Odisha Link
Bridging the Missing Links in Odisha
Daily Archives

February 19, 2020

କାଳିଆ ଓ ପିଏମ କିଷାନ ମିଶ୍ରଣ ନେଇ ଏମିତି…

ଭୁବନେଶ୍ୱର: ଆଜି ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ କାଳିଆ ଓ ପିଏମ କିଷାନ ଯୋଜନାର ମିଶ୍ରଣ ସମ୍ପର୍କରେ ନିଜର ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, କାଳିଆକୁ କେନ୍ଦ୍ରୀୟ ଯୋଜନାର ସାମିଲ କରିବା ପ୍ରସ୍ତାବ ନାହିଁ। ତେବେ ପିଏମ କିଷାନ ଓ କାଳିଆକୁ ମିଶାଇ ୧୦ ହଜାର ମିଳିବ। ପିଏମ କିଷାନରେ ୬ ହଜାର…

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର୍

ଉଦଳା : ଘରୋଇ କଳିକୁ କେନ୍ଦ୍ରକରି ସ୍ତ୍ରୀଙ୍କୁ ସ୍ୱାମୀ ଜଣଙ୍କ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଗୁରୁଡି ଗାଁରେ। ମୃତ ମହିଳାଙ୍କ ନାମ ଜିରେ ସାଏ। ଅଭିଯୁକ୍ତ ସ୍ବାମୀ ଗୁରା ସାଏ ଫେରାର ଅଛି। ସୂଚନା ଅନୁଯାୟୀ,ଅଭିଯୁକ୍ତ ଗୁରା ଦୁଇଟି…

ଟ୍ରମ୍ପ କ’ଣ ଭଗବାନ କି?, ତାଙ୍କୁ…

ନୂଆଦିଲ୍ଲୀ: ଆସନ୍ତା ୨୪ ଓ ୨୫ରେ ଆମେରିକା ରାଷ୍ଟ୍ରପତି ଡ୍ରୋନାଳ୍ଡ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସୁଛନ୍ତି। ଏହାକୁ ନେଇ କଂଗ୍ରେସ ପ୍ରଶ୍ନ କରିଛି। କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ଟ୍ରମ୍ପଙ୍କ ଭାରତଗସ୍ତକୁ ନେଇ କହିଛନ୍ତି ଯେ, ନିଜର ସୁବିଧା ପାଇଁ ଟ୍ରମ୍ପ ଭାରତ ଆସୁଛନ୍ତି। ଟ୍ରମ୍ପ ଭାରତର ସୁବିଧା…

ଖୋଲା ଆକାଶ ତଳେ ୯୦ ସ୍କୁଲ୍ !

ଭୁବନେଶ୍ବର: ଖୋଲା ଆକାଶ ତଳେ ଚାଲିଛି ରାଜ୍ୟର ୯୦ଟି ସ୍କୁଲ୍। ଆଜି ବିଧାନସଭାରେ ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ସରକାରର ସ୍କୁଲ୍‌ ସ୍ଥିତି ନେଇ ଚକିତକାରୀ ତଥ୍ୟ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ରାଜ୍ୟର ୯୦ଟି ପ୍ରାଥମିକ ସ୍କୁଲରେ ଆଦୌ ଶ୍ରେଣୀଗୃହ ନାହିଁ। ୧୫୫ଟି ସ୍କୁଲ୍‌ର ନିଜସ୍ବ…

ରାୟଗଡ଼ କୋର୍ଟରେ ପହଞ୍ଚିଲେ ଅନୁପ ସାଏ ଓ…

ରାୟଗଡ଼: ୨୦୧୬ ମାଆ-ଝିଅ ହତ୍ୟାକାଣ୍ଡ ମାମଲାରେ ଉଭୟଙ୍କ ରିମାଣ୍ଡ ଆବେଦନର ଶୁଣାଣୀ କରିବେ କୋର୍ଟ। ନାର୍କୋ ଟେଷ୍ଟ ନେଇ ହୋଇଥିବା ଆବେଦନ ଉପରେ ବି ଶୁଣାଣି ହେବ। ଉଭୟଙ୍କୁ ରିମାଣ୍ଡରେ ନେଇ ସାମନା ସାମନି ଜେରା କରିବ ପୁଲିସ। ହତ୍ୟାକାଣ୍ଡ ନେଇ ଅଧିକ ତଥ୍ୟ ଓଗାଳିବ। ହତ୍ୟାକାଣ୍ଡରେ ତୃତୀୟ ବ୍ୟକ୍ତିର…

ଶ୍ରେଣୀ ଗୃହରେ ଶିକ୍ଷକଙ୍କ ଆତ୍ମହତ୍ୟା

ଚାରିଛକ: ଶ୍ରେଣୀ ଗୃହରେ ଫାଶୀ ଲଗାଇ ଶିକ୍ଷକଙ୍କ ଆତ୍ମହତ୍ୟା। ଆଜି ସକାଳେ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ଅଞ୍ଚଳର ଚାରିଛକସ୍ଥିତ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଜଣେ ଶିକ୍ଷକ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।ଆତ୍ମହତ୍ୟା କରିଥିବା ଶିକ୍ଷକଜଣକ ହେଉଛନ୍ତି ସ୍ଥାନୀୟ ଜାଗେଶ୍ୱର ଗ୍ରାମର…

ଭାରତ ଗସ୍ତରେ ଆସି, ବିଶ୍ବର ସବୁଠୁ ବଡ଼…

ଅହମଦାବାଦ: ଫେବୃୟାରୀ ୨୩ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍। ଭାରତ ଗସ୍ତରେ ଆସି ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍‌ର ଉଦଘାଟନ କରିବେ ଟ୍ରମ୍ପ୍। ଅହମଦାବାଦର ସରର୍ଦ୍ଦାର ବଳ୍ଲଭ ଭାଇ ପଟେଲ୍ ମୋଟେରା ଷ୍ଟାଡିୟମକୁ ବିଶ୍ବର ସବୁଠୁ ବଡ଼ କ୍ରିକେଟ୍…

ନ୍ୟୁଜିଲାଣ୍ଡର ଏହି ଖେଳାଳି ବିରାଟ…

ଓ୍ବେଲିଙ୍ଗଟନ୍: ଶୁକ୍ରବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହା ପୁର୍ବରୁ ଟିମ୍‌ ଇଣ୍ଡିଆ ଟି-୨୦ ସିରିଜ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ଦଳ ଦିନିକିଆ ସିରିଜରେ ବାଜିମାତ କରିଛି। ଏବେ ଦୁଇ ଦଳଙ୍କ ନଜର ଟେଷ୍ଟ ସିରିଜରେ ଉପରେ। ଏହାରି ମଧ୍ୟରେ ଟି-୨୦ ସିରିଜ୍‌ ଓ ଦିନିକିଆ…

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ!

ଭୁବନେଶ୍ବର: ଆଜିଠାରୁ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ତେବେ ମାଟ୍ରିକ୍ ପରୀକ୍ଷା ପାଇଁ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଏବର୍ଷ ପୁଣି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଜୋର…

ଧାନ ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଧାନ ସଂଗ୍ରହକୁ ନେଇ ବିଧାନସଭାରେ ଆଜି ଉଦବେଗ ପ୍ରକାଶ ପାଇଛି। ପ୍ରଶ୍ନକାଳ ଓ ଶୂନ୍ୟକାଳରେ ସବୁ ଦଳର ସଦସ୍ୟମାନେ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି। ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ରୁଲିଂ ଦେଇଛନ୍ତି। ସମସ୍ତ ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲୀ ଭିତିରେ ସମବାୟ ମନ୍ତ୍ରୀ ତୁରନ୍ତ…