Odisha Link
Bridging the Missing Links in Odisha
Monthly Archives

August 2019

କୋରାପୁଟ ସେମିଳିଗୁଡ଼ାରେ ଖୋଲିଲା…

ଭୁବନେଶ୍ବର : ରିଲାଏନ୍ସ ରିଟେଲର ବୃହତ ଆକାରର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ସ୍ମାର୍ଟ ପକ୍ଷରୁ ସେମିଳିଗୁଡା ବସ୍ ଷ୍ଟାଣ୍ଡ୍ ନିକଟସ୍ଥ ବିଶ୍ବଳ କମ୍ପ୍ଳେକ୍ସରେ ସେମିଳିଗୁଡାର ପ୍ରଥମ ରିଲାଏନ୍ସ  ସ୍ମାର୍ଟ ଷ୍ଟୋର ଖୋଲାଯାଇଛିା  ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧ ଠାରୁ…

୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବେ ୪ଟିରେ…

ନୂଆଦିଲ୍ଳୀ : ଭାରତ ଅର୍ଥନୀତିକୁ ମାନ୍ଦାବସ୍ଥାରୁ ବାହାର କରିବା ସହ ଗତିଶୀଳ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର କେତେକ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସରକାରୀ ବ୍ୟାଙ୍କଗୁଡ଼ିକର ଲାଭର ସ୍ଥିତି, ଋଣ ଆଦାୟ ସ୍ତର ଏବଂ ନୀରବ ମୋଦୀ ଭଳି ବଡ଼ ଦୁର୍ନୀତିକୁ ଅଟକାଇବା…

ମୋଦିଙ୍କ ନାଁ କହୁ କହୁ ମାରିଲା ବିଦ୍ୟୁତ…

ଇସ୍‌ଲାମାବାଦ: ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇଯାଇଛି ପାକିସ୍ତାନ। କେତେବଳେ ଯୁଦ୍ଧର ଧମକ ତ ଆଉ କେତେବେଳେ ଏୟାରସ୍ପେସ୍‌ ବନ୍ଦ କରିବାର ଧମକ। ଏଥିସହିତ ଇଟାର ଯବାବ ପଥରରେ ଦେବୁ ବୋଲି କହୁଛନ୍ତି ପାକିସ୍ତାନୀ ନେତା। ହେଲେ ଇଶ୍ବର ବୋଧେ ଆଉ କିଛି ଚାହୁଁଛନ୍ତି। ପାକିସ୍ତାନୀ ନେତାଙ୍କୁ ଏବେ କରେଣ୍ଟ…

୫ ବର୍ଷ ହେଲା ଅନୁପସ୍ଥିତ ଥିଲେ…

ଭୁବନେଶ୍ୱର : ଶୁକ୍ରବାର ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ଦିନେ କି ମାସେ କି ବର୍ଷେ ନୁହେଁ। ଦୀର୍ଘ ୫ ବର୍ଷରୁ ଅଧିକ ଦିନ ଅନୁପସ୍ଥିତ ଥିଲେ ଜଣେ ଇନ୍ସପେକ୍ଟର। ଏଭଳି ଜଣାପଡ଼ିବା ପରେ ସମ୍ପୃକ୍ତ ଇନ୍ସପେକ୍ଟରଙ୍କୁ ବହିଷ୍କୃତ କରାଯାଇଛି। ସମ୍ପୃକ୍ତ ଇନ୍ସପେକ୍ଟର ଜଣକ ହେଲେ ପ୍ରଫୁଲ୍ଲ କୁମାର ସାହୁ।…

ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ସଡକ…

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ନଛିମପୁର ପଞ୍ଚାୟତ ର ଦେଉଳା ଗ୍ରାମର ବିମଳ ଜେନା ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ବେଳେ…

ପରଦାକୁ ଅସିବ ମିତାଲି ରାଜଙ୍କ ବାୟୋପିକ୍

ଭୁବନେଶ୍ବର : ବଲିଉଡ଼ ଠାରୁ ଆରମ୍ଭ କରି ତାମିଲ ପର୍ଯ୍ୟନ୍ତ ଏବେ ବାୟୋପିକର ସୁଅ ଛୁଟିବାରେ ଲାଗିଛି। ରାଜନୈତିକ ବ୍ୟକ୍ତିହୋଉ କି କ୍ରୀଡ଼ାବିତ ତାଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ରମାନ ନିର୍ମାଣ ହେବାରେ ଲାଗିଛି। ଗତ କିଛି ବର୍ଷହେବ ଭାଗ ମିଲଖା ଭାଗ୍, ଶୁରମା, ମେରି କମ୍, ଏମଏସ୍ ଧୋନି ଦି ଅନଟୋଲ୍ଡ ଷ୍ଟୋରୀ…

ଆଜି ପରଦାକୁ ଆସିଛି ସିନେମା ‘ସାହୋ’

ଭୁବନେଶ୍ବର : ସିନେମା ପ୍ରେମୀମାନେ ଦୁଇ ବର୍ଷ ହେଲା ପ୍ରଭାସ ଓ ଶ୍ରଦ୍ଧାଙ୍କ ନୂଆ ସିନେମା ‘ସାହୋ’କୁ ଅପେକ୍ଷା କରିରହିଥିଲେ। ଏବେ ତାହା ଅପେକ୍ଷାର ଅନ୍ତ ଘଟିଛି। ଆଜି ଫିଲ୍ମ ‘ସାହୋ’ ଭାରତରେ ରିଲିଜ୍ ହୋଇ ଯାଇଛି। ଭାରତରେ ମୋଟ ୧୦ ହଜାର ସିନେମା ହଲରେ ରିଲିଜ୍ ହୋଇଛି ଫିଲ୍ମ ‘ସାହୋ’। ଏହି ସିନେମା ପାଇଁ…

ଛାତ୍ରୀଙ୍କୁ ଅସଦାଚରଣ ମହଙ୍ଗା ପଡିଲା

ପାଟଣା : ପୁଣି ଗୁରୁଙ୍କର ନାଁରେ ଲାଗିଛି କଳଙ୍କ। ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ଅସାଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତ ଉକ୍ତ ବିଦ୍ୟାଳୟର ଜଣେ ତୃତୀୟ ଶ୍ରେଣୀର…

ଫିଟ୍ ଇଣ୍ଡିଆ ପରେ ଆୟୁଷ ସେଣ୍ଟର…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ ମନ୍ତ୍ରଣାଳୟର ଏକ କାର୍ଯ୍ୟକ୍ରମ ଦେଇ ଦେଶରେ ୧୦ଟି ଆୟୁଷ ସେଣ୍ଟରର ଶୁଭ ଉଦଘାଟନ କରିଛନ୍ତି। ଏଥି ସହିତ ମୋଦି କହିଛନ୍ତି କି ଚଳିତ ବର୍ଷ ଦେଶରେ ଆଉ ୪୦୦୦ ଆୟୁଷ ସେଣ୍ଟରର ଶୁଭାରମ୍ଭ ହେବ। କେନ୍ଦ୍ର ସରକାର ଦେଶରେ ୧୨ ହଜାର ୫୦୦ଟି ଆୟୁଷ ସେଣ୍ଟର…

ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର

ବାସୁଦେବପୁର : ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତ ପାଇକ ସାହି ନିକଟସ୍ଥ ନୟନଜୋରିରେ ଜଣେ ଅଜଣା ଯୁବତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ଆଜି ସକାଳେ କିଛି ଲୋକ ଚାଷ କରିବାକୁ ବିଲକୁ ଯାଉଥିବାବେଳେ ଶବଟିକୁ ଦେଖିଥିଲେ। ମୃତଦେହର ପରିଚୟ ପାଇଁ ସ୍ଥାନୀୟ ଲୋକଙ୍କର ଭିଡ ଲାଗିଥିବାବେଳେ ମୃତଦେହ…