Odisha Link
Bridging the Missing Links in Odisha
Daily Archives

April 19, 2020

ବଡ଼ଚଣାରୁ ବଡ଼ଦେଉଳ: ଆଇନ ଭାଙ୍ଗି ସପରିବାର…

ପୁରୀ: ମନ୍ଦିର ଯିବା ଦୂରର କଥା, ସାଧାରଣ ଲୋକଟିଏ ବିନା କାରଣରେ ମୁଖ୍ୟ ରାସ୍ତାକୁ ବାହାରିଲେ ପୁଲିସ କାର୍ଯ୍ୟାନୁଷ୍ଠାନର ଶିକାର ହେଉଛି, ହେବା କଥା ବି। କିନ୍ତୁ ସେଇ ପୁଲିସ ବାବୁ ଆଇନ ଆଖିରେ ଆଙ୍ଗୁଠି ଗେଞ୍ଜି ୧୧୬ କିଲୋମିଟର ବାଟ ଟପି ନିଜ ପରିବାରକୁ ଏ ଅବେଳରେ ଜଗନ୍ନାଥ ଦର୍ଶନ କରାଇବାର ଅପଚେଷ୍ଟା…

୨ ସାଧୁଙ୍କୁ ପିଟି ପିଟି ମାରିଦେଲେ,…

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଠାରେ ୨ ଜଣ ଜୁନା ଆଖଡ଼ା ସାଧୁଙ୍କ ସମେତ ମୋଟି ୩ ଜଣଙ୍କୁ ପିଟି ପିଟି ମାରିଦେବା ଘଟଣାର ଦୃଢ଼ ନିନ୍ଦ କରିଛି ରାଜ୍ୟ ବିଜେପି। ଏ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ବିରୋଧୀଦଳ ନେତା ଦେବେନ୍ଦ୍ର ଫଡନାଭିସ୍‌ ଦାବି କରିଛନ୍ତି। ପାଲଘର ଘଟଣାର ଭିଡିଓ ଭାଇରାଲ୍‌ ହୋଇଥିବା…

ହ୍ରିତିକ୍‌ଙ୍କ ନିବେଦନ: ଏପରି କଲେ ସୁସ୍ଥ…

ମୁମ୍ବାଇ: ଫେସବୁକ୍‌ରେ ୨ କୋଟି ୧୧ ଲକ୍ଷ ଅନୁଗାମୀ ଥିବା ବଲିଉଡ୍‌ ନାୟକ ହ୍ରିତିକ୍‌ ରୋଶନ୍‌ ଆଜି ସୋସିଆଲ ମିଡିଆରେ ଏକ ନିବେଦନ ରଖିଛନ୍ତି। ଆଜି ସଂଧ୍ୟାରେ ଏକ ପୋଷ୍ଟ ମାଧ୍ୟମରେ ସେ କରୋନା ସଂକ୍ରମଣରୁ ମୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ…

ବୁର୍ଲାରେ ଆରମ୍ଭ ହେଲା କରୋନା ନମୁନା…

ସମ୍ବଲପୁର: ଆଜି ଠାରୁ (୧୯ ଏପ୍ରିଲ ୨୦୨୦) ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମ୍‌ସାର)ରେ ଆରମ୍ଭ ହୋଇଛି କୋଭିଡ୍‌ ଭୂତାଣୁ ପରୀକ୍ଷଣ। ପୂର୍ବରୁ ଏଠାରେ ସଂଗୃହିତ ସ୍ବାବ୍‌ ନମୁନାଗୁଡ଼ିକ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା ପ୍ରତିଷ୍ଠାନ (ଆରଏମ୍ଆରସି)କୁ…

ଗ୍ରାମବାସୀଙ୍କ ପିଏମ୍ କେୟାର୍ସ ଫଣ୍ଡକୁ…

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଓଡିଶା ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଧୀନ ଜନଜାତି ପ୍ରାଧାନ୍ୟ ଡଙ୍ଗପାଳ ଗାଁର ପ୍ରତ୍ୟେକ ପରିବାର ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ମୋଟ ୨୭ ହଜାର ଦାନ କରିବା ଖବର ଗଣମାଧ୍ୟମରୁ ଜାଣିବା ପରେ ଗ୍ରାମବାସୀଙ୍କ ଏହି ପ୍ରୟାସକୁ ଭୂୟଂସୀ ପ୍ରଶଂସା କରିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କୁ ୩ଟି ପ୍ରଶ୍ନ କଲେ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ମାଧ୍ୟମରେ ପ୍ରଶ୍ନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଶ୍ରୀ ଜେନା ଆଜି ମୁଖ୍ୟମନ୍ତ୍ରୀଙ୍କୁ ଲକ୍‌ଡାଉନ୍‌…

ଗତ ୧୪ଦିନ ମଧ୍ୟରେ ୫୪ଟି ଜିଲ୍ଲାରେ କୌଣସି…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସମସ୍ତେ ଚିନ୍ତିତ। ଏହାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସବୁଦିନ ପରି ଆଜି ମଧ୍ୟ କରୋନା ଭାଇରସକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ…

ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା

ଭୁବନେଶ୍ବର: ଆଜି ପୁଣିଥରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାହାର ରାଜ୍ୟରେ ଫସିରହିଥିବା ଲୋକଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ସମ୍ବୋଧିତ କରି ନବୀନ କହିଛନ୍ତି ଯେ, ମହାମାରୀ କରୋନା ଭାଇରସକୁ ନେଇ ସମସ୍ତେ ଚିନ୍ତିତ। ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କ…

ଶ୍ରମିକଙ୍କ ପାଇଁ SOP ଜାରି କଲେ କେନ୍ଦ୍ର…

ନୂଆଦିଲ୍ଲୀ: ସାରା ଦେଶ ୩ ମେ ପର୍ଯ୍ୟନ୍ତ ଲକ୍‌ଡାଉନ୍। ଏହାରି ଫଳରେ ଦେଶର ବିଭିନ୍ନ ସ୍ଥାନରେ ବହୁ ଶ୍ରମିକ ଫସି ରହିଛନ୍ତି। ସେହି ଫସି ରହିଥିବା ଶ୍ରମିକଙ୍କ ପାଇଁ ଆଜି ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଫସି ରହିଥିବେ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ଏସଓପି ଜାରି କରିଛନ୍ତି। ସେହି ମୁତାବିକ…

ଯାଜପୁର: ସରକାରୀ ଅଧିକାରୀଙ୍କୁ ଆକ୍ରମଣ…

ଯାଜପୁର: ଯାଜପୁର ଜିଲ୍ଲାରେ ଆଜି ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ଜଣେ ନିଜାମୁଦ୍ଦିନ ମର୍କାଜ ଫେରନ୍ତା ଓ ତାଙ୍କର ସହଯୋଗୀମାନେ ୨ ଜଣ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଓ ଅଟକ ରଖିଥିବା ଅଭିଯୋଗ ହୋଇଛି। ପୁଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ମର୍କାଜ୍‌ ଫେରନ୍ତା ଓ ତାଙ୍କର ଆଉ ୨…