Odisha Link
Bridging the Missing Links in Odisha
Daily Archives

April 23, 2020

ରବିବାର ଯାଏଁ ଯାଜପୁର, ଭଦ୍ରକ, ବାଲେଶ୍ବର…

ଭୁବନେଶ୍ବର: କରୋନା ସଂକରମଣକୁ ଦୃଷ୍ଟିରେ ରଖି ତିନୋଟି ଜିଲ୍ଲାରେ ରବିବାର ଯାଏଁ ସଟ୍‌ଡାଉନ୍‌ ଜାରି କରିଛନ୍ତି ସରକାର। ଏହି ସମୟରେ ଔଷଧ ଦୋକାନ ଛଡ଼ା ଅନ୍ୟ ସମସ୍ତ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ଆମ୍ବୁଲାନ୍ସ ଓ ସରକାରୀ ସେବା ଗାଡ଼ି ଭିନ୍ନ କୌଣସି ଗାଡ଼ି ଚାଲିବନାହି'। ଲୋକାମନେ ଆଦୌ…

ଯାଜପୁରରେ ୨ ଦିନ କର୍ଫ୍ୟୁ

ଯାଜପୁର: ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ସମ୍ଭାବ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ଜିଲ୍ଲା ପ୍ରଶାସନ। ଜିଲ୍ଲା ସାରା ୨ ଦିନରୁ ଅଧିକ ସମୟ ଲାଗି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି (୨୩ ଏପ୍ରିଲ) ରାତି ୧୦ଟା ଠାରୁ ୨୬ ଏପ୍ରିଲ ସକାଳ ୧୦ଟା…

ବେରୋଜଗାର ଭତ୍ତା ମାଗିଲେ ୪୪ ଲକ୍ଷ…

କରୋନା ମହାମାରୀ ପାଇଁ ବୃତ୍ତି ହରାଇଥିବା ୪୪ ଲକ୍ଷ ଆମେରିକୀୟ ସରକାରଙ୍କୁ ବେରୋଜଗାର ଭତ୍ତା ମାଗିଛନ୍ତି। ୨୦୦୮ ଆର୍ଥିକ ମାନ୍ଦାବସ୍ଥା ପରେ ଦେଶରେ ଯେତିକି ନୂଆ ରୋଜଗାର ସୃଷ୍ଟି ହୋଇଥିଲା ଏହି କରୋନା ସଂକ୍ରମଣ ସମୟରେ ତାହା ଠାରୁ ଅଧିକ ଲୋକ ରୋଜଗାର ହରାଇଛନ୍ତି। ଗ୍ରେଟ୍‌ ଡିପ୍ରେସନ୍‌ ପରଠାରୁ…

କ୍ବାରାଣ୍ଟିନ୍‌ରେ ଥିବା ଶ୍ରମିକ…

ଶିକର: ଲକ୍‌ଡାଉନ୍‌ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଦାଦନ ଶ୍ରମିକଙ୍କ ଅଭାବ ଅସୁବିଧା କଥା ନିତିଦିନ ଗଣମାଧ୍ୟମରେ ଆସୁଥିବା ବେଳେ ଏହାର ବିରୋଧାଭାସ ଦେଖିବାକୁ ମିଳିଛି ରାଜସ୍ଥାନରେ। କ୍ବାରାଣ୍ଟିନ୍‌ରେ ଥିବା ରଙ୍ଗମିସ୍ତ୍ରୀମାନେ ସରକାରଙ୍କ ବ୍ୟବସ୍ଥାରେ ସନ୍ତୋଷପ୍ରକଟ କରି ଅଭିନବ ଶୈଳୀରେ…

୬ ବର୍ଷର ବାଳିକାକୁ ଦୁଷ୍କର୍ମ ପରେ ଆଖି…

ଭୋପାଳ: ସାରା ଦେଶ କରୋନା ଲଢ଼େଇରେ ବ୍ୟସ୍ତ ଥିବା ବେଳେ ମଧ୍ୟପ୍ରଦେଶରେ ଏକ ଅତି ଅମାନବୀୟ ଅପରାଧ ଦେଖିବାକୁ ସାମନାକୁ ଆସିିଛି। ଜଣେ ୬ ବର୍ଷର ବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ବେଳେ ପୀଡ଼ିତାଙ୍କ ଆଖି ତାଡ଼ିଦେଇଛି ଅଭିଯୁକ୍ତ। ଗତକାଲି ସଂଧ୍ୟାରେ ଜାବେରା ଥାନା ଅନ୍ତର୍ଗତ ବଂଶୀପୁରା ଗାଁରୁ…

ଆକ୍ରମଣ ପାଇଁ କଂଗ୍ରେସକୁ ଦାୟୀ କଲେ…

ମୁମ୍ବାଇ: ଗତକାଲି ବିଳମ୍ବିତ ରାତିରେ କାର୍ଯ୍ୟାଳୟରୁ ସପତ୍ନୀକ ଘରକୁ ଫେରୁଥିବା ବେଳେ ରିପବ୍ଲିକ୍‌ ଟିଭି ମୁଖ୍ୟ ଅର୍ଣବ ଗୋସ୍ବାମୀଙ୍କ ଉପରେ ଆକ୍ରମଣ ଅଭିଯୋଗ ହୋଇଛି। ଅର୍ଣବଙ୍କୁ ଓ୍ବାଇ-କେଟେଗୋରୀ ସୁରକ୍ଷା ମିଳୁଥିଲେ ବି ତାଙ୍କ ଉପରେ ଆକ୍ରମଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ମହାରାଷ୍ଟ୍ର…

କରୋନା: ବାଲେଶ୍ବରରେ ୨ ନୂଆ ଆକ୍ରାନ୍ତ,…

ଭୁବନେଶ୍ବର: ଆଜି ମଧ୍ୟାହ୍ନରେ ଯାଜପୁରରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂଧ୍ୟାରେ ବାଲେଶ୍ବରରେ ଆଉ ୨ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ,ମାନଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି। ବାଲେଶ୍ବରରେ ଏହି ୨ ନୂଆ ଆକ୍ରାନ୍ତଙ୍କ…

ପାଲଘର ଭିଡ଼ହତ୍ୟାରୁ ବର୍ତ୍ତି ଯାଇଥିବା…

ପାଲଘର: ମହାରାଷ୍ଟ୍ରର ପାଲଘର ଠାରେ ଏପ୍ରିଲ ୧୬ ରାତିରେ ହୋଇଥିବା ଭିଡ଼ହତ୍ୟା ବେଳେ ଜୀବନ ବଞ୍ଚାଇ ଖସିଆସିଥିବା ବିଜେପି ନେତା ତଥା ସ୍ଥାନୀୟ ସରପଞ୍ଚ ସେଦିନର ଛାତିଥରା କାହାଣୀ ଗଣମାଧ୍ୟମ ଆଗରେ ବଖାଣିଛନ୍ତି। ସେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା କହିଥିବା ବେଳେ ପୁଲିସ ଗିରଫ କରିଥିବା ୧୦୦…

କରୋନା: ଆଉ ୪ ପଜିଟିଭ ଚିହ୍ନଟ, ମୋଟ ୮୭

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୪ ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୮୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାିଟରୁ ସୂଚନା ମିଳିଛି। ଆଜି ଚିହ୍ନଟ ହୋଇଥିବା ୪ଜଣ ଆକ୍ରାନ୍ତ ଯାଜପୁର…

କରୋନା ବେଳେ କ୍ରିକେଟ ଖେଳ:…

ଲକ୍ଷ୍ନୌ: କରୋନା ଯୋଗୁଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ ହୋଇଥିବା ବେଳେ କ୍ରିକେଟ୍‌ ଖେଳ ଆୟୋଜନ କରି ଗିରଫ ହୋଇଛନ୍ତି ବିଜେପି ନେତା। ତାଙ୍କ ସହ ଆଉ ୧୯ ଜଣଙ୍କୁ ମଧ୍ୟ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଛି। ବାରବାଙ୍କୀ ଜିଲ୍ଲାର ଟିକାଏତନଗରରେ ଏକ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବା ଖବର ପାଇ ଆଜି ସକାଳେ…