Odisha Link
Bridging the Missing Links in Odisha
Monthly Archives

October 2019

ଚାଲାଣ ବେଳେ ବସ୍‌ରୁ ଉଦ୍ଧାର ହେଲେ ୧୭…

ଜୟପୁର: ଆନ୍ତଃରାଜ୍ୟ ଯୁବତୀ ଚାଲାଣ ରାକେଟର ପର୍ଦ୍ଦାଫାଶ କରିଛି ଜୟପୁର ପୋଲିସ। ରାଜ୍ୟ ବାହାରକୁ ୧୭ଜଣ ଯୁବତୀ ଚାଲାଣ ହେଉଥିବାବେଳେ ସେମାନଙ୍କୁ ଉଦ୍ଧାର କରିଛି ଟାଉନ ପୋଲିସ। ଏହାସହ ସେମାନଙ୍କୁ ନେଇ ଯାଉଥିବା ଦଲାଲ ସୁବାଷ ଚନ୍ଦ୍ର ହରିଜନକୁ ଅଟକ ରଖି ପଚରା ଉଚୁରା କରୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ…

ଯୁବତୀଙ୍କୁ ଉଠାଇ ନେଇ ଜଙ୍ଗଲରେ…

ରାଉରକେଲା: ରାଉରକେଲାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ରାତି ସାରା ଜଙ୍ଗଲରେ ଯୁବତୀଙ୍କୁ ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହେବାପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଉରକେଲା ପୋଲିସ। ସୂଚନା ଅନୁସାରେ ଗତ ୨୯ ତାରିଖ ରାତିରେ କୁଆଁରମୁଣ୍ଡା ଜଙ୍ଗଲରେ ଘଟିଛି ଏଭଳି ଅଭାବନୀୟ…

ଭାରରେ ୪୦ କିମି ବୁହା ହେଲା ଶବ

ମାଲକାନଗିରି: ଅର୍ଥ ଅଭାବରୁ ମୃତଦେହକୁ ୪୦ କିଲୋମିଟର ବୋହିଲେ ପରିବାର ଲୋକେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଟେମୁରୁପାଲି ଅଞ୍ଚଳରେ। କିଛି ଦିନ ହେବ ଟେମୁରୁପାଲି ଗାଁର ମୁଡେ କାଲମରି ନାମକ ଜଣେ ମହିଳାଙ୍କ ଦେହ ହାତ ଫୁଲିବାରେ ଲାଗିଥିଲା। ତେଣୁ ପରିବାର ଲୋକେ ତାଙ୍କୁ ମାଥିଲି…

ଗଣମାଧ୍ୟମରେ ସରକାରୀ ବିରୋଧୀ ମନ୍ତବ୍ୟ…

ଭୁବନେଶ୍ୱର: ଗଣମାଧ୍ୟମରେ ନିଜ ଇଚ୍ଛାରେ କୌଣସି ମନ୍ତବ୍ୟ ଦେଇପାରିବେନି ସରକାରୀ ବାବୁ। କୌଣସି ପ୍ରସଙ୍ଗରେ ନିଜର ମତ ବି ଲେଖିପାରିବେନି। ଏ ନେଇ ସରକାର କଟକଣା ଜାରି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗର ସଚିବ, ସ୍ୱତନ୍ତ୍ର ସଚିବ, ସବୁ ଆରଡିସି ଓ ଜିଲ୍ଲାପାଳଙ୍କୁ ଏହି ପ୍ରସଙ୍ଗରେ…

ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼, ଏକନାଥ…

ମହାରାଷ୍ଟ୍ର: ଦିନକୁ ଦିନ ମହାରାଷ୍ଟ୍ର ରାଜନୀତିରେ ଆସୁଛି ନୂଆ ମୋଡ଼। ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏଯାଏ ସମାଧାନର ବାଟ ଫିଟିନାହିଁ। ହେଲେ ଶିବସେନା ବିଧାୟକ ଦଳ ନେତା ଭାବେ ଏକନାଥ ସିନ୍ଦେଙ୍କୁ ଚୟନ କରାଯାଇଛି। ତାଙ୍କ ନାଁ ନିଜେ ପ୍ରସ୍ତାବ ଦେଇଥିଲେ ଆଦିତ୍ୟ ଠାକରେ। ଉଦ୍ଧବ ଠାକରେଙ୍କ ନେତୃତ୍ୱରେ…

ସନ୍ନିଙ୍କ ନୂଆ ଅନ୍ଦାଜ

ମୁମ୍ବାଇ: ବଲିଉଡର ହଟ୍‌ ଓ ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନଙ୍କ ଅନ୍ଦାଜରେ ସମସ୍ତେ ଦିୱାନା । କିଛି ଦିନ ହେବ ସନ୍ନିଙ୍କର କୌଣସି ସିନେମା କି ଗୀତ ନଜର ଆସିନି । କିନ୍ତୁ ଏବେ ଦର୍ଶକ ସନ୍ନିଙ୍କୁ ଖୁବ୍‌ଶୀଘ୍ର ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ପାଇବେ। ତାଙ୍କୁ କଥକ ନୃତ୍ୟ କରୁଥିବା ଦେଖିବାରୁ ମିଳିବ। ସେ…

ସୁର ଭାଇ ଜାଣି ନାହାନ୍ତି: ସ୍ବାସ୍ଥ୍ୟ…

ଭୁବନେଶ୍ବର: ସୁର ଭାଇଙ୍କ ବେଳେ ଯାହାହେଉଥିଲା, ଏବେ ଯୁଗ ବଦଳିଯାଇଛି। ମନ୍ତ୍ରୀ ଯେଉଁଠି ଥିଲେ ବି ଓଏସଡବ୍ଲୁ୍ୟଏଏସ(ଓସ୍ୱାସ)ରେ କାମ କରିପାରିବେ। ଡିଜିଟାଲରେ କେମିତି ଦସ୍ତଖତ ହୁଏ ସୁର ଭାଇ ଜାଣିନାହାନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି। ୫-ଟିକୁ ନେଇ ସୁର ରାଉତରାୟଙ୍କ କଟାକ୍ଷର ଜବାବ…

ଏ କି ପାଗଳାମୀ ଶାସନ: ସୁର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫'ଟି'କୁ ନେଇ ସାରା ରାଜ୍ୟରେ ଚହଳ। ଏହାକୁ ନେଇ ମଧ୍ୟ ରାଜ୍ୟ ରାଜନୀତି ବେଶ ସରଗରମ। ରାଜ୍ୟରେ ବିଜେପି ଓ କଂଗ୍ରେସ ୫'ଟି'କୁ ନେଇ ପ୍ରଥମରୁ ହିଁ ସମାଲୋଚନା କରିଛନ୍ତି। ଆଜି ସକାଳେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ୫'ଟି'କୁ ନେଇ ସମାଲୋଚନା କରିଥିବା ବେଳେ କଂଗ୍ରେସ…

ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମୁ

ଜମ୍ମୁ: ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ। ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୟୂରଭଞ୍ଜ ବେତନଟୀରେ ଜନ୍ମିତ ଏହି ଓଡ଼ିଆ ପୁଅ ପୂର୍ବରୁ କେନ୍ଦ୍ରର ଅନେକ ବିଭାଗର…

‘ବିଗ୍‌ବସ୍‌’ରେ ତଡକା…

ମୁମ୍ବାଇ: ଟେଲିଭିଜନର ସୁପର ହିଟ୍ ଶୋ 'ବିଗବସ୍‌'ର ସବୁ ସିଜିନର ଟିଆରପି ଅଧିକ ଥାଏ । କିନ୍ତୁ ଚଳିତ ବର୍ଷ ଶୋଟି ଟିଆରପି ରେସ୍ ରେ ପଛୁଆ ହୋଇଯାଇଛି । 'ବିଗ୍‌ବସ୍‌'ର ପୂର୍ବ ସମସ୍ତ ସିଜିନ କୁ ଦର୍ଶକ ମାନେ ଅନେକ ପସନ୍ଦ କରୁଥିଲେ। ନିର୍ମାତା ଶୋ'ର ଟିଆର୍‌ପି ବଢ଼ାଇବା ପାଇଁ ଚେଷ୍ଟା ଚଲାଇଛନ୍ତି ।…