Odisha Link
Bridging the Missing Links in Odisha
Daily Archives

July 7, 2020

PHOTO: ବଲିଉଡ୍‌ର ଅପ୍‌ସରା ଓଡ଼ିଆ ଝିଅ…

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ ହିନ୍ଦୀ ସିନେମା ଜଗତରେ ଜଣେ ନବାଗତା ଓଡ଼ିଆ ତରୁଣୀ ନିଜ ଅଭିନୟର ଯାଦୁ ଦେଖାଇବାକୁ ଯାଉଛନ୍ତି। ରାମ ଗୋପାଲ ବର୍ମାଙ୍କ ଆଗାମୀ ଚଳଚ୍ଚିତ୍ର 'ଥ୍ରୀଲର୍‌'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଓଡ଼ିଆ ଝିଅ ଅପ୍‌ସରା ରାଣୀ। ଏ ନେଇ ଗତକାଲି ଟୁଇଟ୍‌ ଯୋଗେ ଘୋଷଣା କରିଛନ୍ତି ରାମ…

ବନ୍ଦ ହେଲା ମନ୍ତ୍ରୀ ଅରୁଣଙ୍କ ଅଭିଯୋଗ…

ଭୂବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ମହାମାରୀ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପଶୁ ପାଳନ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ତାଙ୍କ ସରକାରୀ ବାସଭବନରେ ରହିଥିବା ବ୍ୟକ୍ତଗିତ ଅଭିଯୋଗ ପ୍ରକୋଷ୍ଠକୁ ବନ୍ଦ…

ବାହାଘରକୁ ମାସେ ପୂରିନି, ଜୀବନ ହାରିଲେ…

ଭୁବନେଶ୍ବର: ଅନ୍ରକୁ ବଞ୍ଚିବାର ମହତ୍ତ୍ବ ଓ ଜୀବନର ମାନେ ବୁଝାଉଥିଲେ; ଭାଙ୍ଗିପଡ଼ିଥିବା ମଣିଷକୁ ଆଶ୍ବାସନାର ଆଶାବାଡ଼ି ଧରାଉଥିଲେ ଯୁବ ସମାଜସେବୀ ଆଦିତ୍ୟ ଦାଶ। ସେଥିପାଇଁ ଖୁଉବ୍‌ କମ ବୟସରୁ ସେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ପାଲଟିଥିଲେ। ଫେସବୁକରେ ତାଙ୍କର ୮୦ ହଜାରରୁ ଅଧିକ ଅନୁଗାମୀ ଥିବା ବେଳେ…

ବଡ଼ ଖବର: ରାଜ୍ୟରେ ୧୦ ହଜାର ଟପିଲା…

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୨୧ଟି ଜିଲ୍ଲାରୁ ୫୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୦୩ ଜଣ…

ଫୁଟବଲ ଗୋଲକିପରରୁ କ୍ରିକେଟ ଦୁନିଆର…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର କ୍ୟାପେଟନ୍‌ କୁଲ ଭାବେ ଜଣାଶୁଣା ମହେନ୍ଦ୍ର ସିଂହ ଧୋନିଙ୍କ ଆଜି ଜନ୍ମଦିନ। ଆଜି ୩୯ ବର୍ଷରେ ପାଦ ଥାପିଲେ କ୍ରିକେଟ ପ୍ରେମୀଙ୍କ ପ୍ରିୟ ଖେଳାଳି ମାହି। ଭାରତୀୟ ଟିମର ସବୁଠାରୁ ସଫଳ ଅଧିନାୟକ ସେ। ଦିନିକିଆ ଓ ଟେଷ୍ଟ ହେଉ ଅବା ଟି-ଟ୍ୱେଣ୍ଟି, ଅନେକ ସମୟରେ ନିଜର ଦମଦାର…

ବଡ଼ ଖବର: ଦେଶରେ ୨୦ ହଜାର ଟପିଲା ମୃତ୍ୟୁ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୭ ଲକ୍ଷ ୧୯ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…

କ୍ବାରାଣ୍ଟିନରେ ରହିଲେ ପ୍ରତାପ ନନା

ଭୁବନେଶ୍ବର: ହୋମ କ୍ବାରାଣ୍ଟନିରେ ରହିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏନେଇ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି ଶ୍ରୀ ଷଡ଼ଙ୍ଗୀ। ଗତ ୨ ଓ ୩ ତାରିଖରେ ଏକ ସରକାରୀ କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସହ ସେ ମଧ୍ୟ ଯୋଗ ଦେଇଥିଲେ। ତେଣୁ ସୁକାନ୍ତ କୋଭିଡ୍ ପଜିଟିଭ୍ ଥିବା ସ୍ପଷ୍ଟ…

ବିଜୟ ମହାନ୍ତିଙ୍କୁ ନେଇ ଗୁଜବ,…

ଭୁବନେଶ୍ବର: ଓଡ଼ିଆ ସିନେମା ଜଗତର ଅନ୍ୟତମ ଶିଖର ପୁରୁଷ ବିଜୟ ମହାନ୍ତି ଦୀର୍ଘଦିନ ଧରି ଅସୁସ‌୍ଥ ଥିବା ବେଳେ ପ୍ରଥମେ ହାଇଦ୍ରାବାଦ ଓ ଏବେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସାମାଜିକ ଗଣମାଧ୍ୟମରେ ଆଜି କିଛି ନକରାତ୍ମକ ଗୁଜବ ବିଜୟଙ୍କ…