Odisha Link
Bridging the Missing Links in Odisha
Monthly Archives

October 2019

୫’T’: ଅପରାଜିତାଙ୍କ…

ଭୁବନେଶ୍ବର: ପୁଣିଥରେ ୫'T'କୁ ନେଇ ସମାଲୋଚନା କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ତାଙ୍କ ସମାଲୋଚନାର ଜବାବ ଦେଇଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ। ସେ କହିଛନ୍ତି ଯେ, ମୁଁ ତ ଆଇଏଏସ୍‌ ଏବଂ ଆଇପିଏସ୍‌ ପ୍ରଣିକ୍ଷଣ ବେଳେ ଯାହା ହୁଏ ସବୁ ଜାଣିଛି। ସେଠାରେ ଆମେ ଲେଫ୍ଟ ରାଇଟ୍‌ ଶିଖୁ ବୋଲ…

ଝାରସୁଗୁଡ଼ା ଜିଲ୍ଲାରେ ଡାଇରିଆ ଆତଙ୍କ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ କନକତୋରା ପଞ୍ଚାୟତର କୁହାକୁଣ୍ଡା ଗାମରେ ଡାଇରିଆ ବ୍ୟାପି ୧୬ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି। ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ଅନୁସାରେ ପ୍ରାୟ ୧୦ ଦିନତଳେ ଏହି ଗ୍ରାମରେ କେତେକ ଲୋକ ଡାଇରିଆରେ ଆକ୍ରାନ୍ତ…

ଭାଲୁ ଆକ୍ରମଣରେ ଜଣେ ଆହତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମାରୁଢ଼ିପ ଗାଁରେ ଭାଲୁ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ବୟସ୍କ ଅଚ୍ୟୁତ ମାଝୀ। ସୂଚନା ଅନୁସାରେ ଆଜି ସକାଳୁ ଘର ବାହାରକୁ ଶୌଚ ହେବାକୁ ଯାଇଥିଲା ବେଳେ ଭାଲୁ ହାବୁଡ଼ରେ ପଡ଼ିଥିଲେ ଅଚ୍ୟୁତ। ତୁରନ୍ତ ଘର ଲୋକ ପ୍ରଥମେ ତାଙ୍କୁ ଛେଣ୍ଡିପଦା…

ମୋର ପତିଆରା ନାହିଁ: ସୁର

ଭୁବନେଶ୍ୱର: ଗତକାଲି ବାପି ସର୍ଖେଲଙ୍କ ଆବାହକତ୍ୱରେ ହୋଇଥିବା କଂଗ୍ରେସ ମେଳି ବିଷୟରେ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ସେ ତାଚ୍ଛଲ୍ୟ କରି କହିଛନ୍ତି ଯେ, ଯେଉଁମାନେ ପିସିସି ସଭାପତି ହେବାକୁ କହୁଛନ୍ତି ବା ହେବାକୁ ଚାହୁଁଛନ୍ତି ସେମାନେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦେଖା…

ରାଜ୍ୟରେ ସ୍ତନ କର୍କଟ କାୟା ବିସ୍ତାର…

ଭୁବନେଶ୍ୱର : ସ୍ତନ କର୍କଟ ଭଳି ଦୁରାରୋଗ୍ୟ ବ୍ୟାଧଗ୍ରସ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଏହାର ଭୟବହତା ସଂପର୍କରେ ଆମେ ସମସ୍ତେ ଅବଗତ । ତେବେ ଚିକିତ୍ସା ବିଜ୍ଞାନର ଉନ୍ନତି ଓ ଅଗ୍ରଗତି ସହ ଏହାର ନିଦାନ ସମ୍ଭବ ହୋଇ ପାରିଛି । ପ୍ରାଥମିକ ଅବସ୍ଥାରେ ରୋଗ ଚିହ୍ନଟ, ଉପଯୁକ୍ତ ପରୀକ୍ଷା, ସଠିକ୍‌ ଚିକିତ୍ସା,…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା…

ଆଠଗଡ଼: କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉଜଣଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଆଜି ଭୁବନେଶ୍ବର ନିକଟସ୍ଥ ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ଗ୍ରାମର ଚାରିଜଣ ଯୁବକ ଘରୁ ଆସୁଥିବା…

ବିଜେଡି ସେବାରେ ଓ ସଂଗ୍ରାମରେ ବିଶ୍ବାସ…

ଭୁବନେଶ୍ବର: ଦୀର୍ଘ ଏକ ମାସ ଧରି ଚାଲିଥିବା ବିଜୁ ଜନତା ଦଳର ପଦଯାତ୍ରା କାର୍ଯ୍ୟକ୍ରମର ଆଜି ହେଉଛି ଅନ୍ତିମ ଦିବସ। ଏଥିପାଇଁ ବିଜେଡି ପକ୍ଷରୁ ଭୁବନେଶ୍ବର ସାଲିଆସାହି ପଡ଼ିଆରେ ଆୟୋଜିତ ହୋଇଛି ବିରାଟ ସଭା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାଲିଆସାହି ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେଇ ଦଳୀୟ…

ସର୍ଦ୍ଦାର ଏକତାର ପ୍ରତୀକ : ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ଦେଶର ପ୍ରଥମ ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ। ସାରା ଦେଶ ଆଜି ଲୌହ ମାନବଙ୍କ ୧୪୪ତମ ଜନ୍ମ ଜୟନ୍ତୀ ପାଳନ କରୁଛି। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ରନ୍ ଫର୍ ୟୁନିଟି ବା ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ପ୍ରତିବର୍ଷ ପରି…

ଭିଡିଓ ଭାଇରାଲ ମାମଲା; ନିମାପଡ଼ାର…

ପୁରୀ: ଟିକ୍‌ଟକରେ ପୁରୀ ଶ୍ରୀମନ୍ଦିର ବେଢା ଭିତର ଦୃଶ୍ୟର ଭିଡ଼ିଓ ଭାଇରାଲ ହେବା ଘଟଣାରେ ପୁଲିସ ଜଣେ ନାବାଳିକାଙ୍କୁ ଅଟକ ରଖିଛି। ନାବାଳିକା ଜଣକ ପୁରୀ ଜିଲା ନିମାପଡ଼ା ଅଞ୍ଚଳର। ପୁଲିସ ତାଙ୍କୁ ଅଟକ ରଖି କେଉଁ ପରିସ୍ଥିତିରେ ଭିଡିଓ ଉତ୍ତୋଳନ କରି ତାହାକୁ ଭାଇରାଲ କଲେ ସେ ନେଇ ପଚରାଉଚରା କରୁଛି।…

ରାଜଭବନ ଘେରିଲା କଂଗ୍ରେସ

ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବିରୋଧୀ ଦଳ ପୁଣିଥରେ ସକ୍ରିୟ ହୋଇଉଠିଛନ୍ତି। ଆଜି ରାଜଭବନ ଘେରାଉ କରିଛି କଂଗ୍ରେସ। ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରି…