Odisha Link
Bridging the Missing Links in Odisha
Daily Archives

March 4, 2020

ଇଗନାଇଟ୍‌ ଫିଲ୍ମ ଫେଷ୍ଟିଭାଲ-୨୦୨୦:…

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତରୀ ପାଳନ ଅବସରରେ ଓଡ଼ିଶାର ଅଗ୍ରଣୀ ପ୍ରଡକ୍ସନ୍‌ ହାଉସ୍‌ 'ସ୍ପର୍ଶ' ପକ୍ଷରୁ ଇଗନାଇଟ୍‌ ଫିଲ୍ମ ଫେଷ୍ଟିଭାଲ-୨୦୨୦ ଆଜି ନୟାପଲ୍ଳୀସ୍ଥିତ ୟୁସିସିଆଇ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନ ଦର୍ଶନ ଉପରେ ଆଧାରିତ ଏହି…

ସାଧାରଣ ଲୋକ ଓ କର୍ମଚାରୀଙ୍କ ଜୀବନକୁ…

ଭୁବନେଶ୍ୱର : ସାଧାରଣ ଲୋକ ଓ କର୍ମଚାରୀମାନଙ୍କ ଜୀବନକୁ ସୁରକ୍ଷିତ କରିବା ଆମ ସମସ୍ତଙ୍କ ପ୍ରାଥମିକତା ହେବା ଦରକାର ବୋଲି ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି । ଆଜି ପୂର୍ବାହ୍ନରେ କୃଷିଭବନ ପ୍ରେକ୍ଷାଳୟରେ ଶକ୍ତି ବିଭାଗ, ଗ୍ରୀଡ଼୍‌କୋ ଏବଂ…

ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲରେ ୨୯…

ଭୁବନେଶ୍ୱର : ଭୁବନେଶ୍ୱରର ଏକ ଅଗ୍ରଣୀ ହସ୍ପିଟାଲ, ବିଆର୍ ଲାଇଫ୍ କଳିଙ୍ଗ୍ ସୁପର ସ୍ପେଶାଲିଟି ହସ୍ପିଟାଲର ଡାକ୍ତରମାନେ ନିକଟରେ ଜଣେ ୨୯ ବର୍ଷୀୟ ବ୍ୟକ୍ତି ଚନ୍ଦ୍ରକାନ୍ତ ଶର୍ମାଙ୍କ ଶରୀରରୁ ୧୨ କେଜିର ବିରଳ ନ୍ୟୁରୋଫାଇବ୍ରୋମାଟୋସିସ୍ ଟାଇପ୍ ୧ ଜେନେଟିକ୍ ଟ୍ୟୁମର୍‌ ବାହାର କରିବା ପାଇଁ ଏକ ବିପଦପୂର୍ଣ୍ଣ…

ଓଡିଶାଭିତ୍ତିକ ଉଦ୍ୟୋଗ କ୍ରିସ୍ ଏଲ୍ଇଡିକୁ…

ଭୁବନେଶ୍ୱର : କ୍ରିସ୍ ଇଣ୍ଡିଜିନିୟସ୍ ଟେକନିକାଲ ଇକ୍ୱିପମେଣ୍ଟ ପ୍ରାଇଭେଟ ଲିମିଟେଡ ଇଣ୍ଡିଆସ୍ ସିଗ୍ନେଚର ବ୍ରାଣ୍ଡସ୍ ୨୦୨୦ ଆଓ୍ବାର୍ଡ ଲାଭ କରିଛି । ଓଡିଶା ଭିତ୍ତିକ ଏହି ଏଲ୍ଇଡି ମାନୁଫାକଚରର କମ୍ପାନୀ ବେଷ୍ଟ ବ୍ରାଣ୍ଡ ଅଫ ଦି ଇୟର ଭାବେ ସମ୍ମାନୀତ ହୋଇଛି । ଗୋଆଠାରେ ଅନୁଷ୍ଠିତ ସ୍ବତନ୍ତ୍ର…

୪୪୯ ଜଣ ଚୁକ୍ତିଭିତ୍ତିକ…

ଭୁବନେଶ୍ୱର: ହାଇସ୍କୁଲ ସ୍ତରରେ ନିଯୁକ୍ତି ପାଇଥିବା ୪୪୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି । ଗତ ୨୦୧୧-୧୨ ଶିକ୍ଷାବର୍ଷରେ ଚୁକ୍ତିଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀ ଭାବେ ସେମାନେ ହାଇସ୍କୁଲ୍‌ରେ…

ନୂଆ ୱେବ୍‌ ସିରିଜରେ ନଜର ଆସୁଛନ୍ତି ମନୋଜ

ଭୁବନେଶ୍ବର:  ଓଲିଉଡର ନାୟକ ଓ ଖଳନାୟକ ହେଉଛନ୍ତି ଅଭିନେତା ମନୋଜ ମିଶ୍ର । ସେ ଓଲିଉଡ୍‌ ବ୍ୟତିତ ବଲିଉଡ୍ ,ଟଲିଉଡ୍‌ ଓ ଭୋଜପୁରୀସିନେମାରେ ମଧ୍ୟ ଅଭିନୟର କରିସାରିଛନ୍ତି । ସେ ଓଡ଼ିଆର ସିନେ ଜଗତରେ ଅନେକ ହିଟ ସିନେମାରେ କାମ କରି ଦର୍ଶକଙ୍କ ମନ କିଣି ସାରିଛନ୍ତି । ମନୋଜଙ୍କର ଆଗକୁ ଏକ ୱେବ୍‌ ସିରିଜ୍…

ବେଆଇନ ମଦ କାରବାରକୁ ନେଇ ଅବକାରୀ ବିଭାଗର…

ମାଲାକାନଗିରି : ମାଲାକାନଗିରି ଜିଲ୍ଲା ବାଲିମେଳା ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଅଶୋକ ସେଠଙ୍କ ନିର୍ଦେଶକ୍ରମେ ଚିତ୍ରକୋଣ୍ଡା ଠାରେ ଆଜି ସକାଳୁ ଏହି ଚୋରା ବିଦେଶୀ ମଦ କାରବାରକୁ ଅବକାରୀ ବିଭାଗ ଚଢ଼ାଉ କରିବାରେ ସକ୍ଷମ ହୋଇଛି । ଏଏସଆଇ ଦିନେଶ କୁମାରଙ୍କ…

ଶ୍ରୀମନ୍ଦିର ଭିତରରେ ପାନ ପିକ ପକାଇଲେ…

ପୁରୀ : ଶ୍ରୀମନ୍ଦିର ପରିସରରେ ପାନ ଛେପ ପକାଇଲେ ୫୦୦ ଟଙ୍କା ଫାଇନ୍‌ ଦେବାକୁ ପଡିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମହାପ୍ରସାଦ କିପରି ଶୀଘ୍ର ବାହାରିବ ସେ ନେଇ ବ୍ୟବସ୍ଥା କରାଯିବା ଉପରେ ଆଲୋଚନା କରାଯାଇଛି । ବୈଠକ ପରେ ଶ୍ରୀମନ୍ଦିର…

ତାମିଲ ହତ୍ୟା ରହସ୍ୟ ଥାଡାମ ରିମେକରେ…

ମୁମ୍ବାଇ : କ୍ୟାପଟେନ ବିକ୍ରମ ବତ୍ରାଙ୍କ ଉପରେ ପ୍ରସ୍ତୁତ ହେଉଥିବା ବାୟୋପିକ୍ ସିନେମା ଶେର୍ସା ଚଳିତ ବର୍ଷ ଶେଷରେ ମୁକ୍ତିଲାଭ କରିବାକୁ ଯାଉଛି । ସିନେମାରେ ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି । ତେବେ ସିଦ୍ଧାର୍ଥ ତାଙ୍କର ପରବର୍ତ୍ତୀ ସିନେମା ପାଇଁ ସାଇନ୍…

ଦିଲ୍ଲୀ ହିଂସାକୁ ଭୁଲାଇବା ପାଇଁ କରୋନା…

କୋଲକାତା: ଦିଲ୍ଲୀ ହିଂସା ଘଟଣାକୁ ଭୁଲାଇବା ପାଇଁ ମୋଦୀ ସରକାର କରୋନାକୁ ନେଇ କୋକୁଆ ଭୟ ସୃଷ୍ଟି କରୁଛନ୍ତି। ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି ଯେ, “କରୋନା ଏକ ଭୟଙ୍କର ରୋଗ। ହେଲେ ଏହାକୁ ନେଇ କିଛି ବ୍ୟକ୍ତି ଆତଙ୍କ ସୃଷ୍ଟି କରୁଛନ୍ତି।…