Odisha Link
Bridging the Missing Links in Odisha
Daily Archives

February 19, 2020

୨୬/୧୧ ଆକ୍ରମଣକୁ ହିନ୍ଦୁ ଆତଙ୍କବାଦ ରୂପ…

ନୂଆଦିଲ୍ଲୀ: ମୁମ୍ବାଇ ୨୬/୧୧ ଆକ୍ରମଣରେ ଧରା ପଡ଼ିଥିବା ଆତଙ୍କବାଦୀ ଅଜମଲ ଆମୀର କସାବକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ତତ୍କାଳୀନ ମୁମ୍ବାଇ ପୁଲିସ୍‌ କମିଶନର ରାକେଶ ମାରିଆ। କସାବକୁ ପାକିସ୍ତାନ ହିନ୍ଦୁ ଆତଙ୍କବାଦୀ ସଜାଇ ମାରିବାକୁ ପ୍ରୟାସ କରିଥିଲା ଲସ୍କର-ଇ-ତାଏବା। ଏପରି କି ମୁମ୍ବାଇ ଆକ୍ରମଣକୁ…

ଶ୍ରୀରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ବୈଠକ…

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଗଠିତ ହୋଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହେବ। ଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କ ସମେତ ରାମଜନ୍ମ ଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ…

ମରିଗଲାଣି ମାନବିକତା, ମରିଗଲେ ଯୁବକ

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲାର ୧୬ ଜାତୀୟ ରାଜପଥ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ରାସ୍ତାରେ ପଡ଼ି ଜଣେ ଯୁବକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେଠାରେ ଭିଡ଼ ଜମାଇଥିବା ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ବଦଳରେ ନିଜ ନିଜ ମୋବାଇଲ୍ ଫୋନ୍‌ରେ ଫଟୋ ଉଠାଉଥିବା ଦେଖିବାକୁ…

ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାମୁହିଁ: ୩…

ଜାମ୍ମୁ: ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲାର ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୩ ଆତଙ୍କୀ ନିହତ ହୋଇଛନ୍ତି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ନିହତ ଆତଙ୍କବାଦୀମାନେ ଅନ୍‌ସାର ଗଜୱା ଅଲ୍‌…

ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଭଗବାନ ମାନି…

ନୂଆଦିଲ୍ଲୀ: ଆସନ୍ତା ୨୪ରେ ୨ଦିନିଆ ଗସ୍ତରେ ଭାରତ ଗସ୍ତରେ ଆସିବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍। ଏହାବ୍ୟତୀତ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ମଧ୍ୟ ୨ଦିନିଆ ଗସ୍ତରେ ଭାରତ ଆସିବେ। ଉଭୟେ ଫେବୃଆରୀ ୨୪ ଓ ୨୫ରେ ଭାରତ ଗସ୍ତରେ ଆସିବେ। ଏହି ସମୟରେ ଟ୍ରମ୍ପ ଅହମ୍ମଦାବାଦ, ଦିଲ୍ଲୀ ଓ…

ଅଟୋରୁ ଖସି ୫ ବର୍ଷର ଛାତ୍ର ମୃତ

ବ୍ରହ୍ମପୁର: ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋରୁ ଖସିପଡ଼ି ୫ ବର୍ଷର ଛାତ୍ରର ମୃତ୍ୟୁ ହୋଇଛି। ଦିଗପହଣ୍ଡି ନିକଟ ତିଳେଶ୍ବର ରାମମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ଦିଗପହଣ୍ଡିର ଏକ ଘରୋଇ ସ୍କୁଲକୁ ଯାଉଥିବା ବେଳେ ଏକ ଅଘଟଣ ଘଟିଛି। ପରେ ଦିଗପହଣ୍ଡି ମେଡିକାଲରେ…

ସଂଖ୍ୟାଲଘୁଙ୍କ ପାଇଁ ଧର୍ମେନ୍ଦ୍ରଙ୍କ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭିଙ୍କୁ ପୃଥକ ଭାବେ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜନବିକାଶ…

ପରବର୍ତ୍ତୀ ସମୟରେ ଭାରତ ସହ ବଡ ଧରଣର…

ଓ୍ୱାଶିଂଟନ: ଆସନ୍ତା ୨୪ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ବଡ଼ ଧରଣର ଟ୍ରେଡ ଡିଲ୍ ହୋଇପାରେ ବୋଲାି ଆଶଙ୍କା କରାଯାଉଛି। ଏହାର ଜବାବରେ ଟ୍ରମ୍ପ କହିଛନ୍ତି ଯେ, ଆଗାମୀ ଦିନରେ ଭାରତ ସହିତ ଟ୍ରେଡ ଡିଲ୍…

ଜାଲରେ ପଡ଼ିଲା ସାର୍କ

ବ୍ରହ୍ମପୁର: ଗଞ୍ଜାମର ଗୋପାଳପୁର ସମୁଦ୍ରରେ ମାଛ ଧରୁଥିବା ଧୀବରଙ୍କ ଜାଲରେ ଏକ ବିରାଟ ସାର୍କ ମାଛ ପଡ଼ିଥିଲା। ଜୀବନ୍ତ ଅବସ୍ଥାରେ ଧୀବରମାନେ ତାକୁ ଧରିଥିଲେ। ଏତେ ବଡ଼ ସାର୍କ ମାଛ ଦେଖିବାକୁ କିଛି ସମୟ ଭିଡ଼ ହୋଇଥିଲା। ପରେ କିଛି ମତ୍ସ୍ୟଜୀବୀ ମାଛଟିକୁ ଠେଲି ଠେଲି ସମୁଦ୍ର ଭିତରେ ଛାଡ଼ି ଦେଇଥିଲେ।

କରୋନା ନୁହେଁ ନିମୋନିଆ : ମେଡିକାଲ…

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ପ୍ରାଣଘାତୀ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଖବର ପ୍ରଚାରିତ ହେବା ପରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ହେଲେ ଏପରି ଗୁଜବକୁ ଖଣ୍ଡନ କରି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ଏହା କରୋନା ନୁହେଁ ନିମୋନିଆ। ଚିହ୍ନଟ ହୋଇଥିବା ଭାଇରସ୍‌ ମାରାତ୍ମକ…