୩ୟ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ
ହାମିଲଟନ୍: ଆଜି ହାମିଲଟନରେ ମୁହାଁମୁହିଁ ହେବ ଭାରତ-ନ୍ୟୁଜିଲାଣ୍ଡ। ତୃତୀୟ ଟି-୨୦ରେ ଟସ୍ ଜିତି ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ଫିଲଡିଂ କରିବାର ନିଷ୍ପତ୍ତି ନେଇଛି। ଫଳରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାାଟିଂ କରିବ। ଭାରତୀୟ ଦଳ ଆଜିର ମ୍ୟାଚରେ ଅପରବର୍ତ୍ତିତ ଟିମ୍ ନେଇ ମଇଦାନକୁ ଓହ୍ଲାଇଛି।…