Odisha Link
Bridging the Missing Links in Odisha
Daily Archives

February 1, 2020

ବଜେଟ ୨୦୨୦: ରେକର୍ଡ କଲେ ନିର୍ମଳା…

ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୦-୨୧ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କଲେ ପୂର୍ଣ୍ଣାଙ୍ଗ ବଜେଟ। ଏଥିସହିତ ନିଜ ନାମରେ ନୂଆ କିର୍ତ୍ତୀମାନ କରିଛନ୍ତି ଅର୍ଥମନ୍ତ୍ରୀ। ସେ ଦୀର୍ଘ ଦୁଇ ଘଣ୍ଟା ୪୧ ମିନିଟ୍‌ ଧରି ଦେଶବାସୀଙ୍କ ପାଇଁ ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡ଼ିକ ସମ୍ପର୍କରେ ସୂଚନା…

କଙ୍ଗନାଙ୍କ ଜୀବନୀକୁ ନେଇ ନିର୍ମାଣ ହେବ…

 ମୁମ୍ବଇ : ବଲିଉଡରେ ଗୋଟେ ପରେ ଗୋଟେ ବାୟୋପିକ ପ୍ରସ୍ତୁତ ହେଉଛି । ନିକଟରେ ଅଭିନେତ୍ରୀ କଙ୍ଗନା ରାଣାୱତ ଅଭିନୀତ ସିନେମା ପଙ୍ଗ ଏକ ଜୀବନ ଶୈଳି ଉପରେ ଆଧାରିତ ହୋଇଛି ।ତେବେ ଖୁବ୍ ଶୀଘ୍ର କଙ୍ଗନାଙ୍କ ଜୀବନୀକୁ ନେଇ ଖୁବ୍ ଶୀଘ୍ର ସିନେମା ନିର୍ମାଣ ହେବାକୁ ଯାଉଛି । ମୁମ୍ବାଇରେ ଆୟୋଜିତ ଏକ ଇଭେଣ୍ଟରେ…

ହାପି ବାର୍ଥ ଡେ ବ୍ରହ୍ମାନନ୍ଦମ୍‌

ମୁମ୍ବାଇ : ଦକ୍ଷିଣ ଭାରତୀୟ ସିନେ ଜଗତର ହାସ୍ୟ କଳାକାର ବ୍ରହ୍ମାନନ୍ଦମ୍‌ ଙ୍କ ଆଜି ଜନ୍ମ ଦିନ । ସେ ଆଜି ୬୩ତମ ବୟସରେ ପାଦ ଦେଇଛନ୍ତି । ବ୍ରହ୍ମାନନ୍ଦମ୍‌ ୧ ଫେବୃୟାରୀ ୧୯୫୬ରେ ଆନ୍ଧ୍ରପ୍ରଦେଶ ଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୭ ମସିହାରେ ତେଲଗୁ ସିନେମାରେ ଡେବ୍ୟୁ କରିଥିଲେ । ବ୍ରହ୍ମାନନ୍ଦମ୍‌…

ବଜେଟ ୨୦୨୦: ଟିକସ ଛାଡରେ ବଡ ରିହାତି

ନୂଆଦିଲ୍ଲୀ: ଆଜିର ବଜେଟରେ ଟିକସ ଛାଡ ଉପରେ ଏକ ବଡ ଘୋଷଣା କରଛନ୍ତି କେନ୍ଦ୍ର ସରକାର। ପୂର୍ବପରି ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଟିକସ ଛାଡ଼ କରିଛନ୍ତି। ଅନ୍ୟପଟେ ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କା ବାର୍ଷିକ ଆୟ ପାଇଁ ୧୦% ଆୟକର ଦେବାକୁ ପଡ଼ିବ। ସେହିପରି ବାର୍ଷିକ ଆୟ ୭.୫ ଲକ୍ଷରୁ ୧୦ ଲକ୍ଷ…

ରାସ୍ତା ନିର୍ମାଣକୁ ଲାଲ ବାହିନୀର ବିରୋଧ,…

ଲାଞ୍ଜିଗଡ: ଲାଞ୍ଜିଗଡରେ ମାଓବାଦୀଙ୍କ ଗତିବିଧି ଦିନକୁ ଦିନ ବୃଦ୍ଧି ପାଉଛି। ଲାଞ୍ଜିଗଡ ବ୍ଲକରେ ହେଉଥିବା ଅନେକ ଗୁଡିଏ ବିକାଶ ମୂଳକ କାର୍ଯ୍ୟକୁ ଲାଲ ବାହିନୀ ପକ୍ଷରୁ ବିରୋଧ କରାଯାଉଛି। ବ୍ଲକରେ ୩୦ରୁ ଉର୍ଦ୍ଧ୍ବ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ହେଉଥିବା ବେଳେ ନିୟମଗିରି ଅଞ୍ଚଳରେ ହେଉଥିବା…

ବଜେଟ ୨୦୨୦: ପରିବହନ କ୍ଷେତ୍ରକୁ ୧.୭୦…

ନୂଆଦିଲ୍ଲୀ: ଚଳିତ ବଜେଟରେ କେନ୍ଦ୍ର ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବେଶ୍‌ ଗୁରୁତ୍ବ ଦେଇଛନ୍ତି। ଦେଶର ସଡ଼କ ଓ ପରିବହନ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ବଜେଟରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହା ଅଧୀନରେ ଆଧୁନିକ…

ଡିସ୍କଭରୀ ଚ୍ୟାନେଲ୍‌ରେ ବିରାଟ-ଦୀପିକା

ମୁମ୍ବାଇ : ଡିସ୍କଭରୀ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଟିଭି ଶୋ 'ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ' ଲୋକ ପ୍ରିୟତା ହାସଲ କରିଛି । ଦର୍ଶକଙ୍କର ଏହି ଶୋ ପ୍ରତି ଉତ୍ସାହ ବଢ଼ିବାରେ ଲାଗିଛି । କିଛି ମାସ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଶୋରେ ଦେଖିବାକୁ ମିଳିଥିଲା । ଏହା ପରେ…

ମିଳିଲା ବରଯାତ୍ରୀଙ୍କ ମୃତଦେହ

ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବେଲଦା ରଘୁପତିବିନ୍ଧା ଗ୍ରାମ ନିକଟସ୍ଥ ନୟନଯୋରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଯାଜପୁର ଜିଲ୍ଲା ଅଞ୍ଚଳରେ ରାକେଶ ପଣ୍ଡା ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଗତକାଲି ରାତିରେ ଯାଜପୁର ଜିଲ୍ଲାରୁ ଏକ ବରଯାତ୍ରୀରେ ରାକେଶ…

ବଜେଟ ୨୦୨୦: ଲଦାଖ ପାଇଁ ୫୯୫୮ କୋଟି…

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟରେ ୫୯୫୮ କୋଟି ଟଙ୍କା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଦାଖର ବିକାଶ ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି। ସଂସଦରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ…

ମହିଳାଙ୍କ ଅଧା ପୋତା ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଆଳିଜଙ୍ଗା ଗାଁର ଅଶ୍ରୁଖଳା ଜୋର ନିକଟ ବୁଦା ମୂଳରୁ ଜଣେ ମହିଳାଙ୍କ ଅଧା ପୋତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଜଣାପଡ଼ି ନାହିଁ। ତାଙ୍କ ଘର ବିହାରରେ। ସେ ଆଳିଜଙ୍ଗାରେ ପ୍ରାୟ ପାଞ୍ଚ ମାସ ହେବ ଏକ ଭଡ଼ା ଘରେ ରହୁଥିଲେ। ତାଙ୍କ…