Odisha Link
Bridging the Missing Links in Odisha
Daily Archives

September 7, 2019

ସଂସ୍କୃତିର ଆଦାନ ପ୍ରଦାନ ନିମନ୍ତେ…

ଭୁବନେଶ୍ୱର: ଆର୍ଯଭଟ୍ଟ ଟ୍ରଷ୍ଟ ଏବଂ କଳିଙ୍ଗ ଆନ୍ତର୍ଜାତୀୟ ଯୁବ ପ୍ରତିଷ୍ଠାନର ମିଳିତ ସହଯୋଗରେ “କଳିଙ୍ଗ ବାଲି ସଙ୍ଗମ” ଭଳି ଏକ ସଂସ୍କୃତି ବିନିମୟ କାର୍ଯକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଇଣ୍ଡୋନେସିଆର ପୂର୍ବତନ ରାଜ୍ୟପାଳ ଆଇ ମେଡ ମାଙ୍ଗକୁ ପସ୍ତିକା ଓ ତାଙ୍କର ଦଶ ଜଣିଆ ପ୍ରତିନିଧୀ ଦଳ ସରକାରି…

ସରକାରଙ୍କ ନିଷ୍ପତ୍ତି ଠିକ: ଆମିକସ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଠିକ। ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ ପ୍ରସଙ୍ଗରେ ଏହା କହିଛନ୍ତି ଆମିକସ କ୍ୟୁରି ରଣଜିତ କୁମାର। ପୁରୀରେ ବୈଠକ ପରେ ରଣଜିତ କୁମାର କହିଛନ୍ତି ଯେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅନୁଧ୍ୟାନ ପାଇଁ ଆସିଥିଲୁ। ପରିଚାଳନା କମିଟି ସହ ଆଲୋଚନା କଲୁ। ନିଜେ ଜାଗା…

କାନ୍ଦି ପକାଇଲେ ଇସ୍ରୋ ମୁଖ୍ୟ କେ.ଶିବନ,…

ନୂଆଦିଲ୍ଲୀ: ବିଫଳ ହେଲା ଚନ୍ଦ୍ରାବତରଣ ସ୍ୱପ୍ନ ।ଭାଙ୍ଗିଗଲା ସାରା ଦେଶବାସୀ ତଥା ଇସ୍ରୋ ମୁଖ୍ୟଙ୍କ ମନ। ଚନ୍ଦ୍ରଯାତ୍ରା ବିଫଳ ହେବା ପରେ ଭାବୁକ ହେଲେ ଇସ୍ରୋ ମୁଖ୍ୟ କେ.ଶିବନ। ଶେଷମୁହୂର୍ତ୍ତରେ ତଥା ଚନ୍ଦ୍ରପୃଷ୍ଠରେ ଅବବତରଣ କରିବା ପୂର୍ବରୁ ଲାଣ୍ଡର ବିକ୍ରମର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତେବେ…

ସଡ଼କ ଦୁର୍ଘଟଣାରେ ଚାଲିଗଲା ଅଧ୍ୟାପକଙ୍କ…

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ଅଞ୍ଚଳରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଧବଳେଶ୍ୱର ସାହୁଙ୍କ ମୃତ୍ୟୁ ହୋଇଛି। ସେ ଜଣେ ଅଧ୍ୟାପକ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଧବଳେଶ୍ୱର ସାହୁ ନିଜ କଲେଜକୁ ଯିବା ପାଇଁ ରାସ୍ତା କଡ଼ରେ ଅପେକ୍ଷା କରିଥିବା ସମୟରେ…

ଅତାବିରାରେ ୧୨ ଘଣ୍ଟିଆ ବନ୍ଦ

ବରଗଡ଼: ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ଏନ ଏସିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବାରମ୍ୱାର ବିଦ୍ୟୁତ୍‌ ବିଭ୍ରାଟ ତଥା ୱେସକୋ ଅଫିସରେ କର୍ମଚାରୀ ନ ଥିବା ପ୍ରତିବାଦରେ ଅତାବିରାର ନଗର କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଏଥିରେ ବଣିକ ସଂଘ ଓ ବିଭିନ୍ନ ଅନୁଷ୍ଠାନ ମଧ୍ୟ ସାମିଲ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ…

ଭୁବନେଶ୍ବର : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଓଡିଶା ଗସ୍ତରେ ଥିବା ଆମିକସ କ୍ୟୁରି। ମିଳିଥିବା ସୂଚନା ଅନୁସାରେ, ସକାଳ ପ୍ରାୟ ୭: ୧୫ ମିନିଟ୍ ସମୟରେ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଏବଂ ସଲିସିଟର୍ ଜେନେରାଲ୍ ତୁଷାର ମେହେଟା ହୋଟେଲ୍ରୁ ଆସି ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି। ବେଢ଼ା ମଧ୍ୟକୁ…

ଆଜି କଟକରେ ପହଞ୍ଚିବେ ଜଗା-କାଳିଆ

ଭୁବନେଶ୍ବର : ପ୍ରାୟ ୨ ବର୍ଷ ପରେ ଓଡିଶା ଫେରୁଛନ୍ତି ଜଗା କାଳିଆ। ଗତକକାଲି ସଂଧ୍ୟା ୫ଟାରେ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା ଅଭିମୁଖେ ବାହାରିଛନ୍ତି। ଏସସିବି ମେଡିକାଲର ୨ଜଣ ଡାକ୍ତରଙ୍କ ସହ ୪ ଜଣିଆ ଏମ୍ସର ଏକ ଡାକ୍ତରୀ ଦଳ ସେମାନଙ୍କ ସହ ଆସୁଛନ୍ତି। ୨୫ ଅଗଷ୍ଟ ୨୦୧୭ ରେ ପ୍ରଥମ ବିରଳ ଅପରେସନ ହୋଇଥିଲା…

୨୪ ମିନିଟର ଭାଷଣରେ ବୈଜ୍ଞାନିକଙ୍କ…

ବେଙ୍ଗାଲୁରୁ: ଇସ୍ରୋର ଚନ୍ଦ୍ରଯାନ-୨ ମିଶନ ସଫଳ ହେବା ପୂର୍ବରୁ ବିକ୍ରମ ଲ୍ୟାଣ୍ଡର ସହିତ ଇସ୍ରୋର ବୈଜ୍ଞାନିକମାନଙ୍କ ସହିତ ଯୋଗାଯୋଗ ଛିନ୍ନ ହୋଇଯାଇଛି। ଏହାପରେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ସେଣ୍ଟରରୁ ବୈଜ୍ଞାନିକଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଚନ୍ଦ୍ରଯାନ -୨ ର ଲ୍ୟାଣ୍ଡର ବିକ୍ରମ…

ପରଲୋକରେ ପାକିସ୍ତାନ ସ୍ପିନର ଅବଦୁଲ…

ନୂଆଦିଲ୍ଲୀ: ପରଲୋକରେ ପାକିସ୍ତାନର ଉସ୍ତାଦ ସ୍ପିନର ଅବଦୁଲ କାଦିର। ଗତକାଲି ରାତିରେ ହୃଦଘାତ ଯୋଗୁଁ କାଦିରଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା।ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଟୁଇଟ କରି କହିଛି, ‘ଉସ୍ତାଦ’ ଅବଦୁଲ କାଦିରଙ୍କ ପରଲୋକ ଖବରରେ ପିସିବି ପୀଡ଼ା ଅନୁଭବ…

ସକାଳ ୮ଟାରେ ଇସ୍ରୋ ସେଣ୍ଟରରୁ…

ବେଙ୍ଗାଲୁରୁ: ବିକ୍ରମ ଲ୍ୟାଣ୍ଡରଠାରୁ ଇସ୍ରୋର ସମ୍ପର୍କ ଛିନ୍ନ ହୋଇଗଲା। ଏନେଇ ଇସ୍ରୋ ମୁଖ୍ୟ କେ ଶିବନ୍ ସୂଚନା ଦେଇଥିଲେ, ଲ୍ୟାଣ୍ଡର ବିକ୍ରମ ସହ ସଂଯୋଗ ବିଚ୍ଛନ୍ନ ହୋଇଛି ଏବଂ ବର୍ତ୍ତମାନ ମିଳିଥିବା ଡାଟା ଆନାଲିସିସ୍‌ କରିବାର ପ୍ରୟାସ କରାଯାଉଛି। ବର୍ତ୍ତମାନ ମୋଦି ଇସ୍ରୋ ସେଣ୍ଟରରୁ…