Odisha Link
Bridging the Missing Links in Odisha
Daily Archives

August 2, 2019

ଉତ୍ତର ପ୍ରଦେଶରେ ମିଳିବ ଅଧା ଗ୍ଲାସ୍‌…

ଉତ୍ତର ପ୍ରଦେଶ: ଏଣିକି ଉତ୍ତର ପ୍ରଦେଶରେ ମିଳିବ ଅଧା ଗ୍ଲାସ୍‌ ପାଣି। ପୂର୍ବରୁ ଉତ୍ତର ପ୍ରଦେଶ ବିଧାନସଭାରେ ବିଧାୟକଙ୍କୁ ଅଧା ଗ୍ଲାସ ପାଣି ଦିଆଯିବାର ନିର୍ଦେଶ ଦିଆଯାଇଥିଲା। ଏ​‌ବେ ହୋଟେଲ ଗୁଡିକରେ ମଧ୍ୟ ଅଧା ଗ୍ଲାସ ପାଣି ମିଳିବ ବୋଲି ପ୍ରକାଶ ପାଇଛି। ପାଣିର ସଞ୍ଚୟ ପାଇଁ ହୋଟେଲ ଆସୋସିଏସନ୍ ଏଭଳି…

ଏଣିକି ସ୍କୁଲ ବ୍ୟାଗ୍ ଓଜନ ପରଖିବ…

ଭୁବନେଶ୍ବର : ଚଳିତ ଶିକ୍ଷା ବର୍ଷରୁ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି କରାଯାଇଛି । ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ ଲାଗି ଜିଲ୍ଲାସ୍ତରରେ ସ୍କ୍ବାଡ୍ ଗଠନ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଏହାର ଅଧ୍ୟକ୍ଷ ରହିବେ । ବ୍ଲକ ଶିକ୍ଷା ଅଧିକାରୀ, ଡିସିପିଓ, ଥାନା ଅଧିକାରୀ,…

ଅଗଷ୍ଟ ୨୫ରେ ଶରତ ସଂଧ୍ୟା: ଉନ୍ମୋଚିତ ହେବ…

ଭୁବନେଶ୍ବର: ଚଳିତ ମାସ ୨୫ ତାରିଖରେ ଆୟୋଜିତ ହେବାକୁ ଯାଉଛି କଥା, କବିତା ଓ ସଂଗୀତର ଏକ ନିଆରା ଉତ୍ସବ 'ଶରତ ସଂଧ୍ୟା'। ଉତ୍ସବରେ ବରିଷ୍ଠ କବି ଓ କଥାଶିଳ୍ପୀ ଶରତ କୁମାର ଦାଶଙ୍କ ଅଷ୍ଟମ କବିତା ସଂକଳନ 'ଆରୋହଣ', ପ୍ରଥମ ଗଳ୍ପ ସଂକଳନ 'ଘାସଫୁଲ' ଓ ଅଷ୍ଟମ ସଂଗୀତ ଆଲବମ୍‌ 'ଆରୋହଣ' ଉନ୍ମୋଚିତ ହେବ।…

କୁନ୍ଦୁଲି ପାଇଁ ୪ସପ୍ତାହ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଆସନ୍ତା ୪ ସପ୍ତାହ ମଧ୍ୟରେ ମାମଲାର ତଦନ୍ତ ସାରି ରିପୋର୍ଟ ଦେବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପଟେ ଘଟଣାର ଏସଆଇଟି ତଦନ୍ତ ଲାଗି ହାଇକୋର୍ଟ ପ୍ରସ୍ତାବ ଦେଇଛନ୍ତି ।…

ଟି-୨୦ କ୍ରିକେଟ: ସିକ୍ସର କିଙ୍ଗ୍‌ ହେବେ…

ନୂଆଦିଲ୍ଲୀ: ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ସେ ନେଇ ୨ଟିମ୍‌ ମଧ୍ୟ ପ୍ରସ୍ତୁତ। ବିଶ୍ବକପରେ ଭଲ ଫର୍ମରେ ଥିବା ରୋହିତ ଶର୍ମାଙ୍କ ଉପରେ ପ୍ରାୟ ସମସ୍ତଙ୍କ ନଜର। ଯଦି ବିଶ୍ବକପ୍‌ ଫର୍ମ ବଜାୟ ରଖନ୍ତି ତେବେ ରୋହିତ ଶର୍ମା ଏକ ରେକର୍ଡ଼ର ଅଧିକାରୀ ହୋଇପାରିବେ।…

କୂଳ ଲଙ୍ଘୁଛି ପୁରୀ ସମୁଦ୍ର

ପୁରୀ: ଦିନକୁ ଦିନ ପୁରୀ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି। ସମୁଦ୍ରରେ ପ୍ରାୟ ୮ରୁ ୧୦ ଫୁଟ୍ ଉଚ୍ଚ ଜୁଆର ଆସିବା ଫଳରେ କୂଳରେ ଥିବା ଦୋକାନ କ୍ଷତିଗ୍ରସ୍ତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ତେବେ ଚଳିତ ବର୍ଷ ଜୁଆରର ପ୍ରଭାବ ଅଧିକ ଥିବା କୁହାଯାଉଛି। ସେହିପରି…

ବିରାଟଙ୍କ ସ୍କ୍ବାର୍ଡ଼ରେ ନାହାନ୍ତି…

ନୂଆଦିଲ୍ଲୀ: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ ଆସନ୍ତାକାଲିଠୁ ଆରମ୍ଭ ହେବ। ସିରିଜର ପ୍ରଥମ ୨ଟି ମ୍ୟାଚ ଆମରିକାରେ ହେବ। ସେଥିପାଇଁ ଆମେରିକାରେ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟକ ସାଥି ଖେଳାଳିଙ୍କ ସହ ଏକ ଫଟୋ ସୋଶିଆଲ ମିଡ଼ିଆରେ ଶେୟାର କରିଛନ୍ତି।…

ଶଙ୍କରାଚାର୍ଯ୍ୟଙ୍କ ଆବେଦନକୁ ଅଗ୍ରାହ୍ୟ

ଭୁବନେଶ୍ୱର : ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବେ…

ବିଧାନସଭାରେ ଦୁଃଖ ପ୍ରକାଶ କଲେ ବିଷ୍ଣୁ

ଭୁବନେଶ୍ବର : ଶେଷରେ ପଶ୍ଚାତାପ କରି ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକଦଳ ଉପନେତା ବିଷ୍ଣୁଚରଣ ସେଠୀ । ଗତାକାଲି ବିଧାନସଭାରେ ମୁସଲିମ ମହିଳାଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ଶେଷରେ ଦୁଃଖ ପ୍ରକାଶ କରିଛନ୍ତି ବିଷ୍ଣୁ । କାରଣ ଘଟଣାକୁ ନେଇ ବିଧାନସଭାରେ ହଟ୍ଟଗୋଳ ଏବଂ ବାରମ୍ବାର ଗୃହ ଅଚଳ…

ଜିଡ଼ିପି: ସପ୍ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଜିଡ଼ିପିର ବିଶ୍ବସ୍ତରୀୟ ର‍୍ୟାଙ୍କ। ସାରା ବିଶ୍ବରେ ଜିଡ଼ିପି ର‍୍ୟାଙ୍କରେ ଭାରତ ସପ୍ତମ ସ୍ଥାନରେ ଅଛି ବୋଲି ପ୍ରକାଶ ପାଇଛି। ଭାରତର ଜିଡିପି ୨.୭ ଟ୍ରିଲିୟନ ଡଲାର ରହିଛି। ୨୦୧୮ ପାଇଁ ବିଶ୍ୱ ବ୍ୟାଙ୍କ ଆକଳନ ମୁତାବକ ଜିଡିପିରେ ଭାରତ ୭ନମ୍ବରରେ ପହଞ୍ଚିଛି। ତେଣେ ବ୍ରିଟେନ ଏବଂ…