Odisha Link
Bridging the Missing Links in Odisha
Daily Archives

November 9, 2019

ଅଯୋଧ୍ୟା ରାୟ: କିଏ କଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ସାରା ଦେଶ ଆଗରେ ଅଯୋଧ୍ୟା ରାୟ ପ୍ରକାଶ ପାଇସାରିଲାଣି। ଏନେଇ ଦେଶରୁ ବାର୍ତ୍ତା ଆସୁଛି। ଏହି ଅବସରରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ମତ ରଖୁଛନ୍ତି। ପ୍ରମୁଖ ଦାୟିତ୍ୱରେ ଥିବା ଏବଂ ବିଭିନ୍ନ ଚର୍ଚ୍ଚିତ ରାଜନୀତିକ ବ୍ୟକ୍ତି କଣ କହିଲେ ଅଯୋଧ୍ୟା ରାୟକୁ ନେଇ ଜାଣନ୍ତୁ। ଲାଲକୃଷ୍ଣ ଆଡଭାନୀ: ମୁଁ…

ମହାରାଷ୍ଟ୍ର: ସରକାର ଗଢିବାକୁ ବିଜେପିକୁ…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଆଜି ପାଓ୍ବାର ପ୍ଲେ ସରିଜଯାଇଛି। ଫଳରେ ମହାରାଷ୍ଟ୍ର ମହାନାଟକରେ ନୂଆ ମୋଡ ଆସିଛି। ସରକାର ଗଢିବାକୁ ବିଜେପିକୁ ନିମନ୍ତ୍ରଣ କଲେ ରାଜ୍ୟପାଳ । ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅଚଳାବସ୍ଥାର ଅବସାନ ହେବାର ଆଶା ଦେଖାଦେଇଛି। ରାଜ୍ୟପାଳ ଭଗତ ସିଂ କୋସ୍ୟାରୀ ଏକକ…

ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଲେ…

ଭୁବନେଶ୍ବର: ଆଜି ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଛନ୍ତି ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଆଇନ‌, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେଙ୍କଠାରୁ ଶ୍ରୀ…

ଗୁରୁନାନକ ଜୟନ୍ତୀରେ ଯୋଗଦେବେ ବାଚସ୍ପତି

ଭୁବନେଶ୍ବର: ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରୁ ସେ ଅମୃତସର ଯିବା ସହିତ ୧୧ ତାରିଖ ଦିନ ପଞ୍ଜାବର ସୁଲତାନ ପୁର ଲୋଧି (କପୁରତାଲା)ରେ ପହଞ୍ଚିବେ। ସେଠାରେ ସେ ଗୁରୁନାନକଙ୍କ ଜନ୍ମବାର୍ଷିକୀରେ ଯୋଗଦାନ କରିବେ। ବାଚସ୍ପତି ଡ. ପାତ୍ର…

କେନ୍ଦ୍ରୀୟ ଅନୁଦାନର ବକେୟା ସମୀକ୍ଷା କଲେ…

ନୂଆଦିଲ୍ଲୀ: ରାଜ୍ୟକୁ ବିଭିନ୍ନ କେନ୍ଦ୍ରୀୟ ଅନୁଦାନ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରୀୟ ଯୋଜନାର ଅନୁଦାନ ରାଶିର ବକେୟା ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ବକେୟା ଅର୍ଥରାଶି ସହ ୫-ଟିର କାର୍ଯ୍ୟକାରିତା ସଂପର୍କରେ ମଧ୍ୟ…

ପନ୍ତଙ୍କ ବିଷୟରେ ଏପରି କହିଲେ ରୋହିତ

ନାଗପୁର: ଆସନ୍ତାକାଲି ଭାରତ-ବାଲାଂଦେଶ ନିର୍ଣ୍ଣାୟକ ଟି-୨୦ ମ୍ୟାଚ। ଏହା ପୂର୍ବରୁ ଆଜି ନାଗପୁରରେ ସାମ୍ବାଦିକ ସମ୍ମିଳନୀରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ୱିକେଟ କିପର ରିଷଭ ପନ୍ତଙ୍କ ସପକ୍ଷରେ ବାହାରିଛନ୍ତି। ପନ୍ତ ବାରମ୍ବାର ଫିଲ୍ଡରେ ତ୍ରୁଟି କରିବା ଓ ବ୍ୟାଟିଂରେ ନିଜ କମାଲ ଦେଖା ନ…

ଦେଶବାସୀଙ୍କୁ ସମ୍ବୋଧନ କଲେ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଅଯୋଧ୍ୟା ରାୟ ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବହୁପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦ ମାମଲା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି, ସୁପ୍ରିମକୋର୍ଟ ଶୁଣାଣି ପୂରା…

ପୁନର୍ବିଚାର କରିବାର ଯୋଜନା ନାହିଁ:…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ଚୂଡ଼ାନ୍ତ ଅଯୋଧ୍ୟା ରାୟ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡର ଅଧ୍ୟକ୍ଷ ଜାଫର ଅହମ୍ମଦ ଫାରୁକି। ସେ କହିଛନ୍ତି ଯେ, ଶନିବାର ସୁପ୍ରିମ୍‌କୋର୍ଟଙ୍କ ଅଯୋଧ୍ୟା ରାୟକୁ ସ୍ୱାଗତ…

ଅଯୋଧ୍ୟା ରାୟ ଶୁଣାଣି ପରେ ଏପରି କହିଲେ…

ହାଇଦ୍ରାବାଦ: ଆଜି ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ରାୟ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ରାୟ ଶୁଣାଣି ପରେ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ୍‌ ଓୱେସି ଶନିବାର ଅଯୋଧ୍ୟା ରାୟକୁ ନେଇ ଅସନ୍ତୋଷ ଜାହିର କରିବା ସହ ପୂର୍ବତନ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜେଏସ୍‌ ବର୍ମାଙ୍କୁ ଉଦ୍ଧୃତ କରି…

ଦ୍ୱାଦଶ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ୍‌…

ଭୁବନେଶ୍ୱର :ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଇଡ଼୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଦ୍ୱାଦଶ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ୍‌ ମେଳା ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ…