Odisha Link
Bridging the Missing Links in Odisha
Daily Archives

November 30, 2019

ଆଉ ଏକ ଆନାକୋଣ୍ଡା ମୃତ

ଭୁବନେଶ୍ୱର: ଆଜି ନନ୍ଦନକାନରେ ଆଉ ଏକ ଆନାକୋଣ୍ଡା ମୃତ୍ୟୁ ହୋଇଛି। ଗୁରୁବାର ଦିନ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା। ଏବେ ଆନାକୋଣ୍ଡା ମୃତୁ୍ୟ ସଂଖ୍ୟା ୨କୁ ବୃଦ୍ଧି ପାଇଥିବାବେଳେ ଆଉ ୩ଟି ଆନାକୋଣ୍ଡା ଅସୁସ୍ଥ ଥିବା ଜଣାଯାଇ । ତେବେ ସ୍ଥିତି ପରଖିବା ପାଇଁ ଚେନ୍ନାଇରୁ ଏକ ସ୍ୱତନ୍ତ୍ର ଟିମ ନନ୍ଦନକାନନ…

ଦିନ ୨ଟାରେ ଶକ୍ତି ପରୀକ୍ଷା ଦେବେ ଉଦ୍ଧବ

ମୁମ୍ବାଇ: ଆଜିଠାରୁ ମହାରାଷ୍ଟ୍ର ବିଧାନସଭାର ୨ଦିନିଆ ଅଧିବେଶନ ଆରମ୍ଭ ହୋଇଛି। ଅନ୍ୟପଟେ ଆଜି ଦିନ ୨ଟାରେ ବିଧାନସଭାରେ ଶକ୍ତି ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଆଜି ବୃହରେ ବହୁମତ ଦର୍ଶାଇବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଗତକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ସଚିବାଳୟ ଯାଇ…

ଝାଡଖଣ୍ଡ: ମତଦାନ ବେଳେ ନକ୍ସଲ ଉଡାଇଲେ…

ରାଞ୍ଚି: ଆଜି ସକାଳୁ ଝାଡଖଣ୍ଡ ବିଧାନସଭା ପାଇଁ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ। ସକାଳ ୭ ଟାରୁ ଜାରି ରହିଛି ୧୩ ଟି ଆସନ ପାଇଁ ମତଦାନ। ରାଜ୍ୟର ୬ଟି ଜିଲ୍ଲାରେ ଚାଲିଛି ବିଧାନସଭା ଆସନ ପାଇଁ ମତଦାନ। ମତାଧିକାର ସାବ୍ୟସ୍ତ କରୁଛନ୍ତି ୩୭ ଲକ୍ଷ ୮୩ହଜାର ମତଦାତା। ନିର୍ଦ୍ଧାରିତ ହେବ ମୈଦାନରେ ଥିବା ୧୮୯…

ଆସନ୍ତାକାଲି ୨ୟ ଉତ୍କର୍ଷ ସମ୍ମାନ,…

ଅତିଥି ଭାବେ ଯୋଗଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ବରିଷ୍ଠ କବି ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର ଭୁବନେଶ୍ବର: ଆସନ୍ତାକାଲି ଆୟୋଜିତ ହେଉଛି ଦ୍ବୀତିୟ ଓଡ଼ିଶା ଉତ୍କର୍ଷ ସମ୍ମାନ ସମାରୋହ। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହେଉଛି ଦ୍ବୀତିୟ ଓଡ଼ିଶା ଉତ୍କର୍ଷ ସମ୍ମାନ ସମାରୋହ। ଜଣାଶୁଣା…

ଆଜି ଅଗ୍ନି-୩ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ବର: ଆଜି ଅଗ୍ନି-୩ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବ। ଏଥର ଦିନ ବଦଳରେ ରାତିରେ ଅଗ୍ନି-୩ର ପରୀକ୍ଷଣ କରାଯିବ। ଏହି ପରୀକ୍ଷଣ ସେନାବାହିନୀ ତରଫରୁ କରାଯାଉଛି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଛି। ଭାରତୀୟ ସେନାର ଷ୍ଟ୍ରଟେଜିକ୍ ଫୋର୍ସ କମାଣ୍ଡ ତରଫରୁ ସମସ୍ତ ପ୍ରସ୍ତୁତି…

ତିନିମାସ ଶିଶୁର ମୃତଦେହ ଉଦ୍ଧାର

କୋରାପୁଟ: ତିନି ମାସର ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଘଟଣା କୋରାପୁଟ ଜିଲ୍ଲା ଜୟପୁର ଦଶମନ୍ତପୁରରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ଜୟପୁର ଦଶନମନ୍ତପୁରରେ ତିନି ମାସର ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ରାତିରେ ମାଆ କୋଳରୁ ନେଇ କେହି ଶିଶୁକୁ ହତ୍ୟା କରିଥିବା…

ରେଳଲାଇନ୍ କଡ଼ରୁ ଛାତ୍ରଙ୍କ ମୃତଦେହ…

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳରେ ଟ୍ରେନ ଲାଇନ କଡ଼ରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଟ୍ରେନ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଛାତ୍ର ଜଣକ ବୈଶିଙ୍ଗା ମାଛପଦା ଗୋପବନ୍ଧୁ ଶିକ୍ଷା ନିକେତନର ବୋଲି ଜଣାପଡ଼ିଛି। ସେ ଏଠାରେ ୧୦ମ ଶ୍ରେଣୀରେ ପଢୁଥିଲେ। ଭୋର…

ଘରେ ପଶି ଦମ୍ପତିଙ୍କୁ ହାଣିଲା ଯୁବକ

ନୟାଗଡ: ନୟାଗଡ ଓଡଗାଁ ଥାନା ଭାଟସାହି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ ପଶି ସ୍ବାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ କଲେ ଯୁବକ। ମିଳିଥିବା ସୂଚନା ଅନୁସାରେ ନୟାଗଡ ଓଡଗାଁ ଥାନା ଭାଟସାହି ଗାଁରେ ଜଣେ ଯୁବକ ଘରେ ପଶି ସ୍ବାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ ଯୁବକ କରିଥିବା ଅଭିଯୋଗ। ସ୍ତ୍ରୀ ମାନି ସିଂ…