Odisha Link
Bridging the Missing Links in Odisha
Daily Archives

December 6, 2019

ସେବାଶ୍ରମ ଛାତ୍ରୀ ଗର୍ଭବତୀ ଘଟଣା:…

ଜୟପୁର: ଜୟପୁର ବାମ୍ଫୁଣୀ ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀଙ୍କ ୬୦ ବର୍ଷିୟ ସ୍ୱାମୀ ରାଜେନ୍ଦ୍ର ରଥ।ଗତକାଲି ତାଙ୍କୁ ସଦର ପୁଲିସ ଗିରଫ କରିଥିବାବେଳେ ଓ ଆଜି…

ବିଳମ୍ଵରେ ହେଲେ ବି ଭଲ ପଦକ୍ଷେପ : ଜୟା…

ନୂଆଦିଲ୍ଲୀ: ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଚାରି ଅଭିଯୁକ୍ତଙ୍କୁ ଆଜି ପୁଲିସ ଏନକାଉଣ୍ଟରରେ ନିହତ କରିବା ପ୍ରସଙ୍ଗକୁ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ସମର୍ଥନ କରିଛନ୍ତି। ସେ ନିଜର ପ୍ରତିକ୍ରିୟରେ କହିଛନ୍ତି ଯେ କିଛି ନହେବାଠାରୁ…

ମିଶି ପାରିବେନି କାଳିଆ-କିଷାନ: ବିଜେପି

ଭୁବନେଶ୍ୱର: କାଳିଆ-କିଷାନ ଯୋଜନାକୁ ନେଇ ବଢ଼ିଲା ରାଜନୀତି। ଗତକାଲି କାଳିଅେ-କିଷାନ ଯୋଜନା ମିଶ୍ରିତ ହେବ ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ଏହି ଉଭୟ ଯୋଜନା ମିଶି ପାରିବ ନାହିଁ ବୋଲି କହିଛି ଭାରତୀୟ ଜନତା ପାର୍ଟି। କେନ୍ଦ୍ର ସରକାରଙ୍କ ପିଏମ କିଷାନ ଯୋଜନା ସହ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶି…

ପକ୍‌ସୋ ଆଇନର କଠୋର କାର୍ଯ୍ୟନୁଷ୍ଠାନ…

ଭୁବନେଶ୍ବର : ଶିଶୁ ତଥା ନାବାଳକ/ ନାବାଳିକଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା ପାଇଁ ପକ୍‌ସୋ ଆଇନ ଭଳି କଠୋର ଦଣ୍ଡବିଧାନ ଥିବା ଆଇନ୍‍ ପ୍ରଣୟନ କରାଯାଇଛି। ଏହା ସତ୍ତ୍ବେ ମଧ୍ୟ ଶିଶୁମାନଙ୍କ ପ୍ରତି ହିଂସାକାଣ୍ଡ ସଂଖ୍ୟା ବଡିବାରେ ଲାଗିଛି। ଏହାକୁ ନେଇ ସୁପ୍ରିମ୍‍କୋର୍ଟ ଗଭୀର ଉଦ୍‍ବେଗ ପ୍ରକାଶ କରିବା ସହ…

ହାଇଦ୍ରାବାଦ୍‌ ଏନକାଉଣ୍ଟର: ସମର୍ଥନ…

ଭୁବନେଶ୍ବର: ଆଜି ପୁଲିସ ଭୋର ୩ଟା ସମୟରେ ତେଲେଙ୍ଗାନା ଶାମସାବାଦ ଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରିଛି। ତେଲେଙ୍ଗାନା ପୁଲିସର ଏଭଳି ପଦକ୍ଷେପକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ରାଜ୍ୟର ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ଦେଇଛନ୍ତି। ପ୍ରତାପ ଜେନା…

ଅଜିତ ପୱାରଙ୍କୁ କ୍ଲିନଚିଟ୍‌

ମୁମ୍ବାଇ: ଏନସିପି ନେତା ଅଜିତ ପାଓ୍ବାରଙ୍କୁ ମହାରାଷ୍ଟ୍ରର ବହୁ ଚର୍ଚ୍ଚିତ ଜଳସେଚନ ବିଭାଗ ଦୁର୍ନୀତିରେ କ୍ଳିନଚିଟ୍‌ ମିଳିଛି। ଅଜିତଙ୍କୁ ଏହି କ୍ଲିନ୍‌ଚିଟ୍‌ ରାଜ୍ୟର ଆଣ୍ଟି କରପ୍‌ସନ ବ୍ୟୁରୋ(ଏସିବି) କ୍ଲିନଚିଟ୍‌ ଦେଇଛି। ଯାହାଫଳରେ ସେ ଏହି ଅଭିଯୋଗରୁ ମୁକ୍ତ ହୋଇଯାଇଛନ୍ତି। ଗତ ନଭେମ୍ବର ୨୭ରେ…

ଭୁଲ ଚାଲାଣ କାଟିଥିଲେ ଟଙ୍କା ଫେରସ୍ତ…

ଭୁବନେଶ୍ୱର:  ଟ୍ରାଫିକ ନିୟମ କଡ଼ାକଡ଼ି ହେବା ପରେ ରାଜ୍ୟରେ ବାଇକ ଓ କାର ଚାଳକ ଭୟଭୀତ ହୋଇପଡ଼ିଥିବାବେଳେ ଲୋକମାନେ ସଚେତନ ହେଉଥିବା ଦେଖିବାକୁ ମିଳିଛି। ତେବେ କେତେକ କ୍ଷେତ୍ରରେ ଚାଲାଣ କାଟିବାରେ ତ୍ରୁଟି ପରିଲକ୍ଷିତ ହେବାର ନଜିର ରହିଛି । କେତେବେଳେ କାର ଚାଳକଙ୍କ ଠାରୁ ହେଲମେଟ ପିନ୍ଧିନଥିବାରୁ…

ବାଣୀବିହାର ଆସିବେ ରାଷ୍ଟ୍ରପତି, ଚାଲିଛି…

ଭୁବ‌ନେଶ୍ବର: ଆସନ୍ତା ୮ ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହା ପୂର୍ବରୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ, ଆଲୁମିନି ଆସୋସିଏସନ୍‌ ଓ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ବସୁଛି ଘନଘନ ବୈଠକ । ଗତ ୨ ତାରିଖରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା…

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର:…

ନୂଆଦିଲ୍ଲୀ: ଆଜି ପୁଲିସ ଭୋର ୩ଟା ସମୟରେ ତେଲେଙ୍ଗାନା ଶାମସାବାଦ ଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରିଛି। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ଏନ୍‌କାଉଣ୍ଟରକୁ ନେଇ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ପ୍ରତିକ୍ରିୟା ଦେଇଛନ୍ତି। ପୁଲିସ୍‌ର ଏଭଳି ଏନକାଉଣ୍ଟର ପାଇଁ…

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ…

ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ୟାମ ସାଗର ସାଏଙ୍କ ସରକାରୀ ବାସଭବନ ସମେତ ୪ଟିସ୍ଥାନରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରିଛି। ଶ୍ୟାମ ସାଗର ସାଏଙ୍କ ନାମରେ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରୁ ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇଥିବା ବଳରେ ଆଜି…