Odisha Link
Bridging the Missing Links in Odisha

୫କୋଟି ଦୁର୍ନୀତି: ଲୋକାୟୁକ୍ତଙ୍କ ନୋଟିସ

ଭୁବନେଶ୍ୱର: ୫ କୋଟି ଦୁର୍ନୀତି ମାମଲାରେ ନୋଟିସ କରିଛନ୍ତି ଲୋକାୟୁକ୍ତ। ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତଙ୍କ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି। ସୂଚନା ଅନୁସାରେ, ଯାଜପୁର ତହସିଲରେ ୫ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଥିଲା। ଏନେଇ ଭିଜିଲାନ୍ସରେ ଏକ ମାମଲା ଦାୟର କରାଯାଇଥିଲା। ହେଲେ ଦେଢବର୍ଷ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଲୋକାୟୁକ୍ତ ଏନେଇ ଭିଜିଲାନ୍ସ ନିଦେ୍ର୍ଧଶକଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହ ଆସନ୍ତା ୧୮ ତାରିଖ ଦିନ ଏହି। ମମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

Comments are closed.