Odisha Link
Bridging the Missing Links in Odisha
Daily Archives

June 14, 2020

ସୁଶାନ୍ତ ସିଂ ରାଜପୁତ: ଆତ୍ମହତ୍ୟା…

ଭୁବନେଶ୍ବର: କି ବିଚିତ୍ର ବିରୋଧାଭାସ ସତରେ! ଯେଉଁ ବ୍ୟକ୍ତି ଆତ୍ମହତ୍ୟା ବିରୋଧରେ ମତ ରଖିଥିଲେ ସେ ନିଜେ ଆଜି ଆତ୍ମହତ୍ୟା କରିଛନ୍ତି। ୨୦୧୯ ମସିହାରେ ବଲିଉଡ୍‌ ସିନେମା 'ଛିଛୋର୍'ରେ ବାପା ଭୂମିକାରେ (ଅନିରୁଦ୍ଧ ପାଠକ) ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ସୁଶାନ୍ତ। ଏହି ଚଳଚ୍ଚିତ୍ରରେ ସେ ନିଜର କଲେଜ ପଢ଼ୁଆ…

ଶେଷ ପୋଷ୍ଟରେ ମା’ଙ୍କୁ ମନେ…

ମୁମ୍ବାଇ: ଆଜି ୩୪ ବର୍ଷ ବୟସରେ ବଲିଉଡର ଷ୍ଟାଇଲିସ୍‌ ହିରୋ ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ ହୋଇଛି। ମୁମ୍ବାଇ ସ୍ଥିତ ନିଜ ଘରେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି ସୁଶାନ୍ତ। ଯାହାଫଳରେ ବଲିଡଉରେ ଶୋକର ଛାୟା ଖେଳିଯାଇଛି। ସୁଶାନ୍ତଙ୍କ ବିୟୋଗକୁ ସିନେ ପ୍ରେମୀ ସହଜରେ ଗ୍ରହଣ କରି ପାରୁନାହାନ୍ତିି।…

ଆଜି ସୁସ୍ଥ ହେଲେ ଆଉ ୧୧୪ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ଆଉ ୧୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୭୦୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁନ୍ଦରଗଡ଼ରୁ ୩୦, ଖୋର୍ଦ୍ଧାରୁୁ ୨୩, କଟକରୁ ୧୦, ମୟୁରଭଞ୍ଜରୁ ୧୦,…

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ…

ମୁମ୍ବାଇ: ବଲିଉଡ ସିନେ ଜଗତରେ ଶୋକର ଛାୟା। ବଲିଉଡର ଷ୍ଟାଇଲିସ୍‌ ହିରୋ ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ। ମୁମ୍ବାଇ ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ। ସୁଶାନ୍ତଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ। ମହେନ୍ଦ୍ର ସିଂହ ଧୋନୀଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ…

କରୋନା: ଆଉ ୧୮୬ ଆକ୍ରାନ୍ତ ଚିହ୍ନଟ, ଜଣେ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଆଜି ମୋଟ ୨୦ଟି ଜିଲ୍ଲାରୁ ୧୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କନ୍ଧମାଳରୁ ସର୍ବାଧିକ ୨୨…

ଭୁବନେଶ୍ବରରେ ପହଁଞ୍ଚିଲେ ବିଜୟ ମହାନ୍ତି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପହଁଞ୍ଚିଲେ ଓଡ଼ିଆ ସିନେ ଜଗତର ବର୍ଷିୟାନ୍‌ ଅଭିନେତା ବିଜୟ ମହାନ୍ତି। ଦୀର୍ଘ ଦିନ ଧରି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ବରିଷ୍ଠ ଅଭିନେତା ଆସନ୍ତାକାଲି ଭୁବନେଶ୍ୱରରେ ପହଁଚିଛନ୍ତି।। ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ…

କରୋନା: ବିଗୁଡ଼ୁଛି ଦିଲ୍ଲୀ ସ୍ଥିତି, ବୈଠକ…

ବୈଠକରେ ଯୋଗ ଦେବେ ଉପ-ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ: ମହାମାରୀ କରୋନ ଭାଇରସ୍‌ ମାୟା ନଗରୀ ମୁମ୍ବାଇ ପରେ ରାଜଧାନୀ ଦିଲ୍ଲୀରେ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ଆଜି ହେବାକୁ ଥିବା ବୈଠକରେ କେନ୍ଦ୍ର…

୨୪ ଘଣ୍ଟାରେ ୧୧,୯୨୯ ଆକ୍ରାନ୍ତ ଚିହ୍ନଟ,…

ନୂଆଦିଲ୍ଲୀ: ଜୀବନ ଓ ଜୀବିକାକୁ ନଜରରେ ରଖି ସାରା ଦେଶରେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଉଛି। ହେଲେ ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।…

ଖବରକାଗଜ ପିଡିଏଫ୍ ସୋସିଆଲ ମିଡିଆରେ…

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ ଖବରକାଗଜ ଶିଳ୍ପକୁ ବହୁତ କ୍ଷତି ହୋଇଛି। ଏପରିକି ଲକ୍‌ଡାଉନ୍‌ ମଧ୍ୟର ସୋସିଆଲ ମିଡିଆରେ ଘୁରି ବୁଲୁଛି ଖବରକାଗଜ ପିଡିଏଫ୍‌ ଫାଇଲ୍। ବର୍ତ୍ତମାନ ସମୟରେ ହ୍ବାଟସଅପ୍‌ ଗ୍ରୁପରେ ଦୈନିକ ଖବରକାଗଜ ପିଡଏଫ୍‌ ଫାଇଲ ବହୁଳ ପରିମାଣରେ ସେୟାର ହେବାରେ ଲାଗିଛି। ପାଠକ…