Odisha Link
Bridging the Missing Links in Odisha
Daily Archives

September 9, 2019

ଏସବିଆଇ କଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଗକୁ ଆସୁଛି ପାର୍ବଣର ଋତୁ। ଏହାର ପୁର୍ବରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କରିଛି ବଡ଼ ଘୋଷଣା। ଋଣ ଓ ସ୍ଥାୟୀ ଜମା ଉପରେ ସୁଧ ହାର କମାଇବାକୁ ଘୋଷଣା କଲା ବ୍ୟାଙ୍କ। ଏସବିଆଇ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ ଅନୁଯାୟୀ ଆସନ୍ତାକାଲିଠାରୁ ସୁଧ ହାର ୧୦ ବେସିକ୍ ପଏଣ୍ଟ ହ୍ରାସ…

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ…

ଭୁବନେଶ୍ୱର: ଓଡ଼ିଶାକୁ ଆଉ ମିଳିଲା ଆଉ ଏକ ପୁରସ୍କାର। ଏଥର କିନ୍ତୁ କେଉଁ ନେତା ମନ୍ତ୍ରୀଙ୍କୁ ପୁରସ୍କାର ମିଳିନାହିଁ। ପୁରସ୍କାର ମିଳିଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଶ୍ରେଷ୍ଠ ବିମାନବନ୍ଦର ପୁରସ୍କାର ମିଳିଛି। ଇଣ୍ଡୋନେସିଆର ବାଲି…

ସାମ୍ବାଦିକ ଦିଲୀପ ଶତପଥୀଙ୍କ ବିୟୋଗରେ…

ଭୁବନେଶ୍ବର: ପରଲୋକରେ ଜଣାଶୁଣା ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀ। ତାଙ୍କ ପରଲୋକରେ ମୁଖମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି ଯେ, ବିଶିଷ୍ଟ ସାମ୍ବାଦିକ ତଥା ଅର୍ଥନୀତି ବିଶାରଦ ଦିଲ୍ଲୀପ…

ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା,…

ନୂଆଦିଲ୍ଲୀ: ବର୍ଷାରେ ବେହାଲ ମଧ୍ୟପ୍ରଦେଶ। ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ମଧ୍ୟପ୍ରଦେଶର ଅବସ୍ଥା ଜଟିଳ ହୋଇପଡ଼ିଛି। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଭୋପାଳ ଓ ଭିଦିସା ଅଞ୍ଚଳରେ ଲୋକଙ୍କ ଘର ଭିତରେ ପାଣି ପଶିଛି। ଏଥିସହିତ ମଣ୍ଡଳା ଜିଲ୍ଲାରେ ୧୩୪ ମିଲିମିଟର ବର୍ଷା ରେକର୍ଡ…

କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହରକୁ…

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହରକୁ ମୁକ୍ତ କଲା ପାକିସ୍ତାନ। ପାକିସ୍ତାନ ଲୁଚାଛପାରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ମାସୁଦକୁ ଜେଲରୁ ମୁକ୍ତ କରିଥିବାର ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। କେବଳ ଏତିକି ନୁହେଁ, ମାସୁଦ ମାସୁଦ ଭାରତରେ ଏକ ବଡ ଧରଣର ଆତଙ୍କବାଦୀ…

ପରଲୋକରେ ବରିଷ୍ଠ ସାମ୍ବାଦିକ ଦିଲୀପ…

ଭୁବନେଶ୍ବର: ପରଲୋକରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀ। ଦିଲୀପ ଶତପଥୀଙ୍କର ୫୬ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି। କର୍କଟ ରୋଗରେ ପୀଡ଼ିତ ଥିବା ଦିଲୀପ ଗତ କିଛି ମାସ ହେଲା ଅସୁସ୍ଥ ହୋଇପଡ଼ିଥିଲେ। ଏଥିଯୋଗୁ ସେ ନିୟମିତ ଭାବେ ଚିକିତ୍ସିତ ହେଉଥିଲେ। ଗତ ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତର ହୋଇ…

ସରକାରୀ ବାବୁଙ୍କ ପାଇଁ ନୂଆ ଟ୍ରାଫିକ୍‌…

ବ୍ରହ୍ମପୁର: ଗୋଟିଏ ପଟେ ସରକାରୀ ବାବୁ ଆଇନ ଉଲଘଂନ କାରୀଙ୍କ ଠାରୁ ଫାଇନ ଆଦାୟ କରି ଆଇନ୍‌ ପାଠ ପଢାଉଛନ୍ତି। ହେଲେ ଅପରପକ୍ଷେ ନିଜେ ଆଇନର ନିୟମକୁ ଉଲଂଘନ କରୁଛନ୍ତି ସରକାରୀ ବାବୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଅଞ୍ଚଳରେ। ଯାହା ଏବେ ସୋଶିଆଲ ମଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି…