Odisha Link
Bridging the Missing Links in Odisha
Daily Archives

December 14, 2019

ନବ ଦମ୍ପତି ପିନ୍ଧିଲେ ପିଆଜ-ରସୁଣ ମାଳ,…

ବାରଣାସୀ: ସାରା ଦେଶରେ ପିଆଜକୁ ନେଇ ଦେଶବାସୀ ଚିନ୍ତାରେ ଥିବାବେଳେ ବାରଣାସୀରେ ଦେଖିବାକୁ ମିଳିଛି ଏକ ଦୃଶ୍ୟ। ନବଦମ୍ପତି ବିବାହ ବେଦିରେ ପିଆଜ ମାଳ ପକାଇବା ଫଟୋ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। କେବଳ ପିଆଜ ମାଳ ପକାଇବା ଦୃଶ୍ୟ ଦେଖିବାକୁ ମିଳିନଥିଲା ଏଥିସହିତ ଆସୁଥିବା ଅତିଥି ନବଦମ୍ପତ୍ତିଙ୍କୁ…

ଆସନ୍ତାକାଲିଠୁ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା…

ଭୁବନେଶ୍ବର: ଆସନ୍ତାକାଲିଠାରୁ ଜାତୀୟ ରାଜପଥର ସବୁ ଟୋଲଗେଟ୍ ରେ ଗାଡି ଲାଗି ଫାଷ୍ଟ ଟ୍ୟାଗ୍ ବାଧ୍ୟତାମୂଳକ ହେବ। ଡିସେମ୍ବର ୧ତାରିଖରୁ ଏହା ଲାଗୁ ହେବାର ଥିଲା ତେବେ ପରେ ଏହାକୁ ଡିସେମ୍ବର ୧୫ତାରିଖକୁ ଘୁଞ୍ଚାଇ ଦିଆ ଯାଇଥିଲା। ଟୋଲଗେଟରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର…

ନୀତୀଶ-ପ୍ରଶାନ୍ତ କୁମାର ସାକ୍ଷାତକାର…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲକୁ ନେଇ ଜେଡିୟୁରେ ଫାଟ ସୃଷ୍ଟି ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଛି। ସିଏବିକୁ ସଂସଦର ଉଭୟ ଗୃହରେ ସମର୍ଥନ କରିଛି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧେୟକକୁ ସମର୍ଥନ କରିବା ନେଇ ଦଳର ଉପସଭାପତି ତଥା…

ଦିଲ୍ଲୀର ମୁଣ୍ଡକାରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ। କିଛି ଦିନ ତଳେ ଦିଲ୍ଲୀର ଏକ ଧାନ ମଣ୍ଡିରେ ଅଗ୍ନିକାଣ୍ଡ ଯୋଗୁଁ ୪୫ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଆଜି ପୁଣି ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ସୂଚନା ପାଇ ନିଆଁ ଲିଭାଇବାକୁ ୧୨ଟି ଦମକଳ…

ଇଞ୍ଜେକସନ ନମିଳିବାରୁ ଧାରଣାରେ ବସିଲେ…

ରାଉରକେଲା: ରାଉରକେଲାର ସରକାରୀ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକସନ ନମିଳିବାରୁ ରୋଗୀଙ୍କ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଛଥିବା ଭଳି ଅଭିଯୋଗ ଆଜି ସାମ୍ନାକୁ ଆସିଛି। ଏଭଳି ଏକ ଅଭାବନୀୟ ଘଟଣା ରାଉରକେଲାରେ ଘଟିଥିବା ଜଣାପଡ଼ିଛି। ହସ୍ପିଟାଲ ସମ୍ମୁଖରେ ପ୍ରାୟ ୫୦ ରୁ ଅଧିକ ରୋଗୀ ଓ ରୋଗୀ ସମ୍ପର୍କୀୟ…

୫ ରାଜ୍ୟକୁ ଚେତାବନୀ ଦେଲା ଗୃହ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଦେଶର ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ହିଂସା ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ହିଂସା, ଉତ୍ତେଜନା ଓ ଅଶାନ୍ତ ବାତାବରଣ ଲାଗି ରହିଥିବାବେଳେ ଏବେ ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସଂସଦର ଉଭୟ ଗୃହରେ…

ଭୁବନେଶ୍ବରରେ ରିଜର୍ଭ ବ୍ୟାଙ୍କ ବୋର୍ଡର…

ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ରିଜର୍ଭ ବ୍ୟାଙ୍କର ୫୮୦ତମ କେନ୍ଦ୍ରୀୟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅର୍ଥନୀତିର ସାମ୍ପ୍ରତିକ ସ୍ଥିତି, ଦେଶ ଭିତରେ ଏବଂ ବାହ୍ୟ ଜଗତରୁ ରହିଥିବା ଆହ୍ବାନଗୁଡ଼ିକ ବିଷୟରେ ସମୀକ୍ଷା…

ମେକ୍ ଇନ୍ ଓଡ଼ିଶା ଷ୍ଟାର୍ଟଅପ୍‌ ତାଲିକାରେ…

ଭୁବନେଶ୍ବର: ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଓଡିଶାକୁ ମିଳିଛି ଆଉ ଏକ ସଫଳତା ମିଳିଛି। ଜାତୀୟ ସ୍ତରରେ ୨୦୧୮ ମସିହା ପାଇଁ ‌ଷ୍ଟାର୍ଟ ଅପ୍ ତାଲିକାରେ ଶୀର୍ଷରେ ରହିଛି ଓଡ଼ିଶା । ୨୦୧୫-୧୬ ତୁଳନାରେ ୨୦୧୭-୧୮ରେ ଓଡ଼ିଶାରେ ଷ୍ଟାର୍ଟଅପ୍ ଉଦ୍ୟୋଗ ଆରମ୍ଭ କରିବାରେ ୮୪% ବୃଦ୍ଧି ଘଟି ଥିବା ବେଳେ ଜାତୀୟ…

ଏଡ୍‌ସ ଆକ୍ରାନ୍ତ ପ୍ରସୂତିଙ୍କୁ ଅବହେଳା

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଜଣେ ଏଡସ ଆକ୍ରାନ୍ତ ପ୍ରସୂତୀଙ୍କୁ ସରକାରୀ ଚିକିତ୍ସା ଦିଆ ନ ଯିବାରୁ ତାଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁକୁ ନେଇ ସେ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁର ଅଞ୍ଚଳର ଜଣେ ଏଡସ ଆକ୍ରାନ୍ତ ପ୍ରସୂତୀ ଦୁଇ ଦିନ…

ଚିତ୍ରକୋଣ୍ଡାରେ ଉଡ଼ିଲା ତ୍ରିରଙ୍ଗା

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଉଡ଼ିଲା ତ୍ରିରଙ୍ଗା। ଏହି ଅଞ୍ଚଳରେ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ ପ୍ରଶାସନ ସବୁବେଳେ ଭୟ କରୁଥିଲା। ତେଣୁ ସେଠାରେ ତ୍ରିରଙ୍ଗା ବଦଳରେ ନକ୍ସଲଙ୍କ କଳା ରଙ୍ଗର ପତାକା ଉଡୁଥିଲା। ଗତକାଲି ସେହି ଅଞ୍ଚଳରେ ପ୍ରଥମ ଥର ପାଇଁ…