Odisha Link
Bridging the Missing Links in Odisha
Daily Archives

February 1, 2020

ନିର୍ଭୟା ମାମଲାର ଜରୁରୀ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ନିର୍ଭୟା ମାମଲାର ଜରୁରୀ ଶୁଣାଣି ହେବାକୁ ଯାଉଛି। ଏନେଇ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନ ଉପରେ ଶୁଣାଣି କରାଯିବ। ଆଜି ଆଉ କିଛି ସମୟ ପରେ ଶୁଣାଣି କରିବେ ହାଇକୋର୍ଟ। ତଳ କୋର୍ଟଙ୍କ ଚାଲେଂଜ କରିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ। ଡେଥ୍‌ ଓ୍ବାରେଣ୍ଟ ଉପରେ…

ରୋହିତ ଶେଟ୍ଟୀଙ୍କ ସହ କାମ କରିବେ ଏହି…

ମୁମ୍ବାଇ : ବଲିଉଡର ସୁପରଷ୍ଟାର ଜ୍ୟାକି ଶ୍ରଫ୍‌ଙ୍କ ଆଜି ଜନ୍ମ ଦିନ । ୬୩ବର୍ଷ ବୟସରେ ପାଦ ଦେଇଛନ୍ତି ଜ୍ୟାକି । ସେ ୧ଫେବୃୟାରୀ ୧୯୫୭ ମସିହାରେ ମୁମ୍ବାଇ ଠାରେ ଜନ୍ମ ଗ୍ରହଣ କରିଛନ୍ତି । ଜ୍ୟାକି ସ୍ବାମୀ ଦାଦ ସିନେମା ଜରିଆରେ ୧୯୮୨ ମସିହାରେ ବଲିଉଡରେ ପାଦ ଦେଇଥିଲେ । ସେ ହିନ୍ଦି ସିନେମା ବ୍ୟତିତ…

ନିର୍ଭୟା ମାମଲା: ରାଜକ୍ଷମା ଆବେଦନ କଲା…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ଅକ୍ଷୟ ଠାକୁର ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ଅନ୍ୟତମ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଆଜି ହିଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଛନ୍ତି। ସୂଚନାଯୋଗ୍ୟ,ଆଜି ହିଁ ନିର୍ଭୟା ମାମଲାର ୪…

ବଜେଟ ଅଭିଭାଷଣ: ୧୩୨ ଥର ଏହି ଶବ୍ଦ କହିଲେ…

ନୂଆଦିଲ୍ଲୀ: ଆଜି ମୋଦି-୨ ସରକାରର ପ୍ରଥମ ସାଧାରଣ ବଜେଟ୍‌ ଉପସ୍ଥାପିତ ହୋଇଯାଇଛି। ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଦୀର୍ଘ ଦୁଇ ଘଣ୍ଟା ୪୧ ମିନିଟ୍‌ ଧରି ଦେଶବାସୀଙ୍କ ପାଇଁ ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହିତ…

୫ ଦଫା ଦାବି ନେଇ ଧାରଣା

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ପଣ୍ଡାଳମ ସେବା ସମବାୟ ସମିତିର ମ୍ୟାନେଜମେଣ୍ଟ ବୋର୍ଡର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ ତଥା ୫ ଦଫା ଦାବି ନେଇ ବୋର୍ଡର ସଦସ୍ୟ ଓ ଶତାଧିକ ଗ୍ରାମବାସୀ ବାଙ୍କୀ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି। ଯେ…

ବଲାଙ୍ଗିର ରେଲୱେ ଷ୍ଟେସନରୁ ମୃତ ଦେହ…

ବଲାଙ୍ଗିର : ବଲାଙ୍ଗିର ରେଲୱେ ଷ୍ଟେସନର ୧ ନମ୍ୱର ପ୍ଲାଟଫର୍ମ ଠାରେ ଥିବା ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଙ୍କ ନାଁ ସୁମନ ମଣ୍ଡଳ । ତାଙ୍କ ଘର ପଶ୍ଚିମବଙ୍ଗର ଭରତପୁରରେ। ସେ ଓ ତାଙ୍କର ୪ ଜଣ ସାଙ୍ଗ ଏକ ବାହାଘର ଉତ୍ସବରେ ଯୋଗ ଦେବା ପାଇଁ ବଲାଙ୍ଗିର ଆସିଥିଲେ। ଆଜି ସେମାନେ…

ବଜେଟ ୨୦୨୦: କେଉଁ କ୍ଷେତ୍ରକୁ କେତେ…

ନୂଆଦିଲ୍ଲୀ: ଆଜି ମୋଦି-୨ ସରକାରର ପ୍ରଥମ ସାଧାରଣ ବଜେଟ୍‌ ଉପସ୍ଥାପିତ ହୋଇଯାଇଛି। ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଦୀର୍ଘ ଦୁଇ ଘଣ୍ଟା ୪୧ ମିନିଟ୍‌ ଧରି ଦେଶବାସୀଙ୍କ ପାଇଁ ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ବଜେଟରେ…

ବଜେଟ ୨୦୨୦: ବ୍ୟାଙ୍କ ଜମା ଉପରେ ୫ ଲକ୍ଷ…

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ରେ ସୁଧାର ଆଣିବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବରୁ ବ୍ୟାଙ୍କ୍‌ ଜମାକାରୀଙ୍କ ଆକାଉଣ୍ଟ୍‌ ସୁରକ୍ଷା ପାଇଁ ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ ୧ ଲକ୍ଷ ଟଙ୍କା ଥିଲା। ଆଜିର ବଜେଟ୍‌ରେ ଏହି ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସକୁ…

ଇତିହାସର ସବୁଠାରୁ ଲମ୍ବା ବଜେଟ ଭାଷଣ…

ନୂଆଦିଲ୍ଲୀ: ଆଜି ମୋଦି-୨ ସରକାରର ପ୍ରଥମ ସାଧାରଣ ବଜେଟ୍‌ ଉପସ୍ଥାପିତ ହୋଇଯାଇଛି। ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଦୀର୍ଘ ଦୁଇ ଘଣ୍ଟା ୪୧ ମିନିଟ୍‌ ଧରି ଦେଶବାସୀଙ୍କ ପାଇଁ ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଆଉ…

କଟକ ସହରର ଅଧିକ ସୌନ୍ଦର୍ଯ୍ୟକରଣ କରାଯିବ…

ଭୁବନେଶ୍ୱର : ପୂର୍ବାହ୍ନରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ କଟକ ସହରର ଅଧିକ ସୌନ୍ଦର୍ଯ୍ୟକରଣ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକର ମୁଖ୍ୟ ରାସ୍ତାଗୁଡ଼ିକ ଯଥା-ମଧୁ ପାଟଣାଠାରୁ ବାଦାମବାଡ଼ି ରାସ୍ତା, କଟକ…