Odisha Link
Bridging the Missing Links in Odisha
Daily Archives

March 4, 2020

ମଧୁସୂଦନ ପାଢ଼ୀ ହେଲେ ପରିବହନ ସଚିବ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍‌ ଅଫିସର ମଧୁସୂଦନ ପାଢ଼ୀଙ୍କୁ ପରିବହନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହ ତାଙ୍କୁ ଚକବନ୍ଦୀ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ପୂର୍ବରୁ ପାଢ଼ୀଙ୍କ ସ୍ଥାନକୁ ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କୁ ବଦଳି କରାଯାଇଛି। ମେହେର୍ଦ୍ଦା ରାଜ୍ୟପାଳଙ୍କ ସଚିବ ଭାବେ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ୫ଟି ପ୍ରସ୍ତୁତି…

ଭୁବନେଶ୍ୱର : ୫ଟି ପ୍ରୟାସ ଅନ୍ତର୍ଭୁକ୍ତ ମୋ ସରକାର ଯୋଜନାର ସଫଳ ରୂପାନ୍ୱୟନ ନିମନ୍ତେ ବୁଧବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚଶିକ୍ଷା ବିଭାଗରେ ୫ଟି ସରକାରୀ ଭାବେ କାର୍ଯ୍ୟକାରୀ ହେବାକୁ ଆଖିରେ ରଖି ଏହି ବୈଠକ ରଖାଯାଇଥିଲା । ବିଶ୍ୱବିଦ୍ୟାଳୟର…

ଅକ୍ଷୟ ଓ ରୋହିତଙ୍କୁ ସୁଟିଙ୍ଗରେ ସାହାଯ୍ୟ…

ମୁମ୍ବାଇ : ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ସୂର୍ଯ୍ୟବଶିଂର ଟ୍ରେଲର ସୋମବାର ଦିନ ରିଲିଜ ହୋଇଥିଲା । ଏହା ଅନେକ ବ୍ୟାପକ ପ୍ରଶଂସାରେ ମୁକ୍ତିଲାଭ କରିଛି । ରୋହିତ ଶେଟ୍ଟୀ ଏବଂ ଅକ୍ଷୟ ଦୁହେଁ ପ୍ରଥମ ଥର ପାଇଁ ଏକାଠି କାମ କରିଛନ୍ତି । ରୋହିତ ପୂର୍ବରୁ ପୋଲିସ ଉପରେ ତିନୋଟି ସିନେମା କରିସାରିଥିଲେ ।…

ନିର୍ଭୟା ମାମଲା: ନୂଆ ଡେଥ୍ ଓ୍ୱାରେଣ୍ଟ…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅନ୍ୟତମ ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନକୁ ଆଜି ଖାରଜ୍‌ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୂର୍ବରୁ ଅନ୍ୟ ୩ ଦୋଷୀ ମଧ୍ୟ ରାଜକ୍ଷମା ଆବେଦନ କରିଥିଲେ। ଏଥିସହ ୪ ଦୋଷୀଙ୍କ ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଯାଇଛି। ପବନ ଗୁପ୍ତାର…

କଶ୍ମୀରରୁ ଉଠିଲା ସୋସିଆଲ ମିଡିଆ ବ୍ୟାନ୍

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ସୋସିଆଲ ମିଡିଆ ଉପରେ ଲାଗିଥିବା ରହିତାଦେଶକୁ ଆଜି ପ୍ରଶାସନ ଉଠାଇ ଦେଇଛି। ଅଗଷ୍ଟ ୫ରୁ ସୋସିଆଲ ମିଡିଆ ବ୍ୟବହାରରୁ ବଞ୍ଚିତ ଲୋକମାନେ ଏଣିକି ସୋସିଆଲ ମିଡିଆ ବ୍ୟବହାର କରିପାରିବେ। କିନ୍ତୁ ୩ଜି କିମ୍ବା ୪ଜି ଇଣ୍ଟରନେଟ ସେବା ନୁହେଁ…

ବାଇକକୁ ଧକ୍କା ଦେଲା ହାଇଓ୍ବା; ଜଣେ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡସୁଆଁଳ ରଙ୍ଗମାଟିଆଠାରେ ଆଜି ଦିନ ପ୍ରାୟ ୧୨ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ହାଇଓ୍ବା ଧକ୍କାରେ ବାଇକରେ ଥିବା ସିଆରୀମାଳିଆ ଗାଁର ସୁଧାକର ପ୍ରଧାନଙ୍କର ୪ ବର୍ଷର ପୁଅ ବିନୟ ପ୍ରଧାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଵେଳେ…

ଦିଲ୍ଲୀ ହିଂସା ପାଇଁ ହୋଲି ଖେଳିବେନି…

ନୂଆଦିଲ୍ଲୀ: ଚଳିତ ବର୍ଷ ହୋଲି ପାଳିବେ ନାହିଁ ଅରବିନ୍ଦ କେଜ୍ରିଓ୍ୱାଲ। ନିକଟରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ହୋଲି ପାଳିବେ ନାହିଁ ବୋଲି ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। କେବଳ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ନୁହଁନ୍ତି ତାଙ୍କ…

ପଂଚାୟତରାଜ ଦିବସ ଅବସରରେ ବିଜେପିର…

ଭୁବନେଶ୍ୱର : ପଂଚାୟତରାଜ ବ୍ୟବସ୍ଥାର ଅସଲ ଉଦ୍ଦେଶ୍ୟ ହେଉଛି ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ । ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ ହେଲେ ସାଧାରଣ ଜନତା ପାଖରେ ଯୋଜନା ପହଂଚିବା ସହଜ ହେବ । କିନ୍ତୁ ଓଡିଶାରେ ଦିନକୁ ଦିନ ପଂଚାୟତର କ୍ଷମତାକୁ ସରକାର ସଙ୍କୁଚିତ କରିବାରେ ଲାଗିଛନ୍ତି । ଶାସନ ବ୍ୟବସ୍ଥାର…

ହୋଲି ପାଳିବନି ବିଜେପି

ନୂଆଦିଲ୍ଲୀ: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି। ଏହାକୁ ନେଇ ଚଳିତ ବର୍ଷ ବିଜେପି ହୋଲି ପାଳିବ ନାହିଁ। ହୋଲି ପାଳନ ନକରିବାକୁ ସବୁ ରାଜ୍ୟସଭାପତିମାନଙ୍କୁ ଚିଠି କରାଯାଇଛି। ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ଚିଠି କରିଛନ୍ତି। ପୂର୍ବରୁ ହୋଲି…

ଏପ୍ରିଲ୍‌ ୧ରୁ ପ୍ଲାଷ୍ଟିକ ମୁକ୍ତ ହେବ…

ପୁରୀ: ଏପ୍ରିଲ୍‌ ପହିଲାରୁ ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ମୁକ୍ତ କରାଯିବ। ଏଥିସହ ଶ୍ରୀମନ୍ଦିର ପରିସରରେ ପାନ ଛେପ ପକାଇଲେ ୫୦୦ ଟଙ୍କା ଫାଇନ୍‌ ଦେବାକୁ ପଡିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମହାପ୍ରସାନ କିପରି ଶୀଘ୍ର ବାହାରିବ ସେ ନେଇ…