Odisha Link
Bridging the Missing Links in Odisha

ଏହି କାରଣରୁ ବନ୍ଦ ରହିବ ଭିତରକନିକା

ଭୁବନେଶ୍ବର: ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଏହା ଡିସେମ୍ୱର ୨୬ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟରେ ଅଧିକ ବଉଳା କୁମ୍ଭୀର ଉପରକୁ ଆସୁଥାଏ ଯାହାଫଳରେ କୁମ୍ଭୀର ଗଣନାରେ ସୁବିଧା ହୋଇଥାଏ ।

ଯନ୍ତ୍ର ଚାଳିତ ବୋଟ ଯୋଗୁଁ ଗଣନା କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ ବୋଲି ବନବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । କୁମ୍ଭୀର ବିଷାରଦ ଡ. ସୁଧାକରଙ୍କ ନେତୃତ୍ୱରେ ଏହି ଗଣନା ପ୍ରକ୍ରିୟା ଜାରି ରହିବ।

Comments are closed.