Odisha Link
Bridging the Missing Links in Odisha
Daily Archives

June 6, 2020

ଭଲ ଖବର: ସୁସ୍ଥ ହେଲେ ଆଉ ୧୧୨

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ  ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୭୧୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ସୁସ୍ଥ ହୋଇଥିବା ମଧ୍ୟରେ ୩୩ ଜଣ କେନ୍ଦ୍ରାପଡା ଜିଲ୍ଲାରୁ ଥିବା ବେଳେ ବଲାଙ୍ଗୀରରୁ ୧୬ଜଣ ଓ ଯାଜପୁରରୁ ୧୧ ଜଣ…

ନୟାଗଡ଼: କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା…

ନୟାଗଡ଼: ଆଜି ନୟାଗଡ଼ ଜିଲ୍ଲାର ବାଲିକୁଦିଆ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ। ଆଜି ଜିଲ୍ଲାରେ ସକାଳୁ ୭ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬ଜଣ ଲୋକାଲ କେସ୍‌ ହୋଇଥିବା ବେଳେ ଜଣେ ବାହ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମିଳିଥିବା…

ମୋଦିଙ୍କ ବିପକ୍ଷରେ ମୋଦିଙ୍କୁ ଠିଆ କଲା…

ନୂଆଦିଲ୍ଲୀ: ଗତକାଲି ଟୁଇଟରରେ #ModiExposesModi ବହୁଳ ମାତ୍ରାରେ ଟ୍ରେଣ୍ଡ ହୋଇଥିଲା। ଏଭଳି ଟ୍ରେଣ୍ଡ କଂଗ୍ରେସ ପକ୍ଷରୁ କରାଯାଇଥିଲା। କଂଗ୍ରେସ ପିଏମ୍‌ ମୋଦିଙ୍କୁ ଟାର୍ଗେଟ କରି ମୋଦିଙ୍କ ବିରୋଦ୍ଧରେ ମୋଦିଙ୍କୁ ଠିଆ କରିଛି। ଅର୍ଥାତ୍‌ ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଏବଂ ପ୍ରଧାନମନ୍ତ୍ରୀ…

୨ଟି ଅଧ୍ୟାଦେଶକୁ ସ୍ୱୀକୃତି ପ୍ରଦାନ କଲେ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ଓ କୃଷକମାନଙ୍କୁ ସହାୟତା ପ୍ରଦାନ ଲକ୍ଷ୍ୟରେ ଜାରି କରାଯାଇଥିବା ଦୁଇଟି ଅଧ୍ୟାଦେଶକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି ଦୁଇଟି ଅଧ୍ୟାଦେଶ ହେଉଛି, କୃଷକ, ଉତ୍ପାଦ, ବ୍ୟବସାୟ, ବାଣିଜ୍ୟ ପ୍ରୋତ୍ସାହନ ଓ ସୁବିଧା ଅଧ୍ୟାଦେଶ…

ସଟ୍‌ଡାଉନ୍: ‌୧୧ଟି ଜିଲ୍ଲାରେ ମାଟ୍ରିକ…

ଭୁବନେଶ୍ୱର: ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ କିଛି ଦିନ ପୂର୍ବରୁ ଶନିବାର ଓ ରବିବାର ୧୧ଟି ଜିଲ୍ଲାକୁ ସଟ୍‌ଡାଉନ୍ କରାଯିବା ନେଇ ଘୋଷଣା କରାଯାଇଥିଲା। ତେବେ ସଟଡାଉନ ଘୋଷିତ ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ମାଟ୍ରିକ ମୂଲ୍ୟାୟନ ବନ୍ଦ ରହିବ। ସଟ୍‌ଡାଉନ୍ ଘୋଷିତ ୧୧ଟି ଜିଲ୍ଲାରେ ଆଜି ଖାତା…

କ୍ୱାରାଣ୍ଟିନ୍‌ରେ ରହିଲେ ୩୭୨ ଅଗ୍ନିଶମ…

ଭୁବନେଶ୍ୱର: ୧୪ ଦିନିଆ କ୍ବାରାଣ୍ଟିନ୍‌ରେ ରହିଲେ ଓଡ଼ିଶା ଅଗ୍ନିଶମ ବାହିନୀର ୩୭୨ଜଣ ସଦସ୍ୟ। ବାତ୍ୟା ‘ଅମ୍ପନ୍‌’ ଯୋଗୁ ଅଧିକ କ୍ଷୟକ୍ଷତି ହୋଇଥିବା ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିବା ପରେ କ୍ବାରାଣ୍ଟିନ୍‌ ସେଣ୍ଟରରେ ରହିଛନ୍ତି। ସମସ୍ତ ସଦସ୍ୟଙ୍କୁ କୃପାଜଳ ଇଞ୍ଜିନିୟରିଂ…

ଶନି ଓ ରବିବାର ୧୧ ଜିଲ୍ଲା ସଟ୍‌ଡାଉନ୍:…

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠୁ ୧୧ଟି ଜିଲ୍ଲାରେ ଜାରି ହୋଇଛି ଦୁଇ ଦିନିଆ ସଟ୍‌ଡାଉନ୍ କଟକଣା। ଜୁନ ୩୦ ଯାଏଁ ପ୍ରତି ସପ୍ତାହରେ ୨ ଦିନ ତଥା ପ୍ରତି ଶନିବାର ଓ ରବିବାର ରାଜଧାନୀ ସମେତ ୧୧ଟି ଜିଲ୍ଲା ସଂପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି।…

୨୪ ଘଣ୍ଟାରେ ୯୮୮୭ ନୂଆ ଆକ୍ରାନ୍ତ…

ନୂଆଦିଲ୍ଲୀ: ଜୀବନ ଓ ଜୀବିକାକୁ ନଜରରେ ରଖି ସାରା ଦେଶରେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଉଛି। ହେଲେ ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।…

ନୟାଗଡ଼: ଆଉ ୭ ଆକ୍ରାନ୍ତ ଚିହ୍ନଟ

ନୟାଗଡ଼: ରାଜ୍ୟରେ ଆଜି ସର୍ବାଧିକ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଁଞ୍ଚିଛି। ଏଥିସହିତ ନୟାଗଡ଼ ଜିଲ୍ଲାରୁ ଆଜି ଆଉ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ସମ୍ ହସ୍ପିଟାଲରେ ଜନ୍ମିତ ୫୦୫ ଗ୍ରାମ୍‌ର…

ଭୁବନେଶ୍ୱର: ମାତ୍ର ୫୦୫ ଗ୍ରାମ୍ ଓଜନର ଜନ୍ମ ନେଇଥିବା ଶିଶୁ ଦୁଇ ବର୍ଷ ପରେ ଏବେ ଶାରୀରିକ ଏବଂ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ। ଗତ ୨୦୧୮ ମେ ମାସରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଜନ୍ମ…