Odisha Link
Bridging the Missing Links in Odisha
Daily Archives

March 5, 2020

ଆଉ କେତେ ଥର ଫାଶୀ ଦିଆଯିବ, ସେମାନେ କ’ଣ…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ହେବ ଫାଶି। ଫାଶି ପାଇଁ ଆଜି ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ। ମାର୍ଚ୍ଚ ୨୦ ସକାଳ ୫.୩୦ ସମୟରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶି ଦେବାକୁ ଡେଥ୍‌ ଓ୍ବାରେଣ୍ଟ ଜାରି…

ଦିଲ୍ଲୀ ହିଂସା: ନିଲମ୍ବିତ ଆପ୍‌ ନେତା…

ନୂଆଦିଲ୍ଲୀ: ଆଜି କୋର୍ଟରେ ଆତ୍ମସର୍ପଣ କଲେ ନିଲମ୍ବିତ ଆପ୍‌ ନେତା ତାହିର ହୁସେନ। ଦିଲ୍ଲୀ ହିଂସା ସମୟରେ ଆଇବି କନେଷ୍ଟବଳ ମୃତ୍ୟୁ ଓ ହିଂସାକୁ ପ୍ରଶୟ ଦେଇଥିବା ଆରୋପରେ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ନିଲମ୍ବିତ ଆପ୍‌ ନେତା ତାହିର ହୁସେନ। ସେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଆତ୍ମସମର୍ପଣ…

ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ଫାଶି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ଫାଶି। ଫାଶି ପାଇଁ ଆଜି ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ। ମାର୍ଚ୍ଚ ୨୦ ସକାଳ ୫.୩୦ ସମୟରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶି ଦେବାକୁ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି।…

ଅଭିନେତ୍ରୀ କିଆରାଙ୍କ ଭଳି ଦେଖାଯାନ୍ତି…

ମୁମ୍ବାଇ : ଟିକ୍‌ଟକ୍‌ରେ ବର୍ତ୍ତମାନ ବଲିଉଡର ଅଭିନେତା ଓ ଅଭିନେତ୍ରୀଙ୍କ ଭଳି ଦେଖାଯାଉଥିବା ଚେହେରା ଦେଖିବାକୁ ମିଳୁଛି । ତେବେ  ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଟିକ୍‌ଟକ୍‌ରେ ଅଭିନେତ୍ରୀ କିଆରା ଆଡ଼ଓ୍ବାଣୀଙ୍କ ଭଳି ଦେଖାଯାଉଥିବା କଳ୍ପନା ଶର୍ମାଙ୍କ ଭିଡ଼ିଓ ଭାଇରାଲ ହେବା…

ମଣିଷ ପରେ ଏବେ କୁକୁର ଠାରେ କରୋନା

ହଂକଙ୍ଗ୍‌: ସାରା ବିଶ୍ବରେ କରୋନା ଭୂତାଣୁ ଏହାର କାୟା ବସ୍ତାର କରି ଅଣାୟତ୍ତ କରୁଥିବା ବେଳେ କରୋନା ଭୂତାଣୁ ଏବେ ଏକ ସଂକ୍ରମିତ ପୋଷା କୁକୁର ଠାରେ ଦେଖା ଦେଇଛି। ମଣିଷ ଦେହରୁ ପ୍ରାଣୀ ଦେହକୁ ଭୂତାଣୁ ସଂକ୍ରମଣର ଏହା ପ୍ରଥମ ଘଟଣା ବୋଲି ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନେ କହିଛନ୍ତି। ହଂକଂରେ ଜଣେ ମହିଳାଙ୍କ…

ଅଳ୍ପକେ ବର୍ତ୍ତିଲା ଲୋକମାନ୍ୟ ତିଲକ୍…

ଢେଙ୍କାନାଳ: ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍। ରେଳ ଧାରଣାରେ ଫାଟ ଥିବା ସତ୍ତ୍ବେ ରେଳଧାରଣା ଉପରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଟ୍ରେନ୍ ଟି ଗତି କରିଥିବାର ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ମହାଦିଆ ଷ୍ଟେସନ ନିକଟରେ ରେଳ ଧାରଣାରେ…

କରୋନା ପାଇଁ ପତ୍ନୀଙ୍କୁ ବାଥରୁମ୍‌ରେ…

ଭିଲ୍‌ନିୟସ୍‌: ଏବେ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଭୟଭୀତ। ଦିନକୁ ଦିନ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରୁଛି କରୋନା। ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୩,୨୮୩ରେ ପହଞ୍ଚିଥିବା ବେଳେ ୯୫,୫୦୦ ଲୋକ କରୋନାରେ ଆକ୍ରାନ୍ତ ଅଛନ୍ତି। ଏସବୁ ଭିତରେ କରୋନାକୁ ନେଇ ଲିଥୁଆନିୟାର…

ବାଇକ୍‌କୁ ଧକ୍କା ଦେଲା ଟ୍ରକ‌୍‍, ଜଳିଗଲା…

ଯାଜପୁର: ଆଜି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ସାରୋଇ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଟ୍ରକ‌୍‍ ଧକ୍କା ଦେବା ପରେ ଉଭୟ ଗାଡ଼ି ଜଳି ଯାଇଛି। ଫଳରେ ବାଇକ୍‌ରେ ଥିବା ଦମ୍ପତି ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଦମ୍ପତି ହେଲେ ଭଦ୍ରକ ବନ୍ତ ଅଞ୍ଚଳର ତାପସ ତରେଇ ଓ ଶୁଭଲକ୍ଷ୍ମୀ ନାୟକ।…

ଏସସିିବିର ସମ୍ପ୍ରସାରିତ ପ୍ରକଳ୍ପର…

କଟକ: ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ। ଆଜିର ଦିନକୁ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି। ଏହି ଉପଲକ୍ଷେ କଟକ ବାଲିଯାତ୍ରା ପଡିଆରେ ମେଗା ସମାବେଶରେ ଯୋଗ ଦେଇ ଏସସିବି ମେଡିକାଲ କଲେଜର ନବେକଳବର ପ୍ରକଳ୍ପର ଶିଳାନ୍ୟାସ…

ପୋଲରୁ ଟ୍ରାକ୍ଟର୍‌ ଖସି ଦୁଇ ମୃତ

ସୋନପୁର: ଆଜି ସକାଳେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଅନ୍ତର୍ଗତ ସୁବଳୟା ଥାନା ଅଧୀନ ରେଙ୍ଗାଲି ପୋଲ ଉପରୁ ଗୋଟାଏ ଟ୍ରାକ୍ଟର୍‌ ତଳେ ପ୍ରବାହିତ ନାଳ ମଧ୍ୟକୁ ଖସି ପଡ଼ିବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନେ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଚୁଡ଼ାପୁଡ଼କ ଗ୍ରାମପଞ୍ଚାୟତ ଅଞ୍ଚଳର…