ ଏବଂ ବୋଗସ୍…

କେନ୍ଦ୍ରାପଡ଼ା ରୋଡ ସୋ’ରେ କେନ୍ଦ୍ରକୁ…

କେନ୍ଦ୍ରାପଡ଼ା: ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ରୋଡ ସୋ’ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ରୋଡ ସୋ’ ମାଧ୍ୟମରେ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି। ନବୀନ ଆଜି ଖରିନାସି ଗ୍ରାମପଂଚାୟତର…

ଜେଏସପିଏଲର ସଫଳତା : ସମୟସୀମାର ଚାରି ମାସ…

ଭୁବନେଶ୍ୱର / ନୂଆଦିଲ୍ଲୀ: ମେକ୍ ଇନ୍ ଇଣ୍ଡିଆ ଉପକ୍ରମର ଏକ ସଫଳ ନିଦର୍ଶନ ଭାବରେ, ଶ୍ରୀ ନବୀନ ଜିନ୍ଦଲ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାର ଲିମିଟେଡ୍ (ଜେଏସପିଏଲ), ଭାରତୀୟ ରେଳବାଇକୁ ରେଳଲାଇନ୍ ଯୋଗାଇବା ଅର୍ଡର ରେକର୍ଡ ସମୟ ମଧ୍ୟରେ ପୂରା କରଛି  । ଜୁଲାଇ ୨୦୧୮ରେ, ଏକ ଆନ୍ତର୍ଜାତୀୟ ଟେଣ୍ଡର…

ଟିକ୍‌ଟକ୍‌ କଟକଣା ହଟିଲା

ନୂଆଦିଲ୍ଲୀ: ଗୁଗଲ୍‌ ପ୍ଲେ ଷ୍ଟୋର ଏବଂ ଆପଲ୍‌ ଆପ୍‌ ଷ୍ଟୋରରୁ ବହୁ ଲୋକପ୍ରିୟ ଆପ୍ଲିକେସନ୍‌ ‘ଟିକ୍‌ଟକ୍‌’ ବାଦ୍ ପଡ଼ିବା ପରେ ଏବେ ଟିକ୍‌ଟକ୍‌ପ୍ରେମୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି। ଗତ ସପ୍ତାହରେ ହିଁ ଏହାକୁ ବ୍ୟାନ କରିଥିବା ମାଡ୍ରାସ୍‌ ହାଇକୋର୍ଟ ଏହି ବ୍ୟାନ୍‌ ହଟାଇଛନ୍ତି। କୋର୍ଟ ବିଶଦ…

ମୋଦିଙ୍କୁ ଶପଥ ଉତ୍ସବକୁ ନିମନ୍ତ୍ରଣ କଲେ…

ବାଲେଶ୍ୱର: ନିର୍ବାଚନ ଫଳାଫଳ ପ୍ରକାଶ ପାଇନି। କିନ୍ତୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ୱର ଆସି ଓଡ଼ିଶାରୁ ବିଜେଡି ସରକାର…