Odisha Link
Bridging the Missing Links in Odisha
Daily Archives

April 28, 2020

ଉତ୍ତର ପ୍ରଦେଶ: ଶୋଇଥିବା ଅବସ୍ଥାରେ ୨ଜଣ…

ବୁଲନ୍ଦସହର: ମହାରାଷ୍ଟ୍ରର ପାଲଘରରେ ଦୁଇ ଜଣ ସାଧୁଙ୍କ ହତ୍ୟା ୧୫ ଦିନ ନପୂରୁଣୁ ଉତ୍ତରପ୍ରଦେଶରେ ସାଧୁଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି। ବୁଲନ୍ଦସହର ଅନୁପଶାହାର କୋଟୱାଲିରେ ଦୁଇଜଣ ସାଧୁଙ୍କୁ ହତ୍ୟା କରାଯାଇଛି। ମନ୍ଦିର ପରିସରରେ ଶୋଇଥିବା ଅବସ୍ଥାରେ ଦୁଇଜଣ ସାଧୁଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ…

ଉତ୍କଳ ଟ୍ୟାନେରୀ, ପଛୁଆଙ୍କ ଉନ୍ନତି ଓ…

ଶୁଭ୍ରାଂଶୁ ପଣ୍ଡା ଦେଶ ବ୍ୟାପୀ ଏବେ ଉଦ୍ୟୋଗ ପ୍ରତିଷ୍ଠାର ଲହରୀ ଖେଳୁଥିବା ବେଳେ ଷ୍ଟାର୍ଟଅପ୍ ନୀତି ମାଧ୍ୟମରେ ସରକାର ନୂଆ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଦେଶର ବିକାଶରେ ଉଦ୍ୟୋଗ ଯେ ଏକ ଅପରିହାର୍ଯ୍ୟ ଅଙ୍ଗ, ଏହାକୁ କେହି ଅସ୍ଵୀକାର କରି ପାରିବେନାହିଁ। ତେବେ ଦେଶ ସ୍ବାଧୀନ…

ହାଇକୋର୍ଟ ନାମ ବଦଳ ପାଇଁ ନୂଆ ମୁଖ୍ୟ…

ଭୁବନେଶ୍ବର: ସେଣ୍ଟର ଫର ପଲିସି, ଗଭର୍ଣାନ୍ସ ଆଣ୍ଡ ଆଡଭୋକେସି (CPGA)ର ଅଧ୍ୟକ୍ଷ ତଥା ପୂର୍ବତନ ଓଡ଼ିଶା ଖଦୀ ବୋର୍ଡ ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନାମ ପରିବର୍ତ୍ତନ ପାଇଁ ଅନୁରୋଧ କରିଛନ୍ତି। ଗତକାଲି ନୂଆ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ମହମ୍ମଦ ରଫିକ‌ଙ୍କୁ ସେ…

ନୀତି ଆୟୋଗ କାର୍ଯ୍ୟାଳୟ ସିଲ୍

ନୂଆଦିଲ୍ଲୀ: ଦିନକୁ ଦିନ ସାରାଦେଶରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି। ବିଶେଷ କରି ମହାରାଷ୍ଟ୍ର, ଦିଲ୍ଲୀ ଓ ମଧ୍ୟପ୍ରଦେଶ ପରି କିଛି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାର ଲାଗିଛି। ଦେଶର ରାଜଧାନୀ ଦିଲ୍ଲୀରେ ଏବେ ପରିସ୍ଥିତି ଉଦବେଗ ଜନକ। ଏଠାରେ…

ଓଡ଼ିଶାର ବିଶ୍ବକର୍ମା: ସବୁଥିରେ ପ୍ରଥମ…

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି ପୂଣ୍ୟ ଜନ୍ମତିଥି। କେବଳ ନୂଆ ଓଡ଼ିଶାର ନୁହେଁ, ବରଂ ଆଧୁନିକ ଭାରତର ନିର୍ମାତାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ମଧୁବାବୁ। ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲା ସତ୍ୟଭାମାପୁରରେ ଜନ୍ମିତ ଏହି ମହାପୁରୁଷଙ୍କ ଜୀବନ ଓ କର୍ମ ବାବଦରେ ପ୍ରାୟ ଓଡ଼ିଆ ପାଠକ…

ବଡ଼ ଘୋଷଣା: ରାଜ୍ୟକୁ ଫେରୁଥିବା ପ୍ରବାସୀ…

ଭୁବନେଶ୍ବର: ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ରାଜ୍ୟକୁ ଫେରି ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ସମସ୍ତ ଖର୍ଚ୍ଚ ବହନ କରିବେେ ରାଜ୍ୟ ସରକାର। ଏନେଇ ପଞ୍ଚାୟତିରାଜ ଓ ଗୃହ ନିର୍ମାଣ ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ। ପ୍ରବାସୀ ଓଡ଼ଆଙ୍କ ପାଇଁ ରାଜ୍ୟରେ ହେବ…

କରୋନା: କେଉଁ ଜିଲ୍ଲାର କେତେ ଆକ୍ରାନ୍ତ…

ଭୁବନେଶ୍ବର: ଦିନକୁ ଦିନ କ୍ରମାଗତ ଭାବେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ବୃୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକିଛି ଦିନ ହେବ ପ୍ରତିଦିନ ନୂଆ ଆକ୍ରାନ୍ତ ସାମ୍ନାକୁ ଆସୁଛନ୍ତି। ଏପରିକି ରାଜ୍ୟର ୧୧ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ…

କରୋନା: ଆଉ ୭ ଆକ୍ରାନ୍ତ ଚିହ୍ନଟ,…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଁଞ୍ଚିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରୁ ସୂଚନା ମିଳିଛି। ଚିହ୍ନଟ ହୋଇଥିବା ୭…