Odisha Link
Bridging the Missing Links in Odisha
Daily Archives

August 2, 2019

ଉଷା ପାଢ଼ୀଙ୍କ ବିରୋଧରେ ଗିରଫ ପରୱାନା

କଟକ: ପ୍ରାଥମିକ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଅନିୟମିତତାକୁ ନେଇ ପୃଥକ ଦୁଇଟି ମାମଲାର ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍) ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପୂର୍ବତନ ସଚିବ ଉଷା ପାଢୀଙ୍କ ବିରୋଧରେ ଜାମିନ ଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ…

ରବିଶ କୁମାର ପାଇଲେ ମେଗ୍‌ସେସେ ପୁରସ୍କାର…

ନୂଆଦିଲ୍ଲୀ: ସାମ୍ବାଦିକ ରବିଶ କୁମାରଙ୍କୁ ମିଳିଛି ମର୍ଯ୍ୟାଦାଜନକ ରମଣ ମେଗ୍‌ସେସେ ପୁରସ୍କାର। ସମ୍ବାଦିକତା ନିମନ୍ତେ ରବିଶ କୁମାରଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ମିଳିଛି। ୨୦୧୯ ମେଗ୍‌ସେସ୍‌ ପୁରସ୍କାର ନିମନ୍ତେ ପାଞ୍ଚ ଜଣ ବିଜୟୀଙ୍କ ମଧ୍ୟରେ ରବିଶ ଅନ୍ୟତମ।…

ଦୁଇ ଜଣ ଗୋଟିଏ ପଦବିରେ ନିଯୁକ୍ତି କେମିତି…

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୋଟିଏ ପଦବିକୁ ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି। ଅଧିକ୍ଷଣ ଯନ୍ତ୍ରୀ ପଦବି ପାଇଁ ଏଠାରେ ଦୁଇ ଜଣ ଅଫିସରଙ୍କ ମଧ୍ୟରେ ଟଣା ଓଟରା ଲାଗିଛି। ଜୁଲାଇ ୨୯ରେ ମାଲକାନଗିରି ରାସ୍ତା…

କାଶ୍ମୀର ପ୍ରସଙ୍ଗରେ କଣ କହିଲେ ଟ୍ରମ୍ପ୍

ୱାଶିଂଟନ: ପୁଣି ଥରେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାକୁ ନେଇ ମୁହିଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ମଧ୍ୟସ୍ଥତାର ନିଷ୍ପତ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଅଛି। ଭାରତ ଓ ପାକିସ୍ତାନ ଚାହିଁଲେ ମୁଁ ଏହି ପ୍ରସଙ୍ଗରେ ନିଶ୍ଚୟ…

ପଞ୍ଜୁରୀ

ପ୍ରହଲ୍ଲାଦ ଶତପଥୀଙ୍କ କବିତା ପଞ୍ଜୁରୀ ରୋଟି ସଜା ହେଇଛି ଜହ୍ନ ପରିକା ଆକାଶରେ ଚିନି ଦାନା ପରି ତାରା ସବୁ ବିଞ୍ଛା ସରିଛି, ପଞ୍ଜୁରୀ ଭିତରେ ବନ୍ଦ ଶୁଆକୁ କେମିତି ବୁଝେଇବି କିଛି ବି ନାଇଁ ଆମ ହାତ ପାଆଂତାରେ ଡିବିରି ଜଳୁଛି ତ ଜଳୁ ତେଲ ଥିବା ଯାଏଁ ମୁଁ ଜଳିବି ଜାଳିବି ଏକାକୀତ୍ବକୁ…

ଭାସିଗଲା ଗୋବରୀ ନଦୀର ବାଉଁଶ ପୋଲ

ମହାକାଳପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ଗୋବରି ନଦୀ ମିଲନମୋଡଠାରେ ଥିବା ବାଉଁଶ ପୋଲ ଭାସି ଯାଇଛି । ଫଳରେ ୩ଟି ପଞ୍ଚାୟତର ଲୋକମାନଙ୍କ ଯାତାୟତ ଠପ୍ ହୋଇଯାଇଛି । ବଡଦାଣ୍ଡୁଆ ପଞ୍ଚାୟତରୁ ବଡପାଳ ଯାତାୟତ ସୁବିଧା ପାଇଁ ଏକ ବାଉଁଶ ପୋଲ ନିର୍ମ।ଣ ହୋଇଥିଲା । ଏହି ବାଉଁଶ ପୋଲ ଉପରେ…

ବର୍ଷା ଯୋଗୁଁ ମାଲକାନଗିରିରେ ଦୁଇ ଦିନ…

ମାଲକାନଗିରି : ଦୁଇ ଦିନ ଶୁକ୍ରବାର ଓ ଶନିବାର ମାଲକାନଗିରି ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ଘୋଷଣା ହୋଇଛି । ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, ଗୁରୁବାର ରାତି ଠାରୁ ମାଲକାନଗିରି…

ବାହୁବଳୀ ଷ୍ଟାଇଲରେ ୪୫ ଦିନର ଶିଶୁକୁ…

ନୂଆଦିଲ୍ଲୀ: ଆପଣ ବାହୁବଳୀ ଫିଲ୍ମ ଦେଖିଥିବେ ନିଶ୍ଚୟ। ଫିଲ୍ମରେ ମହେନ୍ଦ୍ର ବାହୁବଳୀ ତାଙ୍କ ପାଳିତ ମାତାଙ୍କ କଷ୍ଟ ଦୂର କରିବା ପାଇଁ ଏକ ଶିବଲିଙ୍ଗକୁ ନିଜ କାନ୍ଧରେ ଧରି ଏକ ଜାଗାରେ ସ୍ଥାପିତ କରୁଥିଲେ। ଏହି ଦୃଶ୍ୟ ଆପଣ ଦେଖିଥିବେ ନିଶ୍ଚିତ।ଆପଣ ଭାବୁଥିବେ ଆମେ ଏକଥା କହୁଛୁ କଣ ପାଇଁ। ତେବେ ଜାଣନ୍ତୁ…

ଭିଜିଲାନ୍ସ ଜାଲରେ ସରପଞ୍ଚ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ରିଞ୍ଜା ସରପଞ୍ଚ ଭୋଗବାନ୍ତି ସାହୁଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଛି। ତାଙ୍କ ଶ୍ୱଶୁର ଘର ଟକାରୁମାଳ ଓ ନିଜ ଘର କୁସୁର୍ଲ୍ଲାରେ ମଧ୍ୟ ଏକ ସମୟରେ ଚଢ଼ଉ କରାଯାଇଛି। କଳାହାଣ୍ଡିର ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ତତ୍ତ୍ୱାବଧାନରେ ଏହି…

ବିଷ୍ଣୁ ସେଠୀଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ବର : ବିଧାନସଭାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିବାଦୀୟ ବୟାନଙ୍କୁ ନେଇ ଝଡ । ଫଳରେ ଆଜି ବିଧାନସଭାର ପ୍ରଶ୍ନକାଳ ଚାଲିପାରିନାହିଁ । ଆଜି ବିଧାନସଭାର ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ କଂଗ୍ରେସ ସଦସ୍ୟ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକାର୍ଯ୍ୟ ଚାଲିପାରିନଥିଲା ।…