Odisha Link
Bridging the Missing Links in Odisha
Daily Archives

August 1, 2019

ପୁଲିସ ବେଶରେ ମହିଳାଙ୍କଠାରୁ ଲୁଟ୍‌

ବ୍ରହ୍ମପୁର :  ପୁଲିସ ପରିଚୟ ଦେଇ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ଠାରୁ ସୁନା ହାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗୁରୁବାର ଦିନ ମହିଳା ଜଣଙ୍କ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଦିନ ପ୍ରାୟ ୧୧ଟା ୪୦ ମିନିଟରେ ଏହି ଘଟଣା ଘଟିଛି । ବ୍ରହ୍ମପୁରରେ ଜନଗହଳିପୂର୍ଣ ସ୍ଥାନରେ ବାରମ୍ବାର ଏଭଳି ଘଟଣା…

ଆଜିଠୁ ଶସ୍ତାରେ ପାଇବେ ଏହି ସବୁ ଜିନିଷ,…

ନୂଆଦିଲ୍ଲୀ: ଇଂରାଜୀ କ୍ୟାଲେଣ୍ଡର ହିସାବରେ ଆଜିଠୁ ଆରମ୍ଭ ହେଉଛି ଅଗଷ୍ଟ ମାସ। ଅଗଷ୍ଟ ମାସ ଆରମ୍ଭରୁ ଗ୍ରାହକଙ୍କ ପାଇଁ ମିଳିଛି ଖୁସି ଖବର। କାରଣ ଆଜିଠୁ ଅନେକ ସାମଗ୍ରୀର ଦରଦାମରେ ପରିବର୍ତ୍ତନ ହୋଇଛି। ତେବେ ଅଗଷ୍ଟ ମାସ ଗ୍ରାହକଙ୍କ ପାଇଁ କେଉଁ ଖୁସି ଆଣିଛି ଆସନ୍ତୁ ଜାଣିବା। ଆଜିଠୁୁ ଏସବିଆଇ ଟଙ୍କା…

ବାପ ପୁଅଙ୍କ ଚୋରା ମଦ ଦୋକାନ ଜବତ

ନୟାଗଡ଼ : ନୟାଗଡ଼ ଶରଣକୁଳ ଥାନା କଲ୍ୟାଣପୁର ଗାଁରେ ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୧୭୯ ଲିଟର ଚୋରା ବିଦେଶୀ ମଦ ଜବତ ହୋଇଛି । ଏ ସମ୍ପର୍କରେ ସେହି ଗାଁର ବାପା ରବି ବିଶ୍ୱାଳ ଓ ପୁଅ ଶ୍ୟାମ ବିଶ୍ୱାଳ ୨ ଜଣଙ୍କୁ ଅଟକ ରଖି ପୋଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି। ସୂଚନା…

ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ପାଇଲଟ୍…

ପୁରୀ: ପୁରୀ ବେଳାଭୂମିକୁ ମିଳିଲା ବ୍ଲୁ ଫ୍ଲାଗ୍‌ ପାଇଲଟ୍ ମାନ୍ୟତା। ଗାନ୍ଧୀ ଘାଟଠାରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ବେଳାଭୂମିକୁ ଏହି ମାନ୍ୟତା ଦିଆଯାଇଛି। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ସମନ୍ୱିତ ଉପକୂଳ ଅଞ୍ଚଳ ପରିଚାଳନା ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ, ଠିକା ସଂସ୍ଥାର ଇଞ୍ଜିନିୟର ଏବଂ…

ଦିଲ୍ଳୀରେ ୨୦୦ ୟୁନିଟ୍‌ ବିଜୁଳି ବ୍ୟବହାର…

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର। କାରଣ ଦିଲ୍ଲୀରେ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ମାଗଣା କରିଛନ୍ତି ଦିଲ୍ଲୀ ସରକାର। ଏନେଇ ଆଜି (ଗୁରୁବାର) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଘୋଷଣା କରିଛନ୍ତି। ଦିଲ୍ଲୀ ଇଲେକ୍ଟ୍ରିସିଟି ରେଗୁଲେଟୋରି କମିସନ୍‌ ଘରୋଇ ସଂଯୋଗ ନିମନ୍ତେ…

କିରାସିନି ପାଇଁ ସ୍ୱାଧୀକାର ଭଙ୍ଗ ନୋଟିସ

ଭୁବନେଶ୍ୱର: ଗୁରୁବାର ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି । କିରାସିନି ପ୍ରସଙ୍ଗରେ ଉଭୟ ମନ୍ତ୍ରୀ ଓ ବିରୋଧୀ ଦଳ ନେତା ଭିନ୍ନ ଭିନ୍ନ ତଥ୍ୟ ରଖିଥିବା ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ କମ କିରାସିନି ଦେଉଥିବା ମନ୍ତ୍ରୀ…

ଦିଲ୍ଲୀ କଂଗ୍ରେସ ସଭାପତି ଦୌଡ଼ରେ ନଭଜୋତ…

ନୂଆଦିଲ୍ଲୀ: ଚର୍ଚ୍ଚାରେ ନଭଜୋତ ସିଂହ ସିଦ୍ଧୁ। ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା ଅମୃତସର (ପୂର୍ବ)ର କଂଗ୍ରେସ ବିଧାୟକ ନଭଜୋତ ସିଂହ ସିଦ୍ଧୁ ଦିଲ୍ଲୀ ପ୍ରଦେଶ କଂଗ୍ରେସର ସଭାପତି ହୋଇପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଦେହାନ୍ତ ପରେ…

ଭାରତୀୟ ପାଣିପାଗ ସଂସ୍ଥ‌ାର ନୂଆ…

ଭୁବନେଶ୍ୱର : ବିଶିଷ୍ଟ ଓଡ଼ିଆ ବିଜ୍ଞାନୀ ମୃତୁଞ୍ଜୟ ମହାପାତ୍ର ଆଜି ଭାରତୀୟ ପାଣିପାଗ ସଂସ୍ଥାର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି । ସେ ଆଗରୁ ଆଇଏମଡିର ମହାନିର୍ଦ୍ଦେଶକ ହେବା ନେଇ ଘୋଷଣା ହୋଇସାରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ଏହି ଗୁରୁ ଦାଇତ୍ୱ ଗ୍ରହଣ କରିଛନ୍ତି । ସେ ବିଶ୍ୱ ପାଣିପାଗ…

ଡ଼ାକ୍ତରଖାନା ପରିସରରେ ପଡି ରହିଛି…

ମୟୁରଭଞ୍ଜ : ଡ଼ାକ୍ତରଖାନ ପରିସରରେ ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଧରି ମୃତଦେହ ପଡି ରହିଛି। ହେଲେ ଏପର୍ଯ୍ୟନ୍ତ ପୁଲିସ ପହଞ୍ଚି ନଥିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇ ପାରିନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଏକ ଅଭାବନୀୟ ଘଟଣା ଗୁରୁବାର ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅନ୍ତର୍ଗତ…

ଆଜିଠୁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌…

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍। ଦିନିକିଆ ଓ ଟି-୨୦ ବିଶ୍ବକପ୍‌ ପରେ ପ୍ରଥମଥର ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଆରମ୍ଭ ହେଉଛି। ବିଶ୍ବ ଟେଷ୍ଟ ଚାମ୍ପିଆନଶିପ୍‌ ୨୦୧୯ ଅଗଷ୍ଟ ୧ ତାରିଖରୁ ୨୦୨୧ ଏପ୍ରିଲ ୩୦ ପର୍ଯ୍ୟନ୍ତ ଖେଳାଯିବ। ଟେଷ୍ଟ କ୍ରିକେଟର ଟପ୍‌ ୯ଟି…