Odisha Link
Bridging the Missing Links in Odisha
Daily Archives

October 1, 2019

ପଡ଼ୋଶୀ ମଂଜିତ ଦାସଙ୍କ ନାଆଁରେ ମାମଲା…

କଟକ: କେନ୍ଦ୍ରାପଡା ସା˚ସଦ ଅନୁଭବ ମହାନ୍ତିଙ୍କ ପଡ଼ୋଶୀ ମଂଜିତ ଦାସଙ୍କ ନାଆଁରେ କଟକର ପୁରୀଘାଟ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି। ଅନୁସାରେ ସା˚ସଦ ଅନୁଭବ ମହାନ୍ତିଙ୍କ ପିଏସଓ ଗତକାଲି ପୁରୀଘାଟ ଥାନାରେ ଏତଲା ଦେବାପରେ ପୁଲିସ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା…

କୁପୋଷଣ ବିରୁଦ୍ଧରେ ସଂଗ୍ରାମ କରିବାର…

ଭୁବନେଶ୍ୱର : ବର୍ତମାନ ସମୟରେ ଓଡିଶାରେ ନବୀନ ପଟ୍ଟନାୟକଙ୍କ ସରକାର କୁପୋଷଣ ବିରୁଦ୍ଧରେ ସଂଗ୍ରାମ କରିବାର ପ୍ରୟାସ ଓ ପ୍ରତିବଦ୍ଧତା ନିମନ୍ତେ ଆବଶ୍ୟକ ସହାୟତା ପାଉଛନ୍ତି, ସେଥିପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସିତ କରିବା ସହିତ ପୋଷଣ ସମ୍ବନ୍ଧୀୟ ଆପତିଗୁଡିକର ସମାଧାନ ନିମନ୍ତେ ଭୁବନେଶ୍ୱର ଠାରେ…

ମହାମହିମଙ୍କ ଜନ୍ମଦିନ ଆଜି, ଜାଣନ୍ତୁ…

ନୂଆଦିଲ୍ଳୀ: ଆଜି ହେଉଛି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜନ୍ମଦିନ। ୭୪ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଭାରତର ୧୪ ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜନ୍ମ ୧୯୪୫ ଅକ୍ଟୋବର ୧ରେ ଉତ୍ତରପ୍ରଦେଶରେ ହୋଇଥିଲା। ରାଷ୍ଟ୍ରପତିଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ଜୀବନ…

ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ

ବ୍ରହ୍ନପୁର: ଗଞ୍ଜାମ ଜିଲା ରମେୟାପାଟଣା ଓ ଚନ୍ଦନବାଡ଼ ଦୁଇ ଗ୍ରାମ ମଧ୍ୟରେ ସୋମବାର ରାତିରେ ଗଣ୍ଡଗୋଳ ହୋଇଛି। ବାହୁଦା ନଦୀ ମୁହାଣରେ ମାଛମରାକୁ ନେଇ ପୂର୍ବ ଶତ୍ରୁତାରୁ ଏହି ଗଣ୍ଡଗୋଳ ଘଟିଛି। ଏଥିରେ ଉଭୟ ପକ୍ଷରୁ ୭ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ମହିଳା ଓ ପୁରୁଷଙ୍କୁ ଏମକେସିଜି ମେଡିକାଲରେ…

ଫେରୋକ୍ରମ କାରଖାନାରେ ତାତିଲେ ଛଟେଇ…

ଯାଜପୁର: ଯାଜପୁର ଫେରୋକ୍ରମ କାରଖାନାରେ କତ୍ତୃପକ୍ଷ ୧୦୫ଜଣଙ୍କୁ ବିନା ନୋଟିସରେ ଛଟେଇ କରିଥିବା ପ୍ରତିବାଦରେ କର୍ମଚାରୀମାନେ କାରଖାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଫଳରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି। ଏବେ ସବୁ ଆଡ଼େ ପାର୍ବଣ ଋତୁ ଚାଲିଛି। ଏହି ସମୟରେ ପ୍ରତି କାରଖାନାରେ କର୍ମଚାରୀଙ୍କୁ…

ବିଟ୍ କଏନ୍ ଠକେଇ ମାମଲା: ଗିରଫ ହେଲେ…

ଖୋର୍ଦ୍ଧା: ଗିରଫ ହେଲେ ଶହେ କୋଟି ଟଙ୍କାର ବହୁଚର୍ଚ୍ଚିତ ବିଟ୍ କଏନ୍ ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ଶଶିଭୂଷଣ ମିଶ୍ର। ଗତକାଲି ଖୋର୍ଦ୍ଧା ପୁଲିସ୍‌ ଗିରଫ କରିଛି। ଶଶିଭୂଷଣଙ୍କୁ କ୍ଷତିଗ୍ରସ୍ତ ଜମାକାରୀ କାବୁ କରି ପୁଲିସ୍‌ ଜିମା ଦେଇଥିଲେ। ଶଶିଭୂଷଣ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର…

କେନ୍ଦୁଝରରେ ଚାଲିଛି ଅସୁସ୍ଥ ମାଈ ହାତୀର…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଉପରସୁମୁଠ ଗାଁ ନିକଟରେ ପଡିରହିଥିବା ଅସୁସ୍ଥ ମାଈ ହାତୀର ଚିକିତ୍ସା ଚାଲିଛି। ଶିମିଳିପାଳ ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ମୋବାଇଲ ୟୁନିଟ ୪ ଦିନ ହେଲା ହାତୀଟିର ଚିକିତ୍ସା ଚଳାଇଛନ୍ତି। ସିନିଅର ଭେଟନାରୀ ଡାକ୍ତର ବନ୍ଦିତା ଦାଶଙ୍କ ନେତୃତ୍ବରେ ଚିକିତ୍ସା ଚାଲିଛି।…

ପ୍ଲାଷ୍ଟିକ୍‌ ବ୍ୟାନ୍ କାଲିଠୁ 

ଭୁବନେଶ୍ବର: ଆସନ୍ତାକାଲି ସାରା ଦେଶ ସମେତ ରାଜ୍ୟରେ ପାଳନ ହେବ ଗାନ୍ଧୀ ଜୟନ୍ତୀ। ସରକାରଙ୍କ ଘୋଷଣା ଅନୁଯାୟୀ ଆସନ୍ତାକାଲିଠୁ ରାଜ୍ୟରେ ବ୍ୟାନ ହେବ ପ୍ଲାଷ୍ଟିକ୍। ବିଶେଷ କରି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ୫୦ ମାଇକ୍ରନ୍‌ରୁ କମ୍ ମୋଟେଇର ପଲିଥିନ୍‌…

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ…

ବେତନଟୀ: ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧାଙ୍କର ଜୀବନ ଚାଲି ଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ୍ ମାଛୁଆ ସାହି ଜଙ୍ଗଲରେ ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା। ଅଳ୍ପକେ ବର୍ତ୍ତିଲେ ଅନ୍ୟ ଜଣେ ଗ୍ରାମବାସୀ। ମୃତକ ହେଉଛନ୍ତି ଗଜେନ୍ଦ୍ର ମହାନ୍ତ। ଆଜି ସକାଳେ ସ୍ଥାନୀୟ…

ମୋ ସରକାରକୁ ଭରସା ନାହିଁ!

ଭୁବନେଶ୍ବର: ଆଉ ଦିନକ ପରେ ରାଜ୍ୟରେ ଆରମ୍ଭ ହେବ ମୋ ସରକାର। ହେଲେ ଖୋଦ୍‌ ଶାସକ ଦଳର ନେତାହିଁ ମୋ ସରକାର ଲାଗୁ ହେବା ପୂର୍ବରୁ ପୁଲିସ୍‌ ଉପରେ ଭରସା କରି ନାହାନ୍ତି। ଯାହାଫଳରେ ସୋଶିଆଲ ମିଡିଆର ସାହାଯ୍ୟ ନେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ…