Odisha Link
Bridging the Missing Links in Odisha
Daily Archives

April 19, 2020

ଜଷ୍ଟିସ୍ ମହମ୍ମଦ ରଫିକ୍ ହେବେ ଓଡ଼ିଶା…

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ୍ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏନେଇ ସୁପାରିସ୍ ହୋଇଛି। ଜଷ୍ଟିସ ରଫିକ ବତ୍ତର୍ମାନ ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରକାଶ ଥାଉକି ଜଷ୍ଟିସ ମହମ୍ମଦ ରଫିକ ପୂର୍ବରୁ ଦୁଇ ଥର…

କାଲିଠୁ ଗଞ୍ଜାମରେ କୋହଳ ହେବ କିଛିଟା…

ଗଞ୍ଜାମ: କାଲିଠାରୁ ଗଞ୍ଜାମ ଜିଲ୍ଲାରେ କିଛିଟା ଲକ୍‌ଡାଉନ୍ କଟକଣା କୋହଳ କରାଯିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନିର୍ଦ୍ଧାରିତ ଗାଇଡ୍ ଲାଇନ୍ ଅନୁସାରେ ଜିଲ୍ଲାରୁ କିଛି କଟକଣା ହଟାଯିବ। ତାହା ଅନୁଯାୟୀ ଲୋକେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଗାଡ଼ି…

ଅପରାହ୍ନରେ ରାଜ୍ୟବାସୀଙ୍କୁ ସମ୍ବୋଧିତ…

ଭୁବନେଶ୍ବର: ଆଜି ଅପରାହ୍ନରେ ରାଜ୍ୟବାସୀଙ୍କୁ ପୁଣି ଥରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ୪ଟା ୩୦ ମିନିଟରେ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ନୀବନ। ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ଓଡିଆଙ୍କ ପାଇଁ ଦେବେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେବେ।…

କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନ…

ଶ୍ରୀନଗର: ଆତଙ୍କବାଦୀଙ୍କ ଆକ୍ରମଣରେ ଏକ ଅର୍ଧସାମରିକ ବାହିନୀ କ୍ୟାମ୍ପରେ ୩ ଜଣ ଯବାନଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଶନିବାର ସଂଧ୍ୟାରେ ସୋପର ଅଞ୍ଚଳରେ ଏହି ଆକ୍ରମଣ ଘଟିଛି। ଏକ ବାଇକ୍‌ରେ ଦୁଇ ବନ୍ଧୁକଧାରୀ ଆତଙ୍କବାଦୀ ଆସି କ୍ୟାମ୍ପ ଉପରକୁ ଆଖିବୁଜା ଗୁଳି…

ଦୁବାଇକୁ ୫୫ ଲକ୍ଷ…

ଦୁବାଇ: ଭାରତ ପକ୍ଷରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ)କୁ ୫୫ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ପଠାଯାଇଛି ବୋଲି ଗତକାଲି ରାତିରେ ଜଣାଇଛନ୍ତି ସ୍ଥାନୀୟ ସରକାର। ଏଥିପାଇଁ ୟୁଏଇ ପକ୍ଷରୁ ଭାରତକୁ ଧନ୍ୟବାଦ ଦିଆଯାଇଛି। ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏକ ମ୍ୟାଲେରିଆ ବଟିକା ହୋଇଥିଲେ ହେଁ ଏହା କରୋନା…

କାଲିଠୁ ଏହି ସବୁ ସେବା ଆରମ୍ଭ ହେବ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୩ ମେ' ପର୍ଯ୍ୟନ୍ତ ଲକ୍‌ଡାଉନ୍। ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ ୨୦ ତାରିଖରୁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ଅଞ୍ଚଳ ଓ ରାଜ୍ୟମାନଙ୍କରେ ଯାତାୟତ ଉପରେ କିଛିଟା କଟକଣା କୋହଳ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।…

କାଲିଠୁ ଅଫିସ୍ ଆସିବେ ଗ୍ରୁପ ‘ଏ’ର ସମସ୍ତ…

ଭୁବନେଶ୍ବର: କାଲିଠୁ କାର୍ଯ୍ୟାଳୟ ଆସିବେ ସମସ୍ତ ଗ୍ରୁପ 'ଏ' ଅଧିକାରୀ। ଏନେଇ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ନୂତନ ନିର୍ଦେଶନାମା ଜାରି ହୋଇଛି। ତାହା ଅନୁଯାୟୀ, ଆସନ୍ତାକାଲିଠୁ ସମସ୍ତ ‘ଏ’ ଗ୍ରେଡ୍‌ ଅଧିକାରୀ ଅଫିସ୍ ଆସିବେ। ‘ବି’, ‘ସି’ ଓ ‘ଡି’ ଗ୍ରୁପର ୩୩% କର୍ମଚାରୀ ଅଫିସ୍‌…

ଭଦ୍ରକରୁ ହଟିଲା କଣ୍ଟେନମେଣ୍ଟ କଟକଣା

ଭଦ୍ରକ: ଭଦ୍ରକ ଜିଲ୍ଲାର ଚରମ୍ପା ଓ ଏରେଇରୁ ହଟିଲା କଣ୍ଟେନମେଣ୍ଟ କଟକଣା। ଏନେଇ ଟ୍ୱିଟ୍ କରି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲାରୁ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପୁରୁଣାବଜାର, ଚରମ୍ପା ଓ ଏରେଇଁ ପଞ୍ଚାୟତକୁ ଏପ୍ରିଲ୍‌ ୬ତାରିଖରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା…

କରୋନା: ଦେଶରେ ୫ଶହ ଟପିଲା ମୃତ୍ୟୁ…

ନୂଆଦିଲ୍ଲୀ:  ଦେଶରେ ଦିନକୁ ଦିନ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଯାହା ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହା ମଧ୍ୟରେ ଭାରତ ପାଇଁ ଏକ ଭଲ ଖବର ଅଛି। କାରଣ ଭାରତରେ ଏପର୍ଯ୍ୟନ୍ତ ୩ୟ ଷ୍ଟେଜ୍‌ ପରିଲିକ୍ଷିତ ହୋଇନାହିଁ। ଅପରପକ୍ଷେ ଦେଶରେ ୫୦୦ ଟପିଛି ମୃତକଙ୍କ ସଂଖ୍ୟା। ଆଜି ସକାଳ…

ଲକ୍‌ଡାଉନ୍: ଛୁଆଙ୍କ ପାଇଁ ଖାଦ୍ୟ ଯୋଗାଡ଼…

ଗୁରୁଗ୍ରାମ: ସ୍ଥାନୀୟ ଡିଏଲ୍‌ଏଫ୍‌ ଫେଜ୍‌-୫ ପଛ ସରସ୍ବତୀ କୁଞ୍ଜରେ ଏକ ନୁଆଣିଆ ଟିଣଛାତ ତଳେ ଅଧାଗଢ଼ା ଘରେ ରହନ୍ତି ରଙ୍ଗମିସ୍ତ୍ରୀ ମୁକେଶ, ତାଙ୍କ ପତ୍ନୀ ପୁନମ୍‌ ଓ ସେମାନଙ୍କର ୪ ସନ୍ତାନ। ଘର ରଙ୍ଗ କରି ଗୁଜୁରାଣ ମେଣ୍ଟାଉଥିବା ମୁକେଶ ପ୍ରାୟ ଏକମାସ ଧରି ଲକ୍‌ଡାଉନ୍‌ କାରଣରୁ ଘରେ ବେରୋଜଗାର ହୋଇ…