Odisha Link
Bridging the Missing Links in Odisha
Daily Archives

May 2, 2020

ସୁରତରୁ ଆସୁଥିବା ବସ କଳିଙ୍ଗାଘାଟିରେ…

କନ୍ଧମାଳ: ଆଜି ସୁରତରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ଆଣି ଓଡ଼ିଶା ଆସୁଥିବା 'ଶ୍ରୀ ପଟେଲ' ନାମକ ବସ୍‌ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟି ଗିରିପଥରେ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୨ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। କରୋନା ଭୂତାଣୁ ସହ ଲଢ଼େଇ ସମୟରେ ପ୍ରବାସୀ…

ମାନ ଅଭିମାନ ଭୁଲି ସମାଜର ସେବା କରିବା:…

ନୂଆଦିଲ୍ଲୀ: ଓଡ଼ିଶାର ପମୁଖ ସିଭିଲ୍ ସୋସାଇଟି ନେତୃତ୍ୱଙ୍କ ସହ କରୋନା ସମୟରେ ରାଜ୍ୟରେ ପରିସ୍ଥିତି, ଏହାର ତ୍ୱରିତ ମୁକାବିଲା ଓ ଲମ୍ବା ସମୟ ବିକାଶ ଯୋଜନା ଉପରେ ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ବିସ୍ତୃତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ କରୋନା ଆହ୍ୱାନକୁ…

ପିଏମ କେୟାର୍ସ ଫଣ୍ଡକୁ ନେଇ ପ୍ରଶ୍ନ କଲେ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏପର୍ଯ୍ୟନ୍ତ ଦେଶରେ ୩୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି କେନ୍ଦ୍ର ସରକାର ୩ୟ ଥର ପାଇଁ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି। ଏହାରି…

ସାରା ଓଡ଼ିଶାରେ ଖୋଲା ରହିବ ମଦ ଓ ପାନ…

ନୂଆଦିଲ୍ଲୀ: ମେ ୪ ତାରିଖ ଠାରୁ କେବଳ ଗ୍ରୀନ୍‌ ଜୋନ୍‌ରେ ମଦ ଓ ପାନଗୁଟଖା ଦୋକାନ ଖୋଲା ରହିବ ବୋଲି ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଥିବା ବେଳେ ଆଜି ଏହାକୁ କୋହଳ କରିଛନ୍ତି। ଦେଶର ସମସ୍ତ ଜୋନ୍‌ରେ, ଅର୍ଥାତ୍‌ ରେଡ୍, ଅରେଞ୍ଜ୍‌ ଓ ଗ୍ରୀନ୍‌ ଜୋନ୍‌ରେ ମଦ ଦୋକାନ ଖୋଲିପାରିବ ବୋଲି ଗୃହ ମନ୍ତ୍ରାଳୟ…

ଓଡ଼ିଶାର ୨୭ ଜିଲ୍ଲାରେ ଖୋଲା ରହିବ ସାଲୋନ୍…

ଭୁବନେଶ୍ବର: ଲକ୍‌ଡାଉନ୍‌ ଯୋଗୁଁ ଭଟ୍ଟା ପଡ଼ିଯାଇଥିବା ସୌନ୍ଦର୍ଯ୍ୟର ସାଗରରେ ପୁଣି ଆସିବ ଜୁଆାର। ସରକାର କରୋନା କଟକଣା ଉପରେ ପୁଣି କୋହଳ ନୀତି ଅବଲମ୍ବନ କରିଛନ୍ତି। ଲକ‌୍‌ଡାଉନ୍‌ ସମୟରେ ସାଲୋନ, ପାର୍ଲର ଓ ସ୍ପା ଆଦି ଖୋଲିପାରିବ ବୋଲି ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

କରୋନା ଲଢ଼େଇ: ନବୀନଙ୍କୁ ପ୍ରେରଣାର ଉତ୍ସ…

ଭୁବନେଶ୍ବର: କରୋନା ଲଢ଼େଇରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ପ୍ରେରଣାର ଉତ୍ସ। ଆଜି ଏଭଳି କହିଛନ୍ତି ଜଗନ। ଆନ୍ଧ୍ରପ୍ରଦେଶରେ ଫସି ରହିଥିବା ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ…

ଯାଜପୁରରେ ୪୭ କରୋନା ଆକ୍ରାନ୍ତ, ରାଜ୍ୟରେ…

ଭୁବନେଶ୍ବର: ସକାଳେ ଯାଜପୁରରେ ୫ ଜଣ କରୋନା ଆକ୍ରାନ୍ତ ଠାବ ହୋଇଥିବା ବେଳେ ଅପରାହ୍ଣରେ ଆଉ ଦୁଇଜଣଙ୍କ ଠାରେ ପଜିଟିଭ୍‌ ଚିହ୍ନଟ ହୋଇଛି। ଏହି ୭ ଜଣ ଯାକ କୋଲକାତା ଫେରନ୍ତା ବୋଲି ସରକାର ସୂଚନା ଦେଇଛନ୍ତି। ଏମାନଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଜଣେ…

ଆନ୍ଧ୍ରରୁ ଫେରିବେ ୧୯୧୪ ଓଡ଼ିଆ: ଜଗନଙ୍କ…

ଭୁବନେଶ୍ବର: କରୋନା ଜନିତ ଲକ୍‌ଡାଉନ୍‌ କାରଣରୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଫସି ରହିଥିବା ଓଡ଼ିଆଙ୍କୁ ଘରକୁ ଫେରାଇ ଆଣିବା ଲାଗି ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍‌ ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯେଉଁମାନେ ଆନ୍ଧ୍ରରେ…

ଡାକ୍ତରଖାନା ଫେରାଇଦେଲା, ଘରମାଲିକ କବାଟ…

ଉଭୟ ଡାକ୍ତରଖାନା ନାମରେ ମାମଲା ରୁଜୁ ସହ ପୀଡ଼ିତାଙ୍କୁ କ୍ଷତିପୂରଣ ଦିଆଯିବା ଉଚିତ ଅମର ପଟ୍ଟନାୟକ, ସାଂସଦ ଓ ବିଜେଡି ନେତା ଭୁବନେଶ୍ବର: ଗୋଟିଏ ପଟେ କରୋନା ମହାମାରୀ ସଂକ୍ରମଣ ବେଳେ ଡାକ୍ତରମାନଙ୍କ ଉତ୍ସର୍ଗୀକୃତ ସେବା ଓ ତ୍ୟାଗର ପ୍ରଶଂସା ହେଉଥିବା ବେଳେ ଭୁବନେଶ୍ବରରେ ଅମାନବିକତାର ଏକ ବିକଳ ଚିତ୍ର…

ସମସ୍ତ କଳ୍ପନାଜଳ୍ପନାର ଅନ୍ତ, ୩ ସପ୍ତାହ…

ଓଏଲ୍‌ ବ୍ୟୁରୋ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କୁ ନେଇ ୩ ସପ୍ତାହ ହେବ ସାରା ବିଶ୍ବରେ ଚିର୍ଚ୍ଚ।। କେହି କେହି କିମ ଜୋଙ୍ଗ ଉନଙ୍କ ଅସୁସ୍ଥତା କାରଣୁ ମୃତ୍ୟୁ ହୋଇଥିବା ମଧ୍ୟ ପ୍ରକାଶ କରିଥିଲେ। ମୃତ୍ୟୁକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ଶୁକ୍ରବାର ଦିନ ପ୍ରଥମ ଥର ପାଇଁ…