Odisha Link
Bridging the Missing Links in Odisha
Daily Archives

November 28, 2019

ଏଣିକି ୧୦ ଟଙ୍କାରେ ଖାଦ୍ୟ ଯୋଗାଇବେ…

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ଏହି ଅବସରରେ ନୂଆ ମେଣ୍ଟ ସରକାର ନେବାକୁ ଥିବା ପଦକ୍ଷେପ ବାବଦରେ ଘୋଷଣା କରାଯାଇଛି। ଏହି ଅବସରରେ ବିଭିନ୍ନ ପଦକ୍ଷେପ ମଧ୍ୟରେ କୁହାଯାଇଛି ମହାରାଷ୍ଟ୍ରର ସାଧାରଣ ଲୋକଙ୍କୁ ମାତ୍ର ୧୦ ଟଙ୍କାରେ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗି ରହିଥିବା ମହା ରାଜନୀତିର ସମସ୍ତ କଳ୍ପନା ଜଳ୍ପନାର ଅନ୍ତ। ଆଜି ମହାରାଷ୍ଟ୍ରର ୨୯ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ସେ ମୁମ୍ବାଇ ଶିବାଜୀ ପାର୍କରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ…

ବିଜେପି ସାଂସଦ ପ୍ରଜ୍ଞା ଆତଙ୍କବାଦୀ:…

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କୁ ଆତଙ୍କବାଦୀ ବୋଲି କହି ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ, “ସିଏ ଯାହା ବି କହିଲେ ସେକଥା ବିଜେପି ଓ ଆରଏସଏସର ହୃଦୟରେ ରହିଛି। ମୁଁ ବା କ’ଣ କହିବି? ଏହା କେବେ ବି ଲୁଚି ପାରିବ ନାହିଁ। ସେ ଭଳି…

ପ୍ରେମ ପାଇଁ ମାରିଦେଲେ ୨ଭାଇ

ଖଲ୍ଲିକୋଟ : କେଶପୁର ପେଟ୍ରୋଲ ପମ୍ପ ଠାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ବାବୁଲି ସାହୁ ଓ ତାଙ୍କ ସାନ ଭାଇଙ୍କୁ ପୋଲିସ ଧରି ନେଇଛନ୍ତି । ବାବୁଲିଙ୍କ ସାନ ଭାଇ ନାବାଳକ ହୋଇଥିବାରୁ ତାଙ୍କୁ ସୁଧାରଗୃହକୁ ପଠାଯାଇଛି । ଗତ ୨୧ରେ ପ୍ରେମ ବ୍ୟାପାରକୁ ନେଇ ଦୁଇ ଭାଇ ହତ୍ୟା କରିଥିଲେ…

ସମାଜରେ ସମସ୍ତ ବର୍ଗର ଲୋକଙ୍କୁ ସମାନ…

ଭୁବନେଶ୍ୱର : ଆଜି ସ୍ଥାନୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜ୍ ଆନୁକୁଲ୍ୟରେ “ସାମାଜିକ ଅର୍ନ୍ତଭୁକ୍ତ ଓ ଅଗ୍ରଗାମୀ” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଟିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଯୋଗଦେଇ ଜଳ ସହାୟତାର ପୂର୍ବତନ ଆଂଚଳିକ ପରିଚାଳିକା ତଥା ଏନ.ଏ.ଡ଼ବ୍ଲୁ.ଓ ର ସଦସ୍ୟା ବିଶାଖା ଭଞ୍ଜ କହିଥିଲେ ଯେ…

ନିଜ ପାଇଁ ନିଜେ ପରିଚୟ ସୃଷ୍ଟି କର’ :…

ଭୁବନେଶ୍ୱର : ଆମ ରାଜ୍ୟରେ ସୃଜନର ପରମ୍ପରା ଖୁବ୍‌ ସମୃଦ୍ଧ । ଏଠାରେ ସୃଜନର ଅବାରିତ ଧାରା ପ୍ରବାହିତ । ସୃଜନର ସଫଳ ପ୍ରକାଶ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ଆବଶ୍ୟକ ଏବଂ ସେ ପରିବେଶ ଓଡ଼ିଶାରେ ଅଛି ବୋଲି ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…

ବିଧାୟକ ନ ହୋଇ ବି ଶପଥ ନେବେ ଉଦ୍ଧବ, ଏହି…

ମୁମ୍ବାଇ: ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ମହାରାଷ୍ଟ୍ରର ଶିବାଜୀ ପାର୍କରେ ସନ୍ଧ୍ୟ ୬ଟା ୪୦ ମିନିଟରେ ଶପଥ ନେବେ ଉଦ୍ଧବ। ବିଧାନସଭାକୁ ନିର୍ବାଚିତ ନ ହୋଇ ବି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବ ଉଦ୍ଧବ ଠାକରେ। ସେ ମହାରାଷ୍ଟ୍ରର ୮ମ…

ଆରଟିଓ ଯାଞ୍ଚ ୩ ମାସ କୋହଳ

ଭୁବନେଶ୍ବର: ଟ୍ରାଫିନ୍ ନିୟମ କଡାକଡି ପାଇଁ ରହିଥିବା ଡେଡଲାଇନ୍ ତନି ମାସ ବୃଦ୍ଧି ପାଇଛି। ପରିବର୍ତ୍ତିତ ମୋଟର ପରିବହନ ଆଇନକୁ ତିନିମାସ ତଳେ ରାଜ୍ୟ କଡାକଡା ଭାବେ ଲାଗୁ କରିଥିଲେ। ତେବେ ବାହାନ ଚାଳକମାନେ ପ୍ରସ୍ତୁତ ନଥିବାରୁ ନାନା ଅସୁବିଧା ସୃଷ୍ଟି ହୋଇଥିଲା। ବିଭିନ୍ନ ସ୍ଥାନରେ ପୋଲିସ ଓ ପବ୍ଲିକ୍…

କୀଟନାଶକ ପିଇ ଜୀବନ ହାରିଲେ ଚାଷୀ

କେନ୍ଦ୍ରାପଡ଼ା:ପୁଣି ରାଜ୍ୟରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଏହି ଚାଷୀଜଣକ ବାତ୍ୟା ବୁଲବୁଲରେ ଫସଲ ନଷ୍ଟ ଏବଂ ଋଣ ଭାର କାରଣରୁ ଜୀବନ ହାରିଥିବା କୁହାଯାଉଛି। ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ନୂରୁଗାଁର ରାମଚନ୍ଦ୍ର ବାରିକ ନାମକ ଏହି ଚାଷୀ କରଜ କରି…

ଉପନିର୍ବାଚନରେ ଟିଏମସିର ବାଜିମାତ, ମମତା…

କୋଲାକାତା: ଆସିଯାଇଛି ପଶ୍ଚିମବଙ୍ଗ ଉପ-ନିର୍ବାଚନ ଫଳାଫଳ। ଫଳାଫଳରେ ବାଜିମାତ କରିଛି ମମତାଙ୍କ ତୃଣମୂଳ କଂଗ୍ରେସ। ଲୋକସଭା ନିର୍ବାଚନରେ ଏକାଧିକ ଆସନ ଛଡ଼ାଇ ଆଣିଥିବା ବିଜେପି ଏବେ ବିଧାନସଭା ଉପ ନିର୍ବାଚନରେ ନିରାଶ ହୋଇଛି। ପଶ୍ଚିମବଙ୍ଗର ୩ ବିଧାନସଭା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ମମତା…