Odisha Link
Bridging the Missing Links in Odisha
Daily Archives

August 5, 2019

ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବାଙ୍ଗୁରସିଂହ ସବର ସାହିରେ ସୋମବାର ଏକ ଅଭାନୀୟ ଘଟଣା ଘଟିଛି। ସବର ସାହିରେ ହେମ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଗ୍ୟାସ ଟାଙ୍ଗି ଫାଟି ୩ ଜଣ ଗୁରୁତର ହେବା ସହ ୧୧ ବଖରା ଜଳି ଭସ୍ମୀଭୂତ ହୋଇଯାଇଛି। ଗୁରୁତର ମାନେ ସମ୍ପର୍କରେ ଶାଶୁ ,…

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝିଗୁଡା ଗ୍ରାମର ଆଶାରାମ ମୁଦୁଲି ନାମକ ଜଣେ ବ୍ୟକ୍ତି ଗ୍ରାମ ନିକଟ ଏକ ଜଙ୍ଗଲ ମଧ୍ୟକୁ ଶୌଚ କରିବାକୁ ଯାଇଥିବା ବେଳେ ଦୁଇଟି ଭାଲୁ ଆକ୍ରମଣ କରିଥିଲେ । ଗ୍ରାମବାସୀ ମାନେ ଭାଲୁ ମୁହଁରୁ ଆଶାରାମଙ୍କୁ ଉଦ୍ଧାର କରି ପ୍ରଥମେ ପାପଡାହାଣ୍ଡି…

ମାଲକାନଗିରିରେ ନାରୀ ମାନଙ୍କ ସୁରକ୍ଷା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ର ବିଭିନ୍ନ ଆବାସିକ ବିଦ୍ୟାଳୟ ମାନଙ୍କ୍ ରେ ପ୍ର୍ୟତେକ ରବିବାର ଦିନ ଛାତ୍ରୀମାନଙ୍କୁ ଦିଆଯାଉଛି ଆତ୍ମ ସୁରକ୍ଷା ସଂପର୍କିତ ତାଲିମ୍। ଏଥିସହ ମାସିକ ଋତୁସ୍ରାବ ସମୟରେ ଅବଲମ୍ବନ କରାଯାଉଥିବା ସ୍ଵଚ୍ଛତା,ଉତ୍ତମ ସ୍ପର୍ଶ କଣ ମନ୍ଦ ସ୍ପର୍ଶ ଆଦି ଉପରେ ପ୍ରଶିକ୍ଷଣ…

ଜବତ ହେଲା ସାଢ଼େ ୩ ଲକ୍ଷ ଟଙ୍କାର ବ୍ରାଉନ…

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ସହରର ନିକଟସ୍ଥ ଘାଟଘର ସାହି ଅଞ୍ଚଳରୁ ମୁନା ନାଥଙ୍କ ପାଖରୁ ସୋମବାର ପ୍ରାୟ ୩୨ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି। ଏହାସହ ମୁନାକୁ ଗିରଫ କରାଯାଇଛି। କଟକସ୍ଥିତ ଅବକାରୀ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଚଢାଉ କରି ଏହି ବ୍ରାଉନ ସୁଗାର ଜବତ କରିଛି ଯାହାର…

କାଶ୍ମୀର ପ୍ରସଙ୍ଗରେ ଏମିତି କହିଲେ…

ନୂଆଦିଲ୍ଲୀ: ରାଜ୍ୟସଭାରେ ଧାରା -୩୭୦ ଓ ୩୫-ଏ ଉଚ୍ଛେଦ ଉପରେ ଆଗତ ବିଲକୁ ସମର୍ଥନ କରିଛି ବିଜେଡି। କେନ୍ଦ୍ରର ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ମୋଦି ସରକାରଙ୍କୁ ପ୍ରଂଶସା କରିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଏହା ସହ ପ୍ରସନ୍ନ କହିଛନ୍ତି ଯେ, ‘ମୁଁ, ମୋର ଦଳ ଓ ସଭାବତି ନବୀନ ପଟ୍ଟନାୟକ ଏହି…

କାଶ୍ମୀର ପରିସ୍ଥିତି ଭୟଙ୍କର ହେବ: ମୁଫତି

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ସୁବିଧା ଦେଉଥିବା ସମ୍ବିଧାନର ଧାରା ୩୭୦ ଏବଂ ୩୫(ଏ)କୁ ଉଚ୍ଛେଦ ପ୍ରସ୍ତାବକୁ ରାଷ୍ଟ୍ରପତି ମୋହର ମାରିବା ସହ ରାଜ୍ୟସଭାରେ ପ୍ରସ୍ତାବ ଆଗତ ହୋଇଛି। ଏହା କରାଯିବା ପରେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା…

ଐିତିହାସିକ: ଜମ୍ମୁ ଓ କଶ୍ମୀରରୁ ଅଲଗା…

ନୂଆଦିଲ୍ଲୀ: ମୋଦି ସରକାର ଆଜି ସଂସଦରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଆଜି ରାଜ୍ୟସଭାରେ ଧାରା-୩୭୦ ବଦଳେଇବାକୁ ପ୍ରସ୍ତାବ ରଖିଛନ୍ତି। ଏଥିସହିତ ରାଜ୍ୟ ପୁର୍ନଗଠନ ବିଧେୟକ ପ୍ରସ୍ତାବ ରଖିଛନ୍ତି ଅମିତ ଶାହ। ଏହାଦ୍ବାରା ଜମ୍ମୁ-କଶ୍ମୀରରୁ ଲଦାଖ ଅଞ୍ଚଳକୁ ଭିନ୍ନ କରି ଦିଆଯିବ ଏବଂ…

ଯୁବକଙ୍କ ମୃତ୍ୟୁକୁ ନେଇ ରେଳରୋକ

କୋରାପୁଟ : କୋରାପୁଟ ଜିଲ୍ଲା ଦାମନଯୋଡିରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତ୍ୟକ୍ତ ଲୋକେ ରେଳରୋକ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ କୋରାପୁଟ ଜିଲ୍ଲା ଲିଟିଗୁଡା ନିକଟ ରେଳ ଲାଇନ୍‌ କଡ଼ରୁ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା।…

ଐତିହାସିକ: କାଶ୍ମୀରରୁ ହଟିବ ଧାରା-୩୭୦

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟେଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଜମ୍ମୁ-କଶ୍ମୀର ସମ୍ବନ୍ଧିତ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ ଲାଗି ରାଜ୍ୟସଭାରେ ପ୍ରସ୍ତାବ ରଖିଥିଲେ ଗୃହମନ୍ତ୍ରୀ ଅମିତ୍‌ ଶାହ। ଧାରା ୩୭୦ର ପରିବର୍ତ୍ତନ ପାଇଁ ରାଷ୍ଟ୍ରପତିଙ୍କ…

ଆଜି ବାତିଲ ହେଲା ଭୁବନେଶ୍ୱରରୁ ମୁମ୍ବାଇ…

ଭୁବନେଶ୍ୱର : ଆଜି ଭୁବନେଶ୍ୱରରୁ ଛାଡ଼ିବାକୁଥିବା ୧୧୦୨୦ ଭୁବନେଶ୍ୱରରୁ ମୁମ୍ବାଇକୁ ଚଳାଚଳ କରୁଥିବା କୋଣାର୍କ ଏକ୍ସପ୍ରେସ ବାତିଲ ହୋଇଛି। ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିବାକୁଥିବା କୋଣାର୍କ ଏକ୍ସପ୍ରେସ ୨୨ ଘଣ୍ଟାରୁ ଅଧିକ ବିଳମ୍ବରେ ଚଳାଚଳ କରୁଥିବା ଯୋଗୁଁ ଭୁବନେଶ୍ୱରରୁ ଛାଡ଼ିବାକୁଥିବା କୋଣାର୍କ…