Odisha Link
Bridging the Missing Links in Odisha

ଅଗ୍ନିଶମ ବିଭାଗରେ ୫’ଟି’

ଭୁବନେଶ୍ବର: ଜାନୁଆରୀରୁ ୫’ଟି’ ଅଧିନକୁ ଆସିବ ଅଗ୍ନିଶମ ବିଭାଗ। ଫଳରେ ଆଉ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପାଇଁ ଆଉ ଆସିବାକୁ ପଡ଼ିବନି ନିର୍ଦ୍ଦେଶାଳୟ। ବିଭାଗୀୟ କ୍ଷତ୍ରୀୟ କର୍ମଚାରୀ ଦେଇପାରିବେ ନିରାପତ୍ତା ପ୍ରମାଣ ପତ୍ର। ଆବେଦନ କରିବାର ୧୮ ଦିନ ଭିତରେ ମିଳିବ ପ୍ରମାଣପତ୍ର। ନିଜ ଅଞ୍ଚଳରେ ଥିବା ଅଗ୍ନିଶମ କାର୍ଯ୍ୟାଳୟରୁ ନେଇପାରିବେ ପ୍ରମାଣପତ୍ର। ୨୦୨୦ ଏପ୍ରିଲ ପହିଲାରୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ହେବ ବୋଲି ସୂଚନା ରହିଛି।