Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅଶ୍ୱିନୀ

ଭୁବନେଶ୍ବର : ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଉଭୟ ନବୀନ ଓ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡିଶାର ବିକାଶ ପାଇଁ ଯେଉଁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଏଥିପାଇଁ ଉଭୟ ନବୀନ ଓ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡିଶାର ସ୍ୱାର୍ଥ ପାଇଁ ବିଭିନ୍ନ ପ୍ରସଙ୍ଗ ରାଜ୍ୟସଭାରେ ଉଠାଇବି ବୋଲି କହିଛନ୍ତି ବୈଷ୍ଣବ ।
ଏହାଛଡା କଂଗ୍ରେସ ଯେଉଁ ଖଣି ପ୍ରସଙ୍ଗରେ ଅଶ୍ୱିନୀଙ୍କୁ ଟାର୍ଗେଟ କରୁଛି ସେ ନେଇ କହିଛନ୍ତି, ମୋ ଜୀବନ ଗୋଟିଏ ଖୋଲା ବହି । କୌଣସି ଜିନିଷ ଲୁଚାଇ ନାହିଁ । କଂଗ୍ର୍ରେସ ମୋ ବିରୋଧରେ ଯେଉଁ ଅଭିଯୋଗ ଆଣୁଛି ସେ ବାବଦରେ ଆଇନର ଆଶ୍ରୟ ନେବା ଆବଶ୍ୟକ । ପୂର୍ବରୁ ଅଶ୍ୱିନୀଙ୍କ ଖଣି ଲିଙ୍କ୍ ନେଇ କଂଗ୍ରେସ ଅଭିଯୋଗ ଆଣିଥିଲା । ରାଜ୍ୟସଭାରେ ସୌମ୍ୟ ପଟ୍ଟନାୟକଙ୍କ ଜାଗାରେ ଅଶ୍ୱିନୀ ବୈଷ୍ଣବ ନିର୍ବାଚିତ ହୋଇଛନ୍ତି ।

Comments are closed.