Odisha Link
Bridging the Missing Links in Odisha
Daily Archives

September 7, 2019

ସରକାରୀ ଗାଡ଼ିର କାଗଜପତ୍ର ତନଖି କଲେ…

ଭୁବନେଶ୍ବର: ଭୁବନେଶ୍ବରରେ ତାତିଲେ ଲୋକ। ରାଜଧାନୀ ଭୁବନେଶ୍ବର ରାଜମହଲ ଛକରେ ସରକାରୀ ଗାଡ଼ିକୁ ତନଖି କରିଛନ୍ତି ସାଧାରଣ ଜନତା। ମୋ ବସ୍, ବିଏମସି ଗାଡ଼ି ଓ ପୁଲିସ୍‌ ଗାଡ଼ିକୁ ତନଖି କରିଛନ୍ତି ଉତ୍ୟକ୍ତ ଲୋକ। ସରକାରୀ ଗାଡ଼ିକୁ ତନଖି ନକରିବା ଅଭିଯୋଗରେ ସାଧାରଣ ଲୋକ ରାଜମହଲ ଛକରେ ଆଜି ସରକାରୀ ଗାଡ଼ିକୁ…

ବିଷ ପିଇ ମା, ପୁଅ ମୃତ

ମାଲକାନଗିରି: ୨ ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମା’। ଏଭଳି ଏକ ଅଭାବନ ଘଟଣା ଘଟିଛି କାଲିମେଳା ଥାନା ତେଲରାଇ ଗ୍ରାମରେ। ତେବେ ମା ଓ ୫ ବର୍ଷର ପୁଅର ମୃତୁ୍ୟ ହୋଇଥିବାବେଳେ ଅନ୍ୟ ଜଣେ ୪ ବର୍ଷର ପୁଅର ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ମୃତ ମହିଳାଙ୍କ ସ୍ୱାମୀ ଗତ ୪ ବର୍ଷ ତଳେ ମୃତୁ୍ୟବରଣ କରିଥିଲେ।…

ଅଲୋଡା ହେଲା ଶିଶୁକନ୍ୟା

ଢେଙ୍କାନାଳ: କିଛି ଦିନର ବ୍ୟବଧାନ ପରେ ପୁଣି ଏକ ଶିଶୁକନ୍ୟାକୁ ଅଲୋଡା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାମାକ୍ଷାଦେବୀ ଛକ ନିକଟରେ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଶନିବାର କାମାକ୍ଷାଦେବୀ ଛକ ନିକଟରେ ଥିବା ଶାଳବଣରୁ ଏକ ଶିଶୁର…

ବଦଳିଲା ପ୍ରିୟଙ୍କା ଚୋପ୍ରା ନାଁ !

ଭୁବନେଶ୍ୱର: ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ଜଣେ ବଲିଉଡ୍ ସଫଳ ନାୟିକା ।ତାଙ୍କର ଲୋକପ୍ରିୟତା କେବଳ ଦେଶ ଭିତରେ ସୀମିତ ନୁହେଁ, ବିଦେଶରେ ବି ଖୁବ୍ ଚର୍ଚ୍ଚିତ। ବଲିଉଡ୍ ଓ ହଲିଉଡ୍ ସିନେମାରେ ତାଙ୍କୁ ଦେଖିବାକୁ ମିଳେ। ଗୁଗୁଲ୍ ତାଙ୍କୁ ନେଇ ଏକ ସାଂଘାତିକ ଭୁଲ୍ କରି ଦେଇଛି। ପ୍ରିୟଙ୍କା ଚୋପ୍ରା ବଦଳରେ…

ଆଶା ହରାଇନାହାନ୍ତି ଇସ୍ରୋ ବୈଜ୍ଞାନିକ,…

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୨ ମହାକାଶରେ ଇତିହାସ ରଚିବା ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ନିକଟରେ ପହଞ୍ଚିବା ପାଇଁ ମାତ୍ର ୨.୧ କିଲୋମିଟର ଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଇତିହାସ ରଚିବା ଲାଗି ନିକଟତର ହେଉଥିବା ଭାରତ ଶେଷ ପର୍ୟ୍ୟାୟରେ ନିରାଶ ହୋଇଛି। ଏଥିସହିତ ଇସ୍ରୋ ବୈଜ୍ଞାନିକମାନଙ୍କ…

ଅଜଣା ମହିଳାଙ୍କ କଟାମୁଣ୍ଡ ଜବତ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ପାଟୁଳିଡିହି ଗ୍ରାମରେ ଏକ ଆଭାବନୀୟ ଘଟଣା ଘଟିଛି। ଜଣେ ବିଧବା ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଗ୍ରାମରେ ଜଣେ ମହିଳାଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତଦେହରେ ମୁଣ୍ଡଠାରୁ ଗଣ୍ଡି ଅଲଗା ହୋଇ ପଡ଼ିଥିଲା। ସ୍ଥାନୀୟ ଲୋକେ ଏହା ଦେଖି…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୬ଟି…

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ୬ଟି ଗେଟ୍‌ ବନ୍ଦ କରି ଦିଆ ଯାଇଛି। ପୂର୍ବରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିବା ବେଳେ ବର୍ତ୍ତମାନ ୬ଟି ଗେଟ୍‌କୁ ବନ୍ଦ ରଖାଯାଇଛି। ଫଳରେ ଏବେ ମାତ୍ର ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧ ଲକ୍ଷ ୭୧ ହଜାର ୪୫୩…

ନର୍ସିଂହୋମ ପାଇଁ ଅନଲାଇନ ପଞ୍ଜିକରଣ:…

ଭୁବନେଶ୍ୱର: ଏଣିକି ପ୍ରାଇଭେଟ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ପାଇଁ ଅନଲାଇନ ପଞ୍ଜିକରଣ କରାଯିବ। ଘରୋଇ ନର୍ସିଂହୋମ ପାଇଁ ଅନଲାଇନ ପଞ୍ଜିକରଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏହା ଦ୍ୱାରା ପ୍ରାୟ ୧୮୦୦ ପ୍ରାଇଭେଟ କ୍ଲିନିକ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା…

ପାକ୍‌ ମନ୍ତ୍ରୀ ଫବାଦ ଚୌଧୁରୀ…

ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ ଚନ୍ଦ୍ରଯାନ-୨କୁ ନେଇ ଚର୍ଚ୍ଚା। ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଏହି ଘଟଣା କେବଳ ଭାରତ ନୁହେଁ, ସାରା ବିଶ୍ୱବାସୀଙ୍କୁ ହତାଶ କରିଛି। ଏପରି ସମୟରେ ପାକିସ୍ତାନ ତାର ଅସଲରୂପ ଦେଖେଇବାକୁ ଭୁଲି ନାହିଁ। ପାକିସ୍ତାନ…

ରାତିରେ ଟୋଲଗେଟ୍‌ ଯାଞ୍ଚ ବେଳେ ଧରାପଡ଼ିଲେ…

ଭୁବନେଶ୍ବର : ଭୁବନେଶ୍ୱର-କଟକ ଦ୍ୱୈତ ନଗରୀରେ ଗାଡି ଚାଳକଙ୍କ ଉପରେ ପଡୁଥିବା ଫାଇନ ଚଡକ, ଏବେ ଟୋଲଗେଟ୍ ଦେଇ ଯାତାୟତ କରୁଥିବା ଗାଡି ଚାଳକଙ୍କ ଉପରେ ପଡିଛି। ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଟୋଲଗେଟରେ ଯାଞ୍ଚ କଡାକଡି ହୋଇଛି। ସଂଧ୍ୟା ୬ଟାରୁ ୧୨ଟା ଯାଏଁ ଏହି ଯାଞ୍ଚ…