Odisha Link
Bridging the Missing Links in Odisha
Daily Archives

August 5, 2019

ଟ୍ରାକ୍ଟର ତଳେ ଚାପି ହୋଇ ଯୁବକ ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା କକ୍ରୋଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାରିଲୋକ ଗ୍ରାମରେ ସୋମବାର ନିଜ ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳ ସମୟରେ ଯୁବକ ଜଣକ ତାଙ୍କର ଟ୍ରାକ୍ଟର ଷ୍ଟାର୍ଟ କରିବା ପରେ ତା’ର ଇଞ୍ଜିନ ଯାଞ୍ଚ କରୁଥିଲେ।…

ଭରତପୁର କୋଇଲା ଖଣିରୁ ଆଉ ଜଣଙ୍କ ମୃତଦେହ…

ଅନୁଗୁଳ : ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏମ୍‌ସିଏଲ୍‌ର ଉଦ୍ଧାରକାରୀ ଟିମ୍‌ ଆଜି ଏହି ମୃତଦେହକୁ ଉଦ୍ଧାର କରିଛନ୍ତି। ହେଲେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଗତ ୨୩ ତାରିଖ ରାତିରେ କୋଇଲା ଖଣିରେ ବ୍ଲାଷ୍ଟିଂ ଯୋଗୁ ଘଟିଥିବା ଦୁର୍ଘଟଣାରେ…

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ…

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ଆଜି ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକର ୧ ଘଣ୍ଟା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିବା ସୂଚନା…

ପାରାଦୀପ କୁଜଙ୍ଗରେ ପୋଲିସର ଏନକାଉଣ୍ଟରରେ…

ପାରାଦୀପ : ପାରାଦୀପ କୁଜଙ୍ଗ ପୋଲିସ ଏନକାଉଣ୍ଟର କରିଛି। ପୋଲିସ ଗୁଳିରେ ଦୁର୍ଦାନ୍ତ ଅପରାଧି ବିକ୍ରମ ପାଳ ଓରଫ ଡ଼ନ୍ ଗୁରୁତର ହୋଇଛି। ଡନ୍ ର ଗୋଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ବିଳମ୍ବିତ ରାତିରେ ବାଲିତୁଠ କଙ୍କରଡିଆ ରାସ୍ତାରେ ରାହାଜାନି…

ଶ୍ରୀମନ୍ଦିରରେ ୩ ଘଣ୍ଟା ବନ୍ଦ ରହିବ…

ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ୩ଘଣ୍ଟା ବନ୍ଦ ରହିବ। ଦ୍ବିତୀୟ ଭୋଗ ମଣ୍ଡପ ସମ୍ପୂର୍ଣ୍ଣ ହେବା ପରେ ୩ ଘଣ୍ଟା ପାଇଁ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଦ୍ବିତୀୟ ଭୋଗ ମଣ୍ଡପ ଶେଷ ହେବା ବେଳକୁ ପ୍ରାୟ ଅପରାହ୍ନ ୪ଟା ହେବ। ଏହାପରେ ୩ ଘଣ୍ଟା ପାଇଁ ଅର୍ଥାତ…

ଝାରସୁଗୁଡ଼ା ବିମାନ ବନ୍ଦରରେ ଆଜିଠାରୁ…

ଝାରସୁଗୁଡା : ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜିଠାରୁ ଡିଭିଓଆର ମେସିନ କାର୍ଯ୍ୟକ୍ଷମ କରାଯିବ। ଏହା ଦ୍ବାରା ମେଘୁଆ ପାଗରେ ମଧ୍ୟ ବିମାନ ଅବତରଣ କରିବାରେ ଅସୁବିଧା ହେବନାହିଁ। ଏନେଇ ବିମାନ ବନ୍ଦର ନିର୍ଦ୍ଦେଶ ଏସ୍.କେ ଚୌହାନ ସୂଚନା ଦେଇଛନ୍ତି। ଗତ କିଛି ଦିନ ଧରି ମେଘୁଆ ପାଗ…

ଜେଲରୁ ଚମ୍ପଟ୍‌ ମାରିଲା କଏଦୀ

ନୟାଗଡ଼ : ନୟାଗଡ଼ ଜେଲରୁ ଚମ୍ପଟ୍‌ ମାରିଲେ ବିଚାରାଧୀନ କଏଦୀ। ଏହି ଘଟଣା ଘଟିଛି ନୟାଗଡ଼ ସବ୍ ଜେଲରେ। ଫେରାର ହୋଇଥିବା କଏଦୀ ଜଣଙ୍କ ହେଲେ ହିମାଂଶୁ ନାୟକ। ମିଳିଥିବା ସୂଚନା ଅନୁସାରେ, ଗତ ୭ ତାରିଖରେ ଏକ ଡକାୟତି ମାମଲାରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ…

ସୌମ୍ୟରଂଜନ ଗଢ଼ିଲେ ‘ସାମନ୍ତ ବାହିନୀ’

ପୁରୀ: ନିର୍ବାଚନ ପରଠାରୁ ରାଜ୍ୟ ସରକାରଙ୍କ ବିଜୁ ଯୁ ବାହିନୀ ନିଖୋଜ ଥିବା ବେଳେ ବେସରକାରୀ ଉଦ୍ୟମରେ ଆଉ ଏକ ବାହିନୀ ଗଠିତ ହୋଇଛି। ବିଜୁ ଜନତା ଦଳ ନେତା, ଖଣ୍ଡପଡ଼ା ବିଧାୟକ, ପୂର୍ବତନ ସାଂସଦ ତଥା ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ‘ସାମନ୍ତ ବାହିନୀ’ ନାମରେ ଏକ ସଂଗଠନ ତିଆରି କରିଛନ୍ତି।…

ଆଜି ଶ୍ରାବଣ ତୃତୀୟ ସୋମବାର :…

ଭୁବନେଶ୍ବର : ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଚଳଚଞ୍ଚଳ ହୋଇପଡିଛି ରାଜ୍ୟର ସମସ୍ତ ଶୈବପୀଠ। ମହାପ୍ରଭୁ ଲିଙ୍ଗରାଜ, ପୁରୀ ଲୋକନାଥ ଓ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ବର ଆଦି ଶୈବ କ୍ଷେତ୍ର ଗୁଡିକରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି। ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳଲାଗି କଲେ ମନସ୍କାମନା…

ରୋହିତଙ୍କ ନୂଆ ରେକର୍ଡ଼, ଟି-୨୦ କ୍ରିକେଟର…

ଲାଉଡରହିଲ୍: ଟିମ୍‌ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଟି-୨୦ ମ୍ୟାଚ ଡିଏଲ ନିୟମରେ ୨୨ ରନରେ ବିଜୟୀ ଲାଭ କରିଛି। ଏଥିସହିତ ଟି-୨୦ ସିରିଜକୁ ନିଜ ନାମରେ କରିଛି ଟିମ୍‌ ଇଣ୍ଡିଆ। ଟିମ୍‌ ଇଣ୍ଡିଆ ୨-୦ରେ ସିରିଜରେ ଆଗୁଆ ରହିଛି। ଆସନ୍ତାକାଲି ଅନ୍ତିମ ମ୍ୟାଚ ଖେଳାଯିବ। ଅପରପକ୍ଷେ ଟିମ୍ ଇଣ୍ଡିଆ…