Odisha Link
Bridging the Missing Links in Odisha

ମହୋଦଧି ମାର୍କେଟ କଂପ୍ଲେକ୍ସ ଉଚ୍ଛେଦ ଆରମ୍ଭ

ପୁରୀ: ପୁରୀ ମୋଚି ସାହି ନିକଟରେ ଅସୁରକ୍ଷିତ ଭାବେ ଥିବା ମହୋଦଧି ମାର୍କେଟ କଂପ୍ଲେକ୍ସ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସକାଳୁ ପୁରୀ ପୌର ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କାର୍ଯ୍ୟ ଚାଲିଛି। ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ମାର୍କେଟ କଂପ୍ଲେକ୍ସରେ ଥିବା ଦୋକାନ ଘର ଭଙ୍ଗାଯାଉଛି। କଂପ୍ଲେକ୍ସରେ ମୋଟ ୫୮ଟି ଦୋକାନ ଘର ରହିଥିବାବେଳେ ସେଠାରେ ସମବାୟ ସଂସ୍ଥା କାର୍ଯ୍ୟାଳୟ ମଧ୍ୟ ଚାଲିଥିଲା। ପ୍ରଶାସନ ପକ୍ଷରୁ ଏହି ମାର୍କେଟ କଂପ୍ଲେକ୍ସକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା।

Comments are closed.