Odisha Link
Bridging the Missing Links in Odisha
Daily Archives

January 24, 2020

କୃଷି ଓ ଗୋପାଳନ ଭାରତର ଅର୍ଥନୀତି ଓ…

ଭୁବନେଶ୍ବର: କୃଷି ଓ ଗୋପାଳନ ଭାରତର ଅର୍ଥନୀତି ଓ ସଂସ୍କୃତିର ଆଧାର। କୃଷି ଓ କୃଷକର ବିକାଶ ହିଁ ଦେଶର ତଥା ରାଜ୍ୟର ବିକାଶ । ଏଣୁ ଏହି କ୍ଷେତ୍ର ଅଗ୍ରାଧିକାର ପାଇବା ଦରକାର । ସୁଖର କଥା କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି କ୍ଷେତ୍ର ପାଇଁ ଅନେକଗୁଡ଼ିଏ ସକାରାତ୍ମକ…

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା…

ଭୁବନେଶ୍ବର: ଚଳିତବର୍ଷ ‘ପ୍ରଗତି’ର ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପର ସମୀକ୍ଷା କରି ଏହି ପ୍ରକଳ୍ପକୁ ଗତିଶୀଳ କରିବା ପାଇଁ ପଦକ୍ଷେପ ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।…

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର କାର୍ଯ୍ୟ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮୯ କିଲୋମିଟର ଦୈର୍ଘ୍ୟବିଶିଷ୍ଟ ଓଡ଼ିଶାର ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କ‌ାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ବୁଧବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ‘ପ୍ରଗତି’ ବୈଠକରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପ ସଂପର୍କରେ ଟିକିନିଖି ତଥ୍ୟ ଜାଣିବାକୁ…

ସନୀଙ୍କ ସହ କାମ କରିପାରନ୍ତି ଅସୀମ!

ମୁମ୍ବାଇ : ବିଗବସ ୧୩ ର ଫାଇନାଲ ପାଖେଇ ଆସିଲାଣି । ଶୋ' ଟି ହିଟ ହେବା ସହ ଲୋକଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛି । ପ୍ରତିଯୋଗୀ ଆସୀମ ନିଜ ଚରିତ୍ରକୁ ନେଇ ବେଶ୍ ଚର୍ଚ୍ଚା ରହିଛନ୍ତି । ତେବେ ଆସୀମଙ୍କର ରାଗତ କେବେ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ଶତ୍ରୁତା ଦେଖିବାକୁ ମିଳିଥାଏ । ସୂଚନା ଅନୁଯାୟୀ ବିଗ୍‌…

ଘରୁ ଡାକି ଜାଳିଦେଲେ

ଭଞ୍ଜନଗର: ଘରୁ ଡାକି ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ଜାଳିଦେଲେ ଦୁଇ ଦୁର୍ବୃତ୍ତ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଧୁମୁଛାଇ ଗାଁରେ। ପୂର୍ବ ଶତ୍ରୁତାରୁ ନେଇ ଏପରି ଘଟଣା ଘଟିଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଜଳିଯାଇଥିବା ଯୁବକଙ୍କ ନାମ ସନ୍ତୋଷ ନାୟକ।…

ମହାରାଷ୍ଟ୍ର: ଫୋନ ଟ୍ୟାପିଂ ରାଜନୀତି,…

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ବର୍ତ୍ତମାନର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଫୋନ ଟ୍ୟାପିଂ ହୋଇଥିବା ନେଇ ସନ୍ଦେହ କରିଛନ୍ତି ମହାରାଷ୍ଟ୍ର ସରକାର। ଫୋନ ଟ୍ୟାପିଂ ଅଭିଯୋଗ ଆସିବା ପରେ ଶାସକ…

ପରଲୋକରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ…

ଭୁବନେଶ୍ବର : ଆରପାରିରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତ। ଆଜି ଭୁବନେଶ୍ୱରଠାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସେ ଧାମନଗର ବିଧାନସଭା ଆସନରୁ ୩ ଥର ରାଜ୍ୟ ବିଧାନଭାକୁ ନିର୍ବା​ଚ‌ିତ ହୋଇଥିଲେ।​‌ ଜଗନ୍ନାଥ ରାଉତ ୧୯୮୦, ୧୯୮୫ ଏବଂ…

ଚର୍ଚ୍ଚାରେ ଅମୃତସରର ଶିକ୍ଷକ, ତିଆରି କଲେ…

ନୂଆଦିଲ୍ଲୀ: ଆଉ ଦିନକ ପରେ ସାରା ଦେଶ ପାଳନ କରିବ ୭୧ ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ଏହି ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ଅମୃତସରର ଜଣେ ସରକାରୀ ସ୍କୁଲର ଶିକ୍ଷକ ଅଭିନବ ଉପାୟରେ ତିଆରି କରିଛନ୍ତି ଜାତୀୟ ପତାକା। ଏହି ଶିକ୍ଷକ ଜଣକ ହେଉଛନ୍ତି ପଞ୍ଜାବର ବଲଜିନ୍ଦର ସିଂ।…

ଜୀବନରେ ସଫଳତାର ଯାତ୍ରା ଆଧ୍ୟାତ୍ମିକ…

ଭୁବନେଶ୍ବର: ରାମକୃଷ୍ଣ ମଠ ଓ ମିଶନର ଶତବାର୍ଷିକ କାର୍ଯ୍ୟକ୍ରମ ଆଜି ଭୁବନେଶ୍ବରରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ ଯୋଗ ଦେଇ କହିଛନ୍ତି ଯେ, ସ୍ବାମୀ ବ୍ରହ୍ମାନନ୍ଦଜୀ ଭୁବନେଶ୍ଵରରେ ଏହି ମିଶନ ପ୍ରତିଷ୍ଠା କରି ଏହାକୁ ଏକ ସୁନ୍ଦର ଆଧ୍ୟାତ୍ମିକ କେନ୍ଦ୍ରରେ…

ବଲିଉଡରେ ରାଜନୀତିର ଝଡ଼

ମୁମ୍ବାଇ : ବଲିଉଡର ଅନେକ ସେଲିବ୍ରେଟି ସିନେମା କ୍ୟାରିର ପରେ ରାଜନୀତିରେ ପାଦ ଦେଇଥାନ୍ତି । ଏବେ ବଲିଉଡର ଦୁଇ ଅଭିନେତା ନସିରୁଦ୍ଦିନ୍ ଶାହା ଏବଂ ଅନୁପମ ଖେର ପରସ୍ପରକୁ ଟକ୍କର ଦେବେ । ଏହି ଦୁଇଜଣ କଳାକାର ଏକାସାଙ୍ଗରେ କାମ ବି କରିଛନ୍ତି । ଏବେ ରାଜନୀତି ପାଇଁ ପରସ୍ପରର ବିରୋଧି ହୋଇଛନ୍ତି।…