Odisha Link
Bridging the Missing Links in Odisha

ମହାରଷ୍ଟ୍ରରେ ରାଷ୍ଟ୍ରପତି ଶାସନ!

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ। ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ ସୁପାରିସ କରିଥିବା ସୂଚନା ମିଳିଛି। ରାଜ୍ୟର ସାଂପ୍ରତିକ ସ୍ଥିତିକୁ ନେଇ ଗୃହ ମନ୍ତ୍ରାଳୟକୁ ଜଣାଇଲେ ରାଜ୍ୟପାଳ। ରାତି ସାଢେ ୮ ପରେ ଯେ କୌଣସି ସମୟରେ ଆସିପାରେ ନିଷ୍ପତ୍ତି। ଏନସିପିକୁ ରାତି ସାଢେ ୮ଟା ଯାଏଁ ସମୟ ରାଜ୍ୟପାଳ ଦେଇଛନ୍ତି ।

Comments are closed.